Home Left

‘ମାତୃଭାଷା ହିଁ ମନୁଷ୍ୟର ପ୍ରାଣ’

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ବୋଲି କହିଥିଲେ।…

୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି…

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଚିଠି ଲେଖିଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୨: ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ, ରେଳ ମନ୍ତ୍ରଣାଳୟ ଏକ୍ସକୁ ୧୫ଫେବୃଆରୀରେ ଦିଲ୍ଲୀ ରେଳ ଷ୍ଟେଶନରେ ହୋଇଥିବା ଦଳାଚକଟା ସହିତ ଜଡିତ ସମସ୍ତ ଭିଡିଓ ଏବଂ ଫଟୋକୁ ତାର ପ୍ଲାଟଫର୍ମରୁ…

କର୍ନାଟକ କଂଗ୍ରେସରେ ଫାଟ! କହୁକହୁ କହିଦେଲେ DK Shivakumar , ଏବେ ଭଗବାନ ବଦଳେଇପାରିବେନି ବେଙ୍ଗାଲୁରୁ ସ୍ଥିତି

ବେଙ୍ଗାଲୁରୁ,୨୧।୨: କର୍ନାଟକ କଂଗ୍ରେସରେ ଫାଟ! କର୍ନାଟକର ଉପମୁଖ୍ୟମନ୍ତ୍ରୀ DK Shivakumar ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝହ ସୃଷ୍ଟି ହୋଇଛି। ତାଙ୍କ ବୟାନ ପରେ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କୁ ସମାଲୋଚନା ହେବାକୁ ପଡିଛି। ଶିବକୁମାର…

ଦିଲ୍ଲୀ ରାଜନୀତିରେ ଏଣ୍ଟ୍ରି କରିବେ ପ୍ରମୋଦ ସାଓ୍ବନ୍ତ? ଜାଣନ୍ତୁ କ’ଣ କହିଲେ ଗୋଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୁକ୍ରବାର (୨୧ ଫେବୃଆରୀ, ୨୦୨୫)ରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଇଡିଆଜ ଅଫ ଇଣ୍ଡିଆ ସମିଟ ୨୦୨୫ରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ…

ଆପଣାନ୍ତୁ ଏହି ଘରୋଇ ଉପାୟ, କେଶ ମୂଳରୁ ହେବ କଳା, ଭୁଲିଯିବେ ମେହେନ୍ଦି

ଆଜିକାଲି କେଶ ପାଚିଯିବା ବା ଧଳା ହୋଇଯିବା ବଡ ଚିନ୍ତାର ବିଷୟ ପାଲଟିଛି। କେଶ ଝଡିବା ଏବଂ ଅକାଳରେ ଧଳା ହେବା ଏକ ଦୁଃସ୍ବପ୍ନ ପରି। ଧଳା କେଶର ସମସ୍ୟା ପିଲାମାନଙ୍କଠାରେ ମଧ୍ୟ ଦେଖାଯାଉଛି। ଯଦିଓ ଏହାର ଅନେକ କାରଣ ଥାଇପାରେ,ବଢୁଥିବା…

5 Kidneys: ଏହି ବ୍ୟକ୍ତିଙ୍କର ଅଛି ୫ଟି କଡନୀ, କାମ କରୁଛି ଗୋଟିଏ, ଆଉ ୪ଟି…ଚମକାଇବ ଏହି ଘଟଣା

ସମସ୍ତଙ୍କ ଶରୀରରେ ଦୁଇଟି କିଡନୀ ଥାଏ। ଏକଥା ସମସ୍ତେ ଜାଣନ୍ତି। କାହାର ଦରକାର ପଡିଲେ ଲୋକମାନେ କିଡନୀ ମଧ୍ୟ ଦାନ କରନ୍ତି। କାରଣ ଆମ ଶରୀର ଗୋଟିଏ କିଡନୀ ସହିତ ମଧ୍ୟ କାମ କରିପାରିବ। କିନ୍ତୁ ନୂଆଦିଲ୍ଲୀର ୪୭ ବର୍ଷୀୟ ବୈଜ୍ଞାନିକ…

କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ତେଜ ପ୍ରତାପ କଲେ ବଡ଼ ଭବିଷ୍ୟବାଣୀ

ପାଟନା,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଏବେ ବିହାରରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଘୋଷଣା ପାଇଁ ଆହୁରି ବହୁତ ସମୟ ଅଛି କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନକୁ ନେଇ ବାକ୍‌ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଜନତା…

ମହାକାଶରେ ନିଜ ପରିସ୍ରାକୁ ପାଣି ଭାବେ ପିଅନ୍ତି Astronauts, କାରଣ ଜାଣିଲେ ଉଡିବ ହୋସ୍‌

କୁହାଯାଏ ମଣିଷ ବଞ୍ଚିବା ପାଇଁ ୩ଟି ଜିନିଷ ନିହାତି ଜରୁରୀ। ଖାଦ୍ୟ, ପାନୀୟ ଓ ବାସଗୃହ। ଦିନେ ଖାଦ୍ୟ ଛାଡି ଆମେ ରହିପାରିବା ହେଲେ ବିନା ପାଣିରେ ଆମେ ଘଡିଏ ବି ବଞ୍ଚି ପାରିବା ନାହିଁ। କେବେ ଭାବିଛନ୍ତି ସବୁବେଳେ ପାଣି…

Sourav Ganguly Biopic: ଗାଙ୍ଗୁଲିଙ୍କ ବାୟୋପିକର ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା, ହୋଇଗଲା ଫାଇନାଲ

ନୂଆଦିଲ୍ଲୀ,୨୧।୨: କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏବେ ଏହି ତାଲିକାରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାମ ମଧ୍ୟ…

ଭୁଲ ଲଟେରୀ ଟିକେଟ କିଣି ନିରାଶ ହୋଇଥିଲେ ଯୁବତୀ, ଖୋଲିଗଲା ଭାଗ୍ୟ

ଭର୍ଜିନିଆ: ଏହି ଦୁନିଆରେ କେବେ, କିପରି ଏବଂ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି ଜାଣନ୍ତି ନାହିଁ। କେତେବେଳେ ଜଣେ ଅକ୍ଳାନ୍ତ ଚେଷ୍ଟା କରିବା ପରେ ମଧ୍ୟ ଜିତିପାରେ ନାହିଁ, ଆଉ କେତେବେଳେ ଗୋଟିଏ ଭୁଲ ଯୋଗୁଁ ଜଣେ ଜ୍ୟାକପଟ…

ଗାତ ଖୋଳି ରଖିଥିଲେ ୧୦ ହଜାର ୮୫୨ କେଜି ଗଞ୍ଜେଇ: ଧରିଲା ପୋଲିସ

ବାଲିଗୁଡ଼ା,୨୧।୨: କନ୍ଧମାଳ ଜିଲା ପୋଲିସ ଶୁକ୍ରବାର ୫ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପୋଲିସ ପ୍ରାୟ ୧୦ହଜାର ୮୫୨କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri