Home Left

ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ…

ଉଦଳା,୨୬।୭(ସନ୍ତୋଷ କୁମାର ବାଛିନି):ବନ୍ଧୁତାରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଇଥିଲେ ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କଲେ ଲହୁଲୁହାଣ। ହେଲେ ବଞ୍ଚିଯାଇଛନ୍ତି ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ। ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା…

ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର

ସୋଲାପୁର,୨୬ା୭:ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷୀୟ ମେଧାବୀ ଛାତ୍ର ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ଶିବଶରନ ଉଟାଲି ତାଲକୋଟିଙ୍କ ମାଆ ୩ ମାସ ପୂର୍ବେ ଜଣ୍ଡିସ୍‌ରେ ପ୍ରାଣ ହରାଇଥିଲେ। ଶିବଶରନ ଶୁକ୍ରବାର ତାଙ୍କ ମାମୁଘରେ ରଶି ଲଗାଇ ଆତ୍ମହତ୍ୟା…

ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ

ବୌଦ୍ଧ,୨୬।୭(ଅଜିତ କୁମାର ବାରିକ): ବୌଦ୍ଧ ଜ଼ିଲା ହରଭଂଗା ବ୍ଲକର ପୁରୁଣା କଟକ ଥାନା ପଛ ପଟେ ରହୁଥିବାଜଣେ ଯୁବକ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ, ତୁକୁ ଲୁଣ୍ଡା ଗ୍ରାମର ସାଜନ ପ୍ରଧାନ ଗ୍ରାମ ନିକଟସ୍ଥ…

ରାମ୍ବୁଲି-ମିଞ୍ଜାପାଙ୍କାରେ ଜମିବାଡ଼ିକୁ ନେଇ ୨ ଗୋଷ୍ଠୀ ସଂଘର୍ଷ ଘଟଣା: ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୬।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ରାମ୍ବୁଲି ଓ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ ଆକ୍ସନ ମୁଡ଼ରେ ରହିଛି ଘଟଣାରେ ପୋଲିସ…

ଦିଲ୍ଲୀରୁ ଫେରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ଼ କଥା କହିଦେଲେ ମନମୋହନ ସାମଲ

ଭୁବନେଶ୍ୱର,୨୬।୭: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, -ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇନି।…

ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା…

ବ୍ରଜରାଜନଗର,୨୬ା୭(ବିଜୟ ବରାଡ଼):ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳର ବୁଢ଼ୀଜାମ୍‌ କଲୋନୀରେ ଦେଢବର୍ଷର ଜଣେ ଶିଶୁପୁତ୍ରର ଗଳାରେ ସେଓ ଲାଗିଯିବାରୁ ଜୀବନ ଯାଇଛି। ଗୁରୁବାର ସକାଳେ ଉକ୍ତ କଲୋନୀର ଇନ୍ଦ୍ରଜିତ୍‌ ସିଂଙ୍କ ଦେଢବର୍ଷର ପୁଅକୁ ପରିବାରର କେହି ସଦସ୍ୟ ସେଓ କାଟି ଖାଇବାକୁ ଦେଇଥିଲେ।…

ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ

କେସିଙ୍ଗା,୨୬ା୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ କଛାରପଦର ଗ୍ରାମରେ ନିମ୍ନମାନର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ହେବ ନିଜସ୍ବ ଗୃହ ନ ଥିବାରୁ ଏହି କେନ୍ଦ୍ର ଗ୍ରାମରେ ଥିବା ସରକାରୀ ପ୍ରାଥମିକ…

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୬ା୭(ଦୁର୍ଗା କୀର୍ତ୍ତି):ବର୍ଷାଦିନେ ପାଠ ପଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଛାତ୍ରୀଛାତ୍ରଙ୍କୁ ନାଳ ପାରିହେବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ। ବ୍ଲକ୍‌ର ବଡଛତ୍ରଙ୍ଗ ଓ ବିରିକୋଟ ପଞ୍ଚାୟତକୁ ସଂଯୋଗ କରୁଥିବା…

ବର୍ଷେ ହେବ ଚାକିରି ପାଇଥିଲେ, ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ଫସିଗଲେ ଜେଆର୍‌ଏ

ଭୁବନେଶ୍ୱର,୨୬ା୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଉପଜିଲାପାଳ ଅଫିସ ସ୍ବତନ୍ତ୍ର ସାର୍ଟିଫିକେଟ୍‌ ସେକ୍ସନ୍‌ର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ)) ସୌରଭ ତ୍ରିପାଠୀ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ…

୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୬ା୭(ସତ୍ୟଜିତ୍‌ ରାଉତ):ଧାରରେ ନେଇଥିବା ୩୧.୫୦ ଲକ୍ଷ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଜଣେ ଅଭିନେତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍‌ (୪୦)।…

ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ: ଉପସ୍ଥିତ ନ ରହିଲେ କାର୍ଯ୍ୟାନୁଷ୍ଠାନ

କଟକ,୨୬।୭(କାର୍ତ୍ତିକ ସାହୁ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ଶନିବାର ବାତିଲ କରିଛନ୍ତି। ପ୍ରବଳରୁ…

କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ପବନପୁତ୍ର ହନୁମାନ…ଜାଣନ୍ତୁ କେଉଁଠି ତାଙ୍କର ନିବାସ?

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସେବାରେ ରହିଥିବା ପବନପୁତ୍ର ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ବୋଲି ହିନ୍ଦୁ ଧର୍ମର ମାନ୍ୟତା ରହିଛି। ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ, ହନୁମାନଙ୍କୁ ଅମର ଦେବତା ଭାବେ ଗଣାଯାଇଛି। ମାନ୍ୟତା ଅଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?