ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ: ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ
ଭୁବନେଶ୍ୱର,୧୨।୨: ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ.…
ବ୍ରିଜ୍ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ
ବଣାଇଁ,୧୨।୨(ପ୍ରଦୀପ ତ୍ରିପାଠୀ): ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ୍ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ତଣ୍ଟି କାଟି କେହି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ…
‘ଏବେ ମୋର ନାତି ଦରକାର’
ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ ମୋର ନାତି ଦରକାର। ପୁଅ ରାମଚରଣଙ୍କ ନିକଟରେ ଏଭଳି ଦାବି ରଖି ଚର୍ଚ୍ଚାରେ ତେଲୁଗୁ…
ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ
ନିଶ୍ଚିନ୍ତକୋଇଲି,୧୨ା୨(ଅଶୋକ ମହାପାତ୍ର): କ୍ୟାନ୍ସରରେ ପୀଡ଼ିତ ଶଯ୍ୟାଶାୟୀ ଜଣେ ବ୍ୟକ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏପରିକି ଡାକ୍ତର ମଧ୍ୟ ତାଙ୍କୁ ୬ ମାସ ସମୟ ଦେଇ ଥିବା ସୂଚନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଙ୍ଗନୱାଡି-ଆଶାକର୍ମୀଙ୍କୁ ମିଳିବ ମୋବାଇଲ ଫୋନ
କୋଲକାତା,୧୨।୨: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟରେ DA କିମ୍ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ…
JioFiber କନେକ୍ସନ କାଟି AirFiberକୁ ସୁଇଚ୍ କରିବାକୁ ଚାହୁଁଛନ୍ତି କି? ହୋଇଯିବ ୧୦୦୦ ଟଙ୍କାର କ୍ଷତି, ଜାଣନ୍ତୁ କିଭଳି?
ନୂଆଦିଲ୍ଲୀ,୧୨।୨: ବହୁତ ଘରେ JioFiber କନେକ୍ସନ ଲଗାଇଥିଲେ, ଯାହାକୁ ଆପଣ ଏବେ ବନ୍ଦ କରି AirFiberକୁ ସୁଇଚ୍ କରିବାକୁ ଚାହୁଁଛନ୍ତି କି? ଏହି ପରିସ୍ଥିତିରେ ଆପଣଙ୍କର ୧୦୦୦ ଟଙ୍କାର କ୍ଷତି ହୋଇପାରେ। ଏଣୁ ପୁରୁଣା ଜିଓ ଫାଇବର କନେକ୍ସନ ବନ୍ଦ କରି…
କ୍ଷମତାକୁ ଫେରିଲେ ବି ମୁଖ୍ୟମନ୍ତ୍ରୀ ହେବିନି, କାହିଁକି ଏମିତି କହିଲେ ଭକ୍ତ ଦାସ
ଭୁବନେଶ୍ୱର,୧୨ା୨: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ। ଆସନ୍ତା ୧୮ରେ ଭୁବନେଶ୍ବର ଫେରିବି ବୋଲି ଭକ୍ତ କହିଛନ୍ତି। ସେ…
ତସଲିମା ନସରିନଙ୍କ ପୁସ୍ତକ ବିକ୍ରିକୁ ନେଇ ବାଂଲାଦେଶରେ ହଙ୍ଗାମା, କାନଧରି ମାଗିଲେ କ୍ଷମା
ଢାକା,୧୨।୨: ତସଲିମା ନସରିନଙ୍କ ପୁସ୍ତକ ବିକ୍ରୟକୁ ନେଇ ବାଂଲାଦେଶରେ ବଡ଼ ହଙ୍ଗାମା ହୋଇଛି। ଢାକାର ଏକ ପୁସ୍ତକ ଦୋକାନ ଉପରେ ପ୍ରତିବାଦକାରୀଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଇସଲାମିକ ପୋଷାକ ପିନ୍ଧିଥିବା ଲୋକମାନେ କାନ ଧରି କ୍ଷମା…
Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ…
ଅହମ୍ମଦାବାଦ,୧୨।୨: ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି…
ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ
ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏବଂ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରହିଛି ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ମଧ୍ୟ…
Satellite Connectivity: ଦୀର୍ଘଦିନ ଧରି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି Airtel-Jio, ଜାଣନ୍ତୁ ପୂରା ମାମଲା…
ଆଜିକାଲି ସ୍ମାର୍ଟଫୋନରେ ସାଟେଲାଇଟ୍ ସଂଯୋଗ ବିଷୟରେ ବହୁତ ଚର୍ଚ୍ଚା ହେଉଛି। ଏହା iPhone-୧୪ ସହିତ ଆରମ୍ଭ ହୋଇଥିଲା, ଯେତେବେଳେ Apple ୨୦୨୨ରେ ଏହି ଫିଚର ପ୍ରଚଳନ କରିଥିଲା। ଏହା ପରେ ଅନେକ କମ୍ପାନୀ ଏହାକୁ ଗ୍ରହଣ କରିନେଇଥିଲେ। କିନ୍ତୁ ଏହି ଟେକ୍ନୋଲୋଜି…
Hug day: ବ୍ୟାୟାମ ଠାରୁ ଆଲିଙ୍ଗନ କରିବା ଶରୀର ପାଇଁ ୧୦୦ଗୁଣ ଭଲ, ଜାଣନ୍ତୁ ଦିନକୁ କେତେ ଥର ଆଲିଙ୍ଗନ କରିବା ଦରକାର…
ସ୍ବାସ୍ଥ୍ୟ ପାଇଁ, ସମସ୍ତେ ଖାଦ୍ୟ ଠାରୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ ସବୁକିଛି ଉପରେ ଧ୍ୟାନ ଦିଅନ୍ତି। ଆଜି ଭାଲେଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିନ, ଅର୍ଥାତ hug day ଆଲିଙ୍ଗନ ଦିବସ। ପ୍ରେମକୁ ଅନୁଭବ କରିବା ଏବଂ ଯନ୍ତ୍ରଣା କମ କରିବା…
Archives


