୧୫ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ କୁମରଡା ଗ୍ରାମରେ ମାଗଣା ଚକ୍ଷୁପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଶିବିରକୁ ଗ୍ରାମର ସାମାଜିକକର୍ମୀ ରବିନ୍ଦ୍ର ପ୍ରଧାନ ଓ ଅଜ୍ଞାନ ପ୍ରଧାନ…
ଛାତ୍ରୀଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ହେଲା ନାଟକ‘ସତ୍ୟ ମାଷ୍ଟ୍ରଙ୍କ ନୂଆ କାହାଣୀ’
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠାଗ୍ରାମସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବରଦାକାନ୍ତ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ…
ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍
କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଶନିବାର…
Mahakumbh Mahashivratri Snan: ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ; ଜାଣନ୍ତୁ ତାରିଖ ଏବଂ ଶୁଭ ମୂହୁର୍ତ୍ତ…
ପ୍ରୟାଗରାଜ,୧୬।୨: ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କଲାଣି। ଏବେ ମଧ୍ୟ ଭକ୍ତମାନେ ମହାକୁମ୍ଭକୁ ଆସିବା ଜାରି ରଖିଛନ୍ତି। ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ…
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଶେଷ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ
ପାଟଣାଗଡ଼,୧୬ା୨(ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶନିବାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ଶନିବାର ରାତିରେ ସାକ୍ଷ୍ୟ ଗ୍ରହଣ…
ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା
ଭବାନୀପାଟଣା,୧୬।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସୀମାନ୍ତରେ ଥିବା ସିଜିମାଲି ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଦାବି ନେଇ ସ୍ଥାନୀୟ ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଶନିବାର ଭବାନୀପାଟଣାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା…
ଏଇ ଭାରତରେ
ସେବା କରିବାର ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା ଯେକୌଣସି ସ୍ଥାନରେ କରାଯାଇପାରିବ, ଏହା ପ୍ରମାଣ କରିଛନ୍ତି ଇତି ପାଣ୍ଡେ । ମହାରାଷ୍ଟ୍ରର ଭୁସଓ୍ବାଲରେ ଡିଭିଜନାଲ ରେଲ୍ଓ୍ବେ ମ୍ୟାନେଜର ଥିବା ଏହି ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଗୋଟିଏ ଟ୍ରେନ୍ କୋଚ୍କୁ ହସ୍ପିଟାଲରେ…
ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ବାଳକ ଆହତ
ନୂଆପଡ଼ା,୧୬।୨ (ମକାରୁ ବେମାଲ): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଚୁଲାଭାଟ ପଞ୍ଚାୟତ ପଖାନପଦର ଗାଁରେ ଶୁକ୍ରବାର ସାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ନାବାଳକ ଆହତ ହୋଇଛନ୍ତି। ସେମାନେ ହେଲେ ପଖାପଦର ଗାଁର…
ଏକ ରାଷ୍ଟ୍ର, ଏକ ଶିକ୍ଷା ବ୍ୟବସ୍ଥା
କୌଣସି ରାଷ୍ଟ୍ରର ପ୍ରଗତିର ମୂଳଦୁଆ ହେଉଛି ଶିକ୍ଷା ବ୍ୟବସ୍ଥା। ଏହା ଦେଶର ନାଗରିକମାନଙ୍କ ମନ ଓ ଭବିଷ୍ୟତକୁ ଗଠନ କରିଥାଏ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ, ଯେଉଁଠାରେ ଶିକ୍ଷା ଗୁଣବତ୍ତା ଏବଂ ଅଭିଗମ୍ୟତାରେ ଅସମାନତା ଦେଖିବାକୁ ମିଳେ, ସେଠାରେ ଏକ…
ଏଇ ସମାଜରେ ଏଇ ମଣିଷ
ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଏକ ମାନବୀୟ ଶୃଙ୍ଖଳାରେ ନିବଦ୍ଧ ସମାଜ ଗଠନ କରିବାକୁ ପଡ଼ିଥାଏ, ଯେଉଁଥିରେ ଥାଏ ବିବେକର ମର୍ଯ୍ୟାଦା। ଦେବାନେବା ସମାଜରେ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ, ସମାଜର ମଧ୍ୟ…
ଚାଇନା ଆଗୁଆ
ଭାରତୀୟ ଜନତା ପାର୍ଟି (ଭାଜପା) ଏଇ ଦଶନ୍ଧିରେ ଭାରତରେ ତାହାର ବିଚାରଧାରାକୁ ଶକ୍ତିଶାଳୀ କରିଥିଲାବେଳେ ଅନ୍ୟ କୌଣସି ବିଷୟରେ ଅଗ୍ରଗତି କରିପାରିଲା ନାହିଁ। ଦେଖିବାକୁ ଗଲେ ୨୦୧୫ରେ ଚାଇନାର ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା…
ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରିବ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ
ଦିଗପହଣ୍ଡି,୧୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Archives


