କିଏ ସେହି ମହିଳା ଯାହାଙ୍କୁ ଭେଟିବାକୁ ସିକ୍ୟୁରିଟି ଭାଙ୍ଗି ଚାଲିଗଲେ ବିରାଟ,ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୧।୨: ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।…
ଭାଜପାର ସମର୍ପଣ ଦିବସ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ମନେପକାଇ…
ରାଇକିଆ,୧୨।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି । ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଜପା ଜଲା…
କୋପୁଟରେ ଲଜ୍ଜା: ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା, ବଳାତ୍କାର କଲେ ୪ ଯୁବକ
କୋରାପୁଟ,୨୯।୧୨(ଅମିତାଭ ବେହେରା): ନାବାଳିକାଙ୍କୁ ଗଣବଳାତ୍କାର। ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା। ବାଟରେ ଛକିବସିଥିଲେ ସଇତାନ। ଏଭଳି ଏକ ଘନ୍ୟକାଣ୍ଡ ଘଟିଛି କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ। ନବାଳିକା ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ବାଟରେ ଛକି ବସିଥିବା…
ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, ୧୧ା୨ : ବୁଧବାର ଖେଳାଯିବାକୁଥିବା ଅହମଦାବାଦ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମିଳିତ ଭାବେ ସ୍ବେଚ୍ଛାକୃତ ଅଙ୍ଗଦାନ କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଆହ୍ବାନ…
ବିଶ୍ୱର ୧୦ ଶାନ୍ତ ଦେଶ ତାଲିକାରେ ନାହିଁ ଭାରତ, ଦେଖନ୍ତୁ ପାକିସ୍ତାନ-ବାଂଲାଦେଶର ସ୍ଥିତି
ଓ୍ବାଶିଂଟନ,୧୧।୨: ବିଶ୍ୱର ଅନେକ ଦେଶ ହିଂସା ଏବଂ ଅପରାଧର ଶିକାର, କିନ୍ତୁ କିଛି ଦେଶ ଅଛି ଯେଉଁଠାରେ ହିଂସା ବହୁତ କମ ଏବଂ ନାଗରିକମାନେ ଶାନ୍ତିରେ ବାସ କରନ୍ତି। ଫୋର୍ବସ ଦ୍ୱାରା ଜାରି କରାଯାଇଥିବା ବିଶ୍ୱର ୧୦ଟି ସବୁଠାରୁ ଶାନ୍ତିପ୍ରିୟ ଦେଶ…
ଏଥର ସୁଭଦ୍ରା ଟଙ୍କା ଆସି ନଥିଲେ ପୁଣି କେବେ ଆସିବ, ଜାଣନ୍ତୁ କ’ଣ କହିଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୧।୨: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ତେବେ ଆସନ୍ତୁ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ୱର,୧୧।୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରେମୁଣା ତହସିଲଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଏକ କାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ…
ଭାଜପା ନେତାଙ୍କୁ ଆକ୍ରମଣ: ବିଜେଡି ସରପଞ୍ଚ ତାଙ୍କ ସହଯୋଗୀ ଗିରଫ
ବ୍ରହ୍ମପୁର,୧୧।୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ୨ ଭାଜପା କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ କିଛି ଜେଲ ଫେରନ୍ତା। ଏହି ଘଟଣାରେ ଆଉ ୨ ଜଣ ବିଜେଡି ନେତାଙ୍କୁ ଗିରଫ କରାଯାଇଛି। ଉଭୟ ରଣ୍ଢା ସରପଞ୍ଚ ଅଜିତ…
ବଡ଼ଧରଣ ଦୁର୍ଘଟଣା: ଡାଲା ଅଟୋକୁ ପଛରୁ ପିଟିଲା ସ୍କର୍ପିଓ, ୨ ମୃତ
ବାରିପଦା,୧୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମାଲ ବୋଝେଇ ଡାଲା…
ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି: ଜ଼ିଲାପାଳଙ୍କୁ ମନରେଗା ଶ୍ରମିକ ୟୁନିଅନର ସ୍ମାରକପତ୍ର
ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜ଼ିଲାପାଳଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି।…
କମ ପାଠ ପଢିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍: କିନ୍ତୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିଲାମାନଙ୍କ ମାତାପିତାଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାତାପିତାମାନେ ସେମାନଙ୍କ ଇଚ୍ଛା ପିଲାମାନଙ୍କ ଉପରେ ଲଦିବା ଉଚିତ୍ ନୁହେଁ। ପିଲାଟି ପ୍ରତ୍ୟେକ କ୍ଷେତ୍ରରେ ଭଲ ହେବା ଜରୁରୀ ନୁହେଁ।…
କିଏ ହେବେ ମଣିପୁରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଏସବୁ ନାମ…
ଇମ୍ଫାଲ,୧୧।୨: ମଣିପୁରରେ ଜାତିଗତ ହିଂସା ଘଟିବାର ପ୍ରାୟ ଦୁଇ ବର୍ଷ ପରେ, ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରବିବାର (୯ ଫେବୃଆରୀ, ୨୦୨୫) ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏବେ ପ୍ରଶ୍ନ ହେଉଛି…
Archives


