୮୦,୦୦୦ ଉପରେ ସୁନା ଦର
ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା ବଜାରରେ ପୁଣି ଥରେ ସୁନା ଦର…
ଉତ୍କଳ କର୍କଟ କନ୍କ୍ଲେଭ୍ ୨.୦ ଉଦ୍ଯାପିତ
ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍କ୍ଲେଭ ୨.୦ ରବିବାର ହୋଟେଲ ମେ ଫେୟାର କନ୍ଭେନ୍ସନ୍ ଭୁବନେଶ୍ୱରଠାରେ ଉଦ୍ଘାଟନ ସହ ଉଦ୍ଯାପିତ ହୋଇଯାଇଛି।…
ମେଦ ସମସ୍ୟା ଦୂର କରେ ଗ୍ରୀନ୍ ମଟର
ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଯଦି ଜଣେ…
ସଞ୍ଜୟ ହଂସଙ୍କୁ ରତ୍ନଶ୍ରୀ ପୁରସ୍କାର
ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍ ଗ୍ରୁପ୍ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଏପରିକି ମାନବ ସମ୍ବଳର ବିକାଶ ତଥା ଦେଶ ନିର୍ମାଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ…
ଜିମ୍ରେ ରଶ୍ମିକା ଆହତ
ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ ପ୍ଲାଷ୍ଟର…
୩୨ ବର୍ଷୀୟଙ୍କ ୮୭ ପିଲା
ଲସ୍ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା…
ନାରୀଶିକ୍ଷା ଉପରେ ତାଲିବାନ୍ର ନିଷେଧାଦେଶକୁ ବିରୋଧ କର
ଇସ୍ଲାମାବାଦ,୧୩।୧: ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ରବିବାର…
ମୁମ୍ବାଇରେ ୨୨ କୋଟି ଚିଟ୍ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ
ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨…
ପ୍ରବଳ ଶୀତରେ ଚାଲିଗଲା ଆନ୍ଦୋଳନରତ ଚାଷୀଙ୍କ ଜୀବନ: ବସିବ ଜରୁରୀ ବୈଠକ
ନୂଆଦିଲ୍ଲୀ,୧୨।୧: ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଆନ୍ଦୋଳନରତ ୮୦ ବର୍ଷୀୟ ଚାଷୀ ଜଗା ସିଂଙ୍କର ଶନିବାର ପ୍ରବଳ ଶୀତରେ ମୃତ୍ୟୁ ଘଟିଛି। ଜଗାଙ୍କ ଘର ଫରିଦକୋଟ୍ ଜିଲାର ଗୋଦରା ଗ୍ରାମରେ। କୃଷକମାନଙ୍କ ସହ ୧୦ ମାସ ହେଲା ଆନ୍ଦୋଳନରେ ବସିଥିବା ଜଗାଙ୍କ ସ୍ବାସ୍ଥ୍ୟାବସ୍ଥା…
ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ…
ଭଞ୍ଜନଗର,୧୨ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜରେ ରବିବାର ହାତୀ ଆକ୍ରମଣରେ ବାପ, ଝିଅ ଆହତ ହୋଇଛନ୍ତି। ସେମାନେ ହେଲେ ସରପଡ଼ା ଗ୍ରାମର ତ୍ରିଲୋଚନ ମନ୍ତ୍ରୀ ଓ ତାଙ୍କ ଝିଅ ଖୁସି ମନ୍ତ୍ରୀ(୮)। ଉଭୟେ…
ଶୀତ ମହୋତ୍ସବର ଦ୍ୱିତୀୟ ଦିନ: ଦର୍ଶକଙ୍କ ମନ ମୋହିଲା ଗୋଟିପୁଅ, ଓଡ଼ିଶୀ, ଖଞ୍ଜଣୀ ନୃତ୍ୟ
ଦାରିଙ୍ଗବାଡ଼ି,୧୨।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ବିଡିଓ ତଥା ଶୀତ ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କର୍ଯ୍ୟ ନିର୍ବାହୀ…
ଖଳାରେ ଥିବା ଧାନକୁ ନିଆଁ ଲଗାଇ ପୋଡ଼ି ଦେଲେ: ଥାନାରେ ପହଞ୍ଚିଲା ମାମଲା…
ହିଞ୍ଜିଳିକାଟୁ,୧୨ା୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଧାନ ଫସଲରେ ନିଆଁ ଲଗାଇ ପୋଡି ଦେଇଥିବା ରବିବାର ହିଞ୍ଜିଳି ଥାନାରେ ଏକ ଅଭିଯୋଗ ହୋଇଛି। ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ୍. ଦିଲୀପ କୁମାର ଥାନାରେ…
Archives


