Home Left

ପ୍ରେମରେ ବିଫଳ ହେବାରୁ ୧୨ ରାଜ୍ୟକୁ ବୋମା ଧମକ ଦେଲେ ଇଞ୍ଜିନିୟର, କହିଲେ ଏୟାର ଇଣ୍ଡିଆ ବିମାନକୁ ମୁଁ କରିଛି କ୍ରାଶ୍‌

ଚେନ୍ନାଇ,୨୪।୬: ପୋଲିସ ଚେନ୍ନାଇରୁ ରେନେ ଜୋସିଲଡା ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ସାରା ଦେଶରେ ୨୧ ଥର ମିଥ୍ୟା ବୋମା ଧମକ ଦେବାର ଅଭିଯୋଗ ରହିଛି। ଏହି ଧମକଗୁଡ଼ିକ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମେତ ୧୨ଟି…

ମୋ ସ୍ଥାନ କେଉଁଠି ଭୁଲିଯାଇଥିଲି…ଶତକ ହାସଲ ପରେ ଟିମ୍‌ ଇଣ୍ଡିଆ ବିରୋଧରେ ବର୍ଷିଲେ ରାହୁଲ: ଜାଣନ୍ତୁ କାହିଁକି

ଲିଡ୍ସ,୨୪।୬: କେଏଲ ରାହୁଲ ଲିଡ୍ସରେ ଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲିଡ୍ସ ଟେଷ୍ଟରେ ଚତୁର୍ଥ ଦିନର ଖେଳ ପରେ, କେଏଲ ରାହୁଲ ଏକ ଚାଞ୍ଚଲ୍ୟକର ବୟାନ…

ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟରେ ୫ ଯାତ୍ରୀଙ୍କ ସହ ୨ କ୍ରୁ ମେମ୍ବରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ

ମୁମ୍ବାଇ,୨୪।୬: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ କେତେଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, ଯାହା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ…

ଏହି ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪।୬(ଅନୁରାଧା ମହାରଣା)- ରାଜ୍ୟରେ ଗତ କିଛି ଦିନ ଧରି ବର୍ଷା ଜାରି ରହିଛି। ୨୯ ତାରିଖ ପଯର୍‌ୟନ୍ତ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ରଥଯାତ୍ରା ପଡ଼ୁଥିବାବେଳେ କେନ୍ଦୁଝର, ମୟୁରଭଞ୍ଜ,…

ଧରାପଡ଼ିଲା ଟ୍ରମ୍ପଙ୍କ ମିଛ! ଯୁଦ୍ଧ ବିରତି ଘୋଷଣା ପରେ ଇରାନ ଆକ୍ରମଣରେ ଦୋହଲିଗଲା ଇସ୍ରାଏଲ

ଜେରୁଜେଲମ,୨୪।୬: ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ ଏପରି…

ଦିଅରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଧବା ଭାଉଜ, ସାନ ଯା’ଙ୍କୁ ମାରିଦେଲେ: ବାନ୍ଧିଲା ପୋଲିସ

ଦେବଗଡ,୨୪।୬(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମରେ ୨୦୨୩ ମସିହା ଜୁନ ମାସରେ ଘଟିଥିବା ବହୁ ଚର୍ଚ୍ଚିତ ପୂଜା ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ଯୋଗାଡ କରିବା…

ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ: ମୃତଦେହ ଛାଡ଼ି ଫେରାର

ମହାକାଳପଡ଼ା, ୨୪।୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଡ଼ମଠ ଗଁାର ଜଣେ ୫ ମାସର ଗର୍ଭବତୀ ବଧୂଙ୍କୁ ଯୌତୁକ ଲାଗି ହତ୍ୟା କରାଯାଇଥିବା ବାପା ଅଭିଯୋଗ କରିଛନ୍ତି। ଶାଶୁଘର ଲୋକ ଫେରାର ହୋଇଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ…

ବଦଳିବ ୫୫ ବର୍ଷର ପୁରୁଣା ବିଦ୍ୟୁତ୍‌ ତାର, ଶଙ୍ଖ, ଖୁଣ୍ଟ

ମହାକାଳପଡ଼ା, ୨୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌କୁ ୧୯୭୧ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ମାର୍ଶାଘାଇ କେନାଲ ବ୍ରିଜ୍‌ଠାରୁ ମହାକାଳପଡ଼ା-ଛପାଲି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ୫୫ ବର୍ଷ ମଧ୍ୟରେ ବହୁ ଝଡ଼ତୋଫାନ ସହି ଏହି…

ବିଜୟ ଉତ୍ସବ ବେଳେ ବୋମା ଫୁଟି ନାବାଳିକା ମୃତ

କୋଲକାତା,୨୪ା୬(ପି.ଟି.): ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ କାଳୀଗଞ୍ଜରେ ତୃଣମୂଳ କଂଗ୍ରେସର ବିଜୟ ଉତ୍ସବ ରାଲିରେ ବୋମା ଫୁଟି ଜଣେ ୧୩ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। କାଳୀଗଞ୍ଜ ଆସନ ପାଇଁ ଉପନିର୍ବାଚନରେ ଟିଏମ୍‌ସି ପ୍ରାର୍ଥୀ ଅଲିଫା ଅହମଦ ବିଜୟୀ ହୋଇଥିଲେ। ଫଳାଫଳ…

ଅବ୍ୟବସ୍ଥାରେ ଧାନ କିଣା: ଟୋକନ୍‌ ଅବଧି ସରିଲା, ଉଠିଲାନି ଧାନ

ଭବାନୀପାଟଣା,୨୪ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ରବି ଧାନ କିଣା ଅବ୍ୟସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଅନେକ ମଣ୍ଡିରେ ଏବେ ମଧ୍ୟ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ଲଗାଣ ବର୍ଷା ଚାଷୀଙ୍କ ସମସ୍ୟାକୁ ଆହୁରି ଦ୍ବିଗୁଣିତ…

ଦିଲ୍‌ଜିତ ଦୋସାଞ୍ଜଙ୍କ ଉପରେ ପାଠ୍ୟକ୍ରମ

ଟରଣ୍ଟୋ/ମୁମ୍ବାଇ: କାନାଡାର ଟରଣ୍ଟୋ ମେଟ୍ରୋପଲିଟାନ ୟୁନିଭର୍ସିଟି (ଟିଏମ୍‌ୟୁ)ପକ୍ଷରୁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଜଙ୍କ ପାଇଁ ଉତ୍ସର୍ଗୀକୃତ ଏକ ପାଠ୍ୟକ୍ରମର ଘୋଷଣା କରାଯାଇଛି। ପପ୍‌ ସଂସ୍କୃତି ଉପରେ ଦିଲ୍‌ଜିତଙ୍କ ବୈଶ୍ୱିକ ପ୍ରଭାବକୁ ଅନୁସନ୍ଧାନ କରିବାକୁ ଥିବା ଏହି ପାଠ୍ୟକ୍ରମ ୨୦୨୬…

ଡିଏନ୍‌ଏ ବ୍ୟବହାରରେ ୧୦,୫୦୦ ବର୍ଷ ତଳର ମହିଳାଙ୍କ ଚେହେରା ସୃଷ୍ଟି

ବ୍ରସେଲ୍ସ : ବୈଜ୍ଞାନିକମାନେ ଡିଏନ୍‌ଏର ବ୍ୟବହାର କରି ୧୦,୫୦୦ ବର୍ଷ ତଳର ଜଣେ ମହିଳାଙ୍କ ଚେହେରା ସୃଷ୍ଟି କରିଛନ୍ତି। ମ୍ୟୁଜ୍‌ ଉପତ୍ୟକାରେ ବସବାସ କରୁଥିବା ଏହି ମହିଳାଙ୍କ ଆକୃତିକୁ ବେଲଜିୟମର ଗେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ପୁନଃନିର୍ମାଣ କରିବାରେ ସଫଳ ହୋଇଛନ୍ତି। ୧୯୮୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?