ଶିକ୍ଷୟତ୍ରୀଶିକ୍ଷକ ପ୍ରସ୍ତୁତ କଲେ ଶିକ୍ଷଣ ସାମଗ୍ରୀ: ପୁରସ୍କୃତ କଲେ …
ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଶାନକୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରେମୀ…
Chahal-Dhanashree Divorce: ସ୍ବାମୀଙ୍କ ଠାରୁ ଅଧିକ ରୋଜଗାର କରୁଥିବା ସ୍ତ୍ରୀ ଛାଡପତ୍ର ପରେ ମାଗିପାରିବେ କି ଭରଣପୋଷଣ, ଜାଣନ୍ତୁ କ’ଣ କହୁଛି ଆଇନ
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ସ୍ପିନର Chahal-Dhanashree Divorce ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର କନଫର୍ମ ହୋଇଛି। ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ଭରଣପୋଷଣ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ଛାଡପତ୍ର ପରେ ୟୁଜଭେନ୍ଦ୍ର ଚହଲ ଧନଶ୍ରୀଙ୍କୁ…
୨ ଯୁବକଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ ରାସ୍ତାରେ…
ଝାରସୁଗୁଡ଼ା,୨୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରକୁଟାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ସଲେଟିକ୍ରା ଗାଁର ଝସକେତନ ନାଏକ(୨୮)। ସୂଚନା ମତେ ସଲେଟିକ୍ରା ଗାଁର…
ବଡ଼ ବଡ଼ ଅଧିକାରୀଙ୍କ ୟୁଜର ଆଇଡି, ପାସଓ୍ବାର୍ଡ ହ୍ୟାକ କରି ହଡପ କରୁଥିଲେ ଟଙ୍କା: ଏବେ ଧରାପଡିବାରୁ…
କୋରାପୁଟ,୨୧ା୨(ଅମିତାଭ ବେହେରା): କୋରାପୁଟ ତହସିଲଦାରଙ୍କ ୟୁଜର ଆଇଡି ଓ ପାସୱାର୍ଡକୁ ହ୍ୟାକ କରି ଜାଲ ପ୍ରମାଣପତ୍ର ଦେଇ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା ହଡପ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗି…
Ranji Trophy: ଫାଇନାଲରେ ବିଦର୍ଭ-କେରଳ
ଅହମ୍ମଦାବାଦ,୨୧ା୨: ଚଳିତ Ranji Trophyରେ ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ…
ମାଟ୍ରିକ୍ ପରୀକ୍ଷା ଆରମ୍ଭ: ଆସିକା ବ୍ଲକରେ ୨୨ ପରୀକ୍ଷାର୍ଥୀ ଅନୁପସ୍ଥିତ
ଆସିକା,୨୧ା୨(ସୁରେନ୍ଦ୍ର ନାଥ ସାହୁ):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି l ଆସିକା ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଆସିକା, ଧରାକୋଟ…
LIC ର ଏହି ଯୋଜନାରେ ଥରେ ରଖନ୍ତୁ ଟଙ୍କା, ମାସକୁ ମାସ ମିଳିବ ମୋଟା ଅଙ୍କର ପେନସନ
ଆଜିର ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିବେଶ ସୁଯୋଗ ଖୋଜୁଛନ୍ତି। ସେ ଷ୍ଟକ ମାର୍କେଟ ହେଉ କିମ୍ବା ମ୍ୟୁଚୁଆଲ ଫଣ୍ଡ କିମ୍ବା ସରକାରୀ ଯୋଜନା ହେଉ। କିନ୍ତୁ ଯଦି ଆପଣ ଆପଣଙ୍କର ଭବିଷ୍ୟତକୁ ଯେକୌଣସି ବିପଦ…
ବିଦ୍ୟୁତ୍ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର!
ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରିପାରନ୍ତି, କିନ୍ତୁ ବାସ୍ତବରେ ସେପରି ଦେଖାଯାଉ ନାହିଁ। ସମ୍ପ୍ରତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ…
ଶିବରାତ୍ରୀରେ ସମସ୍ତେ କରନ୍ତି ଏହିଭୁଲ: ଜାଣିରଖନ୍ତୁ କ’ଣ, ନଚେତ….
ଦେବାଦି ଦେବ ମହାଦେବଙ୍କ ସବୁଠୁ ପ୍ରିୟ ଦିନ ହେଉଛି ମହାଶିବରାତ୍ରୀ। କୁହାଯାଏ ଶିବ ଭଗବାନଙ୍କ ଉପାସନା କଲେ ଏହିଦିନ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଯେପରି ଭଗବାନଙ୍କ ପ୍ରିୟ ଫୁଲ ଗଇଶ, ଦୁରୁଦୁା ଏବଂ ଅରଖ ସେହିପରି ଭଗବାନ ଶିବଙ୍କ…
White Rice or Brown Rice…ସ୍ବାସ୍ଥ୍ୟ ପାଇଁ କେଉଁଟା ଲାଭଦାୟକ
ବିଶ୍ୱର ସବୁଠାରୁ ଅଧିକ ଖିଆଯାଉଥିବା ଖାଦ୍ୟ ମଧ୍ୟରୁ ଭାତ ଗୋଟିଏ। ଏହାକୁ ଭାରତରେ ବହୁତ ପସନ୍ଦ କରାଯାଏ। ଭାତରୁ ଅନେକ ସୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ, ବିରିୟାନି ଠାରୁ ଆରମ୍ଭ କରି ଫ୍ରାଏଡ ରାଇସ ପର୍ଯ୍ୟନ୍ତ। କିନ୍ତୁ ଯେତେବେଳେ ସୱାସ୍ଥ୍ୟ କଥା…
Archives


