ଅଙ୍ଗନଓ୍ବାଡି ଦିଦିଙ୍କୁ ହାଣିପକାଇଲେ, ଅବସ୍ଥା ସଙ୍କଟାପନ୍ନ
ସିମୁଳିଆ,୧୬।୨(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁକାନ୍ତି ସାହୁ(୪୮) ନାମକ ଜଣେ ଅଙ୍ଗନଓ୍ବାଡ଼ି ଦିଦି ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ…
ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ
ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ…
ଶିକ୍ଷକଙ୍କ ସହ ୪ ୟୁଟ୍ୟୁବରଙ୍କୁ ବାନ୍ଧିଲା ପୋଲିସ
କଟକ,୧୬।୨: ଶିକ୍ଷକଙ୍କ ସହ ୪ ୟୁଟ୍ୟୁବର ଗିରଫ। ସେମାନଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ଗତ ନଭେମ୍ବରରେ ‘ଓଷ୍ଟା’ ପକ୍ଷରୁ ଏ ନେଇ ଅଭିଯୋଗ ହୋଇଥିଲା। ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ…
‘ମହାକୁମ୍ଭ ବହୁତ ଫାଲ୍ତୁ, ଏହାର କୌଣସି ଅର୍ଥ ନାହିଁ’
ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ…
Champions Trophyକୁ ନେଇ ଦୁବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କ ଦାବିକୁ ନେଇ ହଇଚଇ, ସତ ହୋଇଗଲେ ଫସିଯିବ ଟିମ୍ ଇଣ୍ଡିଆ!
ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଦୁବାଇରେ ପହଞ୍ଚିଛି। ଦଳ ଫେବୃଆରୀ ୨୦ ରୁ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। କିନ୍ତୁ ଏହା ପୂର୍ବରୁ ଦୁବାଇର ଜଣେ ଟ୍ୟାକ୍ସି ଡ୍ରାଇଭର ଏକ ବଡ଼…
ଲକ୍ଷପତି ଦିଦି କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ରଖୁରଖୁ, ଭେଟିବାକୁ ଛୁଟିଲା ମହିଳାଙ୍କ ସୁଅ
ଭୁବନେଶ୍ବର,୧୬।: ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତି ଦେଇଥିଲେ। ତାଙ୍କ ବିବୃତି ହଜାର ହଜାର ମହିଳା ତାଙ୍କୁ ଭେଟିଛନ୍ତି। ରବିବାର କମ୍ୟୁନିଟି…
Late Night Sleep: ରାତି ୧୧ଟା ପରେ ଶୋଉଛନ୍ତି କି, ବଢିବ ଓଜନ, ଜାଣନ୍ତୁ ଏକ୍ସପର୍ଟଙ୍କ ଠାରୁ…
Late Night Sleep ଯଦି ଆପଣ ପ୍ରତିଦିନ ରାତି ୧୧ଟା ପରେ ଶୁଅନ୍ତି ତେବେ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇପାରେ। ନିଦ ସିଧାସଳଖ ଶରୀରର ଆରୋଗ୍ୟ, ମାନସିକ ସୱାସ୍ଥ୍ୟ ସହିତ ଜଡିତ,…
Delhi Platform Stampede: ଜାଣନ୍ତି କି ପ୍ଲାଟ୍ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ
ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ ଆଗକୁ ଥିବା ଟ୍ରେନ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନଙ୍କ ମଧ୍ୟରେ ଗୋଟିଏ କିଲୋମିଟର…
ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ…
କଥାରେ ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ସମ୍ଭବ। ଗୁରୁଗାଓଁର ଜଣେ ମହିଳା ଭ୍ୟାଲେଣ୍ଟାଇନ୍ ଡେ’ରେ ସେଭଳି କିଛି କରିଛନ୍ତି। ୨୪ ବର୍ଷୀୟ ଆୟୁଷୀ ରାଓ୍ବତ କ୍ୟାଶ-ଅନ୍-ଡେଲିଭରି ଅପ୍ଶନ ସହ ୧୦୦ ପିଜା ଅର୍ଡର କରିଥିଲେ। ହେଲେ ଡେଲିଭରି ଲାଗି ସେ…
Gold Rate: ଖୁସି ଖବର, ଏକାଥରେ ଏତେ ଖସିଲା ସୁନା ଦର…
ଭୁବନେଶ୍ୱର,୧୬।୨: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। କମିଲା ସୁନାଦର। ଶୀଘ୍ର ଯାଇ ଆଜି କିଣି ନିଅନ୍ତୁ। ଗତକାଲି ଅପେକ୍ଷା ଆଜି ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର…
CM Mohan Majhi: ‘୨୪ବର୍ଷର କାର୍ଯ୍ୟକାଳ ସହ ୮ମାସର କାର୍ଯ୍ୟକୁ ତୁଳନା କରୁଛନ୍ତି ବିରୋଧୀ’
ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ): ବିଧାନସଭା ବଜେଟ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଦେଇଥିବା ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ…
ବିଚ୍ ରାସ୍ତାରେ ଯୁବତୀଙ୍କ ଓଢ଼ଣୀ ଟାଣିଲେ ଯୁବକ, ସିସିଟିଭିରେ …
ଭୁବନେଶ୍ୱର,୧୬।୨: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ। କିଛି ଯୁବକ ଯୁବତୀଙ୍କ ଓଢ଼ଣୀ ଟାଣିବା ସହ ଟଣାଓଟରା କରୁଥିବା ସିସିଟିଭିରେ କଏଦ୍ ହୋଇଛି। ରାଜଧାନୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ସକାଳୁ ଅଫିସ ଯାଉଥିବା ସମୟରେ କିଛି ଯୁବକ ତାଙ୍କ…
Archives


