Home Left

ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…

ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ।…

ମୁହାଣ ଖୋଳାକୁ କେନ୍ଦ୍ରକରି ୨ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରମଣ: ଉଭୟ ପକ୍ଷର ୪୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି /ଚିକିଟି,୧୧।୩(ଅଶେଷ ନାଥ ମିଶ୍ର /ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମ ନିକଟରେ ସମୁଦ୍ରକୁ ସଂଯୋଗ କରୁଥିବା ବଡନାଳଠାରେ ନୂଆ ମୁହାଣ ଖୋଳାକୁ କେନ୍ଦ୍ରକରି ସୋମବାର ରାମାୟପାଟଣା ଓ କତୁରୁ ୨ ଗ୍ରାମବାସୀଙ୍କ ମଧ୍ୟରେ…

ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ: ବେଦାନ୍ତ ସହଯୋଗରେ ଚମକିଲେ ପାରା ଜୁଡ଼ୋ ଆଥ୍‌ଲେଟ

ଲାଞ୍ଜିଗଡ଼,୧୧ା୩(ରମେଶ ଚନ୍ଦ୍ର ନାୟକ) : ବେଦାନ୍ତ ଆଲୁମିନିୟମ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା କଳାହାଣ୍ଡି ଜିଲାର ପାରା ଜୁଡ଼ୋ ଆଥ୍‌ଲେଟ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ ୨୦୨୫ରେ ଦୁଇଟି ବ୍ରୋଞ୍ଜ ପଦକ…

୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ …

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଜଳସାଥି ମହାସଂଘ ପକ୍ଷରୁ ୨୦ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କହିବାନୁଯାୟୀ, ୨୦୧୯ରେ ରାଜ୍ୟରେ ଜଳ ଯୋଗାଣ ପରିଚାଳନାରେ ପ୍ରୋତ୍ସାହିତ କରିବା ପାଇଁ ୫ଟି ଅଧୀନରେ…

୪ ଥାନା ଅଞ୍ଚଳରୁ ୮୨୮୫ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଜାଣିଲେ…

ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ୪ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮୨୮୫ କେଜି ଗଞ୍ଜେଇ ଜବତ କରିଛି । ଗୋଚ୍ଛାପଡା ଥାନା ଅଞ୍ଚଳରୁ ୩୬୭୫ କେଜି, ଫୁଲବାଣୀ ସଦର ଥାନା ଅଞ୍ଚଳରୁ ୧୪୪୦ କେଜି, ତୁମୁଡିବନ୍ଧ ଥାନା…

ଆତ୍ମସୁରକ୍ଷା ତାଲିମ ମନୋବଳ ବୃଦ୍ଧିରେ ହୁଏ ସହାୟକ

ରାଇକିଆ,୧୧/୩(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଅଛି। ମାଷ୍ଟର ସୁନେଲି ପଲେଇ ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ…

‘ମୋତେ ସମ୍ମାନ ମିଳିଲା ନାହିଁ’, Champions Trophy ପରେ ଦୁଃଖ ବଖାଣିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୩: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ଶ୍ରେୟସ ଆୟର ଏବେ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି। ଆୟର ମିଡଲ ଅର୍ଡରରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଭାରତର ବିଜୟର ନାୟକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଦଳର ମିଡଲ…

ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ କନ୍ଦାଗୁଡ଼ା-କେନ୍ଦୁଗୁଡ଼ା ଗାଁ: ରାସ୍ତା ସାଜିଛି ବାଧକ

ଥୁଆମୁଳ ରାମପୁର,୧୧।୩(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷକୁ ପଦାର୍ପଣ କଲାଣି। ଏଠି ଲୋକେ ସ୍ବାଧୀନତା ଚାଖି ଦେଶ ଦୁନିଆରେ ସ୍ବାଧୀନ ଭାବରେ ଘୁରି ବୁଲୁଛନ୍ତି। ନୂଆଁ ନୂଆଁ କୌଶଳ ଆପଣେଇ ନୂତନ ଜୀବନଶୈଳୀରେ ଝିଅପୁଅଙ୍କୁ ଉଚ୍ଚଶିକ୍ଷିତ କରିବାର ସୌଭାଗ୍ୟ ପ୍ରାପ୍ତ…

ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭୁବନେଶ୍ୱର,୧୧।୩: ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିକଟରେ ବିବାହ କରିଛନ୍ତି। ବିବାହ ପରେ ମନ୍ମଥ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ବିବାହ କର୍ମ ସାରି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ…

ରାଜ୍ୟରେ ବ୍ଲକ ପୁନଃର୍ଗଠନ ପାଇଁ କମିଶନ ଗଠନ କରିବେ ସରକାର: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୩: ରାଜ୍ୟରେ ଦୀର୍ଘଦିନ ଧରି ଅନେକ ସ୍ଥାନରେ ବ୍ଲକ ପୁନର୍ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର…

‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଗୃହର ନେତା,…

ଯାଜପୁର ଆରୁହା ଖଣି ଖାଦାନରେ ବଡ଼ ଧରଣର ରେଡ୍‌

ଯାଜପୁର,୧୧।୩: ଯାଜପୁର ଆରୁହା ପାହାଡ଼ସ୍ଥିତ ଖଣି ଖାଦାନରେ ମଙ୍ଗଳବାର ଏକ ବଡ଼ ଧରଣର ରେଡ୍‌ ହୋଇଛି। ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍‌ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି ମେଶିନ୍‌,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri