ଜେଲେନସ୍କିଙ୍କୁ କାହିଁକି ରାଷ୍ଟ୍ରପତି ପଦରୁ ହଟାଇବାକୁ ଚାହୁଁଛନ୍ତି ଟ୍ରମ୍ପ, ଯୁଦ୍ଧ ବିରାମ ନା ଖଣିଜ ସମ୍ପଦ, କ’ଣ ରହିଛି କାରଣ
ଓ୍ବାଶିଂଟନ/କ୍ୱିଭ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଏବଂ ବୟାନର ଧାରା ଗୋଟିଏ ପରେ ଗୋଟିଏ ଜାରି ରହିଛି। ଟ୍ରମ୍ପ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ଆରମ୍ଭ କରି ୟୁକ୍ରେନର ଲୋକଙ୍କୁ କ୍ରୋଧିତ କରିଛନ୍ତି। ପ୍ରକୃତରେ,…
Google Pay ବ୍ୟବହାର କରୁଛନ୍ତି କି? ମୋବାଇଲ ରିଚାର୍ଜ ପରେ ଏବେ ପେମେଣ୍ଟ ପାଇଁ ଦେବାକୁ ପଡିବ ଚାର୍ଜ
ନୂଆଦିଲ୍ଲୀ,୨୧।୨:ଯଦି ଆପଣ ମଧ୍ୟ ଆପଣଙ୍କ ଘରର ବିଦ୍ୟୁତ ବିଲ ପୈଠ କରିବା ପାଇଁ Google Pay ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। UPI ଠାରୁ ଆରମ୍ଭ କରି ବିଲ ପେମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ…
ବସ୍-ବୋଲେରୋ ମୁହାଁମୁହିଁ ଧକ୍କା: ୬ ଗୁରୁତର
ଉଦଳା,୨୧।୨(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଶରତ ଥାନା ହଦଗୁଠ ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଶରତ ଏବଂ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା
ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ…
ଭେଣ୍ଡିଆ ଯୁବକ, ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ଫେରାଇବାକୁ ନୋଟିସ
ଯାଜପୁର, ୨୧।୨: ବାର୍ଦ୍ଧକ୍ୟ ଭତ୍ତା ନେଇଥିଲେ, ଏବେ ଫେରାଇବାକୁ ବିଡିଓ ପଠାଇଲେ ନୋଟିସ। ଏଭଳି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁରରେ। ଭତ୍ତା ହାତେଇ ନେଇ ଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ ପଠାଇଛନ୍ତି। ୨୯ଟି…
ଶିଶମହଲ ଯିବେନାହିଁ, କେଉଁଠି ରହିବେ ରେଖା ଗୁପ୍ତା? PWD ଦେଲା ୩ ସ୍ଥାନର ସର୍ଟଲିଷ୍ଟ
ନୂଆଦିଲ୍ଲୀ,୨୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପାଇଁ ତିନୋଟି ବଙ୍ଗଳା ଉପରେ ନିଷ୍ପତ୍ତି ନିଆଯାଇପାରେ। ଏହି ଆବାସିକ ବଙ୍ଗଳା ମଧ୍ୟରୁ ଦୁଇଟି କେନ୍ଦ୍ରୀୟ ଦିଲ୍ଲୀର ଡିଡିୟୁ ମାର୍ଗରେ ଅବସ୍ଥିତ ଏବଂ ତୃତୀୟଟି ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସର ରାଜପୁର ରୋଡରେ ଅବସ୍ଥିତ।…
ମୁଁ ମୋ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛି…ଫସିଲେ ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ
ମୁମ୍ବାଇ,୨୧।୨: ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ…
ବ୍ରଶ-ଟୁଥପେଷ୍ଟ ଧରି କାହିଁକି ଥାନାରେ ପହଞ୍ଚିଲେ ଗୋଆ ଆପ ମୁଖ୍ୟ
ପଣଜି,୨୧।୨: ଆମ ଆଦମୀ ପାର୍ଟି (ଆପ) ଗୋଆ ୟୁନିଟ ସଭାପତି ଅମିତ ପାଲକରଙ୍କୁ ଶୁକ୍ରବାର (୨୧ ଫେବୃଆରୀ, ୨୦୨୫) ତୃତୀୟ ଥର ପାଇଁ ପୋଲିସ ପଚରାଉଚରା କରିଥିଲା, ଯାହା ପରେ ସେ ପୋଲିସ ଉପରେ ହଇରାଣ କରୁଥିବାର ଅଭିଯୋଗ କରିଥିଲେ। ଅନେକ…
ସୁଇମିଂ ପୁଲରେ ଡିଏସ୍ପି-ମହିଳା କନଷ୍ଟେବଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: ଏବେ ନୂଆମୋଡ଼ ନେଲା ପୂରା ଘଟଣା, ଜାଣିଲେ…
ରାଜସ୍ଥାନ, ୨୧।୨: ରାଜସ୍ଥାନର ଜଣେ ଡିଏସ୍ପିି ଏବଂ ମହିଳା କନଷ୍ଟେବଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ଏବେ ନୂଆମୋଡ଼ ନେଇଛି। ଘଟଣାଟି ପ୍ରାୟ ସାଢ଼େ ତିନି ବର୍ଷ ତଳେ ଘଟିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ, ଡିଏସ୍ପି…
‘ମାତୃଭାଷା ହିଁ ମନୁଷ୍ୟର ପ୍ରାଣ’
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ବୋଲି କହିଥିଲେ।…
୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍
ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି…
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଚିଠି ଲେଖିଲା ରେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୧।୨: ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ, ରେଳ ମନ୍ତ୍ରଣାଳୟ ଏକ୍ସକୁ ୧୫ଫେବୃଆରୀରେ ଦିଲ୍ଲୀ ରେଳ ଷ୍ଟେଶନରେ ହୋଇଥିବା ଦଳାଚକଟା ସହିତ ଜଡିତ ସମସ୍ତ ଭିଡିଓ ଏବଂ ଫଟୋକୁ ତାର ପ୍ଲାଟଫର୍ମରୁ…
Archives


