Home Left

ଭୁଲ ଲଟେରୀ ଟିକେଟ କିଣି ନିରାଶ ହୋଇଥିଲେ ଯୁବତୀ, ଖୋଲିଗଲା ଭାଗ୍ୟ

ଭର୍ଜିନିଆ: ଏହି ଦୁନିଆରେ କେବେ, କିପରି ଏବଂ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି ଜାଣନ୍ତି ନାହିଁ। କେତେବେଳେ ଜଣେ ଅକ୍ଳାନ୍ତ ଚେଷ୍ଟା କରିବା ପରେ ମଧ୍ୟ ଜିତିପାରେ ନାହିଁ, ଆଉ କେତେବେଳେ ଗୋଟିଏ ଭୁଲ ଯୋଗୁଁ ଜଣେ ଜ୍ୟାକପଟ…

ଗାତ ଖୋଳି ରଖିଥିଲେ ୧୦ ହଜାର ୮୫୨ କେଜି ଗଞ୍ଜେଇ: ଧରିଲା ପୋଲିସ

ବାଲିଗୁଡ଼ା,୨୧।୨: କନ୍ଧମାଳ ଜିଲା ପୋଲିସ ଶୁକ୍ରବାର ୫ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପୋଲିସ ପ୍ରାୟ ୧୦ହଜାର ୮୫୨କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି…

ବୁଲା କୁକୁର ପରେ ଏବେ ବିଲେଇଙ୍କ ହେବ ବନ୍ଧ୍ୟାକରଣ: ଆସିଲା ସ୍ବତନ୍ତ୍ର ବଜେଟ୍‌

ନାସିକ,୨୧।୨: ବୁଲା କୁକୁର ପରେ, ଏବେ ମହାରାଷ୍ଟ୍ରର ନାସିକ ସହରରେ ବିଲେଇଙ୍କ ବନ୍ଧ୍ୟାକରଣ ପାଇଁ ଏକ ଅଭିଯାନ ଆରମ୍ଭ ହେଉଛି। ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ନଗର ନିଗମର ପଶୁପାଳନ ବିଭାଗ ଏହି ପଦକ୍ଷେପ ନେଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି…

Myths Vs Facts: ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଆପଲ ସାଇଡର୍‌ ଭିନେଗାର? ସତ୍ୟତା ଜାଣନ୍ତୁ…

ଆପଲ ସାଇଡର୍‌ ଭିନେଗାରକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରିବ। ଏହା ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ପାଇଁ ବ୍ୟବହୃତ ହୁଏ। ସାଧାରଣତଃ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବା ସହିତ ରୋଷେଇରେ ବ୍ୟବହୃତ ହୋଇଥାଏ। ଆପଣ ଏହାକୁ ଅନେକ…

Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ସାଉଥ୍‌ ସିନେମାର ବରିଷ୍ଠ ଅଭିନେତା ନନ୍ଦମୁରୀ ବାଳକ୍ରିଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଗୀତ ‘ଦାବିଡି ଡିବିଡି’ରେ ଉର୍ବଶୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ତାଙ୍କର ୩ ମିନିଟର…

KIIT ପରେ KIMS ବିବାଦ: ଆତ୍ମହତ୍ୟା କରିବାକୁ ଧମକ ଦେଲେ ମେଡିକାଲ ଛାତ୍ରୀ

ଭୁବନେଶ୍ୱର,୨୧।୨: KIIT ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ (20)ଙ୍କ ଆତ୍ମହତ୍ୟା ଖବରରେ ରହିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ ସାମ୍ରାଜ୍ୟରୁ ଆସିଛି ବଡ ଖବର। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS)ର ଅନେକ ଡାକ୍ତରୀ ଛାତ୍ର…

ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା। ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ। ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ। କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’।…

Senior Citizens Pension Scheme: ଏହି ରାଜ୍ୟରେ ବୟସ୍କଙ୍କୁ ମିଳେ ସର୍ବାଧିକ ପେନସନ

ନୂଆଦିଲ୍ଲୀ,୨୧।୨: ଲୋକମାନେ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ ପୂର୍ବରୁ ପେନସନର ବ୍ୟବସ୍ଥା କରନ୍ତି। କିନ୍ତୁ ଅନେକ ଲୋକଙ୍କର ପେନସନ ବ୍ୟବସ୍ଥା ନାହିଁ। ଏପରି ଲୋକଙ୍କୁ ସରକାର ପେନସନ ଦିଅନ୍ତି। କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ପେନସନ ପ୍ରଦାନ କରନ୍ତି। ଦେଶର ପ୍ରାୟ…

ସରକାରଙ୍କ ବଡ଼ ଘୋଷଣା, ଏଣିକି ପୁରୁଷଙ୍କୁ ବି ବସ୍‌ରେ ମିଳିବ Special Seat

ବେଙ୍ଗାଲୁରୁ,୨୧ା୨: ପୂର୍ବରୁ ବସ୍‌ରେ ମହିଳା ଯାତ୍ରୀଙ୍କ ପାଇଁ ସଂରକ୍ଷଣ ସିଟ୍‌ ଛଡ଼ା ଯାଉଥିଲା। ବସ୍‌ କି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଆପଣ ସିଟ୍‌ ଉପରେ ଏପରି ବାର୍ତ୍ତା ଲେଖାଯାଇଥିବା ନିଶ୍ଚୟ ଦେଖିଥିବେ। ଯଦି ଆପଣ ମହିଳାଙ୍କ ପାଇଁ ସଂରକ୍ଷିତ ସିଟ୍‌ରେ…

୫ ବର୍ଷ ପରେ ‘କୋଠରି’ରୁ ବାହାରିଲେ ଆଲିବାବାର ପ୍ରତିଷ୍ଠାତା: ଚାଇନାରେ ହେବ ପରିବର୍ତ୍ତନ

ବେଜିଂ,୨୧।୨: ଚାଇନାର ସବୁଠାରୁ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଉଦ୍ୟୋଗୀ ଜ୍ୟାକ ମା ପାଞ୍ଚ ବର୍ଷ ପରେ ଶେଷରେ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଏକଦା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବିବେଚିତ ହେଉଥିବା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୦୨୦…

ପ୍ରଥମ ଦିନରେ ସରିଲା ମାତୃଭାଷା ପରୀକ୍ଷା: ପାଟଣା ବ୍ଲକର ୧୨ ପରୀକ୍ଷା କେନ୍ଦ୍ରରେ ୫୭ ଅନୁପସ୍ଥିତ

ପାଟଣା,୨୦।୨(ବୀରକିଶୋର ଦାସ): ଶୁକ୍ରବାର ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। କେନ୍ଦୁଝର ଜିଲା ପାଟଣା ବ୍ଲକର ୧୨ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସ୍ଥିତ ଜିଏନ୍‌ ହାଇସ୍କୁଲ ସ୍ବାମ ପାଟଣା ନୋଡାଲ…

ତାରାଙ୍କ ପ୍ରଶ୍ନ: ଅଚ୍ୟୁତ ସାମନ୍ତଙ୍କ ଉପରେ ଏଯାଏ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧।୨: କିଟ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ତାରା କହିଛନ୍ତି, ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ। କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ସିସିଟିଭି ଫୁଟେଜ ଯାଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri