ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା
ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ):ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମରେ ଉପକୃତ ହେଉଛନ୍ତି। ଏହି କ୍ରମରେ ଛାତ୍ରୀଛାତ୍ର କିପରି ପୋଷଣଯୁକ୍ତ ଖାଦ୍ୟ…
ଓଲଟିଲା OSRTC ବସ୍
ବଣାଇଁ,୨୨ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ୧୦ ନମ୍ବର (କ) ରାଜ୍ୟ ରାଜପଥ ମୁଚୁରିନାଳି ଗ୍ରାମ ନିକଟରେ ସୁନ୍ଦରଗଡ଼ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ୍ ପ୍ରାୟ ୧୨.୩୦ରେ ଭାରସାମ୍ୟ ରାସ୍ତାର ଖାଲ…
ଅଲିଭ ରିଡ୍ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ
ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର…
କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’
ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ ଏହାକୁ ତାମିଲ ପରିଚୟ, ଅସ୍ମିତା ଓ ଭାଷାଗତ ବିବିଧତା ପାଇଁ ବିପଦ ମଣିଥାଆନ୍ତି। ରାଜ୍ୟରେ…
ମହାକୁମ୍ଭ ପାଇଁ ଓଡ଼ିଶାର ୨୫ ସହରକୁ ସଂଯୋଗ କରୁଛି ୬୦ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର,୨୧ା୨ (ଅନୁରାଧା ମହାରଣା) : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ ଅଧୀନ ଓଡ଼ିଶାର ୨୫ଟି ସହରରୁ ୬୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏଥିରୁ ୫୦ଟି…
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଜେରା
ଭୁବନେଶ୍ୱର,୨୧ା୨(ସୁଚିସ୍ମିତା ସାହୁ): କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍ସଲଙ୍କ ମୃତ୍ୟୁ, ଆନ୍ଦୋଳନରତ ନେପାଳୀ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ ସହ ବଳପୂର୍ବକ ବସ୍ରେ ନେଇ କଟକ ରେଳଷ୍ଟେଶନରେ ଛାଡ଼ିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଉଚ୍ଚସ୍ତରୀୟ…
ଆମେରିକାକୁ ଆଖି ଦେଖାଇଲେ XI JINPING, କରିଦେଲେ ବଡ଼ ଘୋଷଣା
ବେଜିଂ,୨୧।୨: ଆମେରିକା ସହିତ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ଏବଂ ତାଇୱାନ ଏବଂ ଅନ୍ୟାନ୍ୟ ପଡ଼ୋଶୀଙ୍କ ସହିତ ଉତ୍ତେଜନା ମଧ୍ୟରେ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେଇ ଚାଇନା ରାଷ୍ଟ୍ରପତି Xi Jinping ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଦେଶର ସେନାକୁ ବିଶ୍ୱସ୍ତରୀୟ ସଶସ୍ତ୍ର…
ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା
ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା ଫସି ରହିଥିବା ଜଣାପଡିଛି। କମ୍ପାନୀ ପକ୍ଷରୁ ସେମାନଙ୍କୁ ଦୀର୍ଘ ୩ ମାସ ହେଲା ପାରିଶ୍ରମିକ…
ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପଟାଙ୍ଗୀ ଥାନାର ମାଳିମାର୍ଲା ଓ ବଡ ମାର୍ଲା ଆଦି ୨ ଟି ଗ୍ରାମରେ ବାଲ୍ୟ ବିବାହ ବନ୍ଦ
କୋରାପୁଟ,୨୧।୨(ଅମିତାଭ ବେହେରା ): ଶୁକ୍ରବାର କୋରାପୁଟ ଜିଲାପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଖୁଡି ପଞ୍ଚାୟତର ଦୁଇଟି ସ୍ଥାନରେ ଆଜି ଜିଲା ପ୍ରଶାସନର ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ ଏବଂ ପୋଲିସ ଟିମ ପହଞ୍ଚି ବାଲ୍ୟ ବିବାହ…
ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ
କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍ରେ ଯାତ୍ରୀମାନେ ଯାଉଛନ୍ତି। ପୂର୍ବରୁ ଯାଇଥିବା ବସ ଗୁଡ଼ିକରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ…
Indira Gandhi ଙ୍କୁ ‘ଦାଦୀ’ କହିବାରୁ ଗୃହରେ ହଙ୍ଗାମା, ୬ବିଧାୟକ ନିଲମ୍ବିତ, ରାଜ୍ୟ ରାଜୀନୀତିରେ ହଇଚଇ…
ନୂଆଦିଲ୍ଲୀ,୨୧।୨: ରାଜସ୍ଥାନରେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଶୁକ୍ରବାର ବିରୋଧୀ ବିଧାୟକମାନଙ୍କ ଦ୍ୱାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା, ଯାହା ପରେ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରାଙ୍କ ସମେତ ୬ ବିରୋଧୀ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି।…
ମଦକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଣ୍ଡିଆରୁ ତିଆରି ହେବ Wine
ଭୁବନେଶ୍ୱର,୨୧।୨: ମାଣ୍ଡିଆରୁ ଆଗକୁ ମଦ ପ୍ରସ୍ତୁତ ହେବ। ଏଥିଲାଗି ଯେଉଁ କମ୍ପାନୀଗୁଡ଼ିକ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ସରକାର ସବ୍ସିଡି ଯୋଗାଇଦେବେ। ମହୁଲ ଏବଂ ମାଣ୍ଡିଆରୁ ମଦ ପ୍ରସ୍ତୁତ କଲେ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ ଭଲ ବ୍ରାଣ୍ଡ୍ର…
Archives


