Home Left

ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦାରିଙ୍ଗବାଡି, ୨୭। ୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜେଇ ଭର୍ତ୍ତି କାର୍‌ ଯାଉଥିବାବେଳେ ମାଡ଼ିବସିଲା ପୋଲିସ। ଏଥିରେ ଜଣକୁ ଗିରଫ କରିବା ସହ ଏକ ସୁଇଫ୍ଟ କାର୍‌ ସହ ୨ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଛି।…

ସିରିଜ୍‌ ଦୁର୍ଘଟଣା: ୧୦ ଉଠାଦୋକାନୀଙ୍କୁ ଧକ୍କା ଦେଇ ପୋଲରେ ପିଟିହେଲା ବୋଲେରୋ

ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ ଏକ କାଠ ପୋଲରେ ପିଟିହୋଇ ଯାଇଥିଲା। ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି।…

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା

ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ…

ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବ୍ୟାଡ୍‌ମିଣ୍ଟନ (ଡବଲ୍ସ) ଟୁର୍ନାମେଣ୍ଟ ଉଦଯାପିତ୍‌ ହୋଇଯାଇଛି।୧୫ ବର୍ଷରୁ କମ ଜୁନିୟର ବିଭାଗରେ ଆୟୁଷ୍ମାନ ବକ୍ସି ଏବଂ ଦେବାଶିଷ ପଟ୍ଟନାୟକ ଯୋଡି ଚାମ୍ପିୟନ ହୋଇଥିବା…

ଅଢେଇ ମାସ ତଳେ କିଣିଥିଲେ କାର୍‌: ଏବେ ଯାହାହେଲା…

କେନ୍ଦୁଝର,୨୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ଭୁବନେଶ୍ୱର ଦାସଙ୍କ ଏକ ମହିନ୍ଦ୍ରା କାର୍‌ ହଠାତ୍‌ ଜଳି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା…

ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଚକ୍ରବ୍ୟୁହ ରଚିଲା ଭାଜପା, ଏଏପି ସଂଯୋଜକଙ୍କ ଖେଳ ନଷ୍ଟ

ନୂଆଦିଲ୍ଲୀ,୨୭।୧: ପଞ୍ଜାବର ଅମୃତସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଏହି କାରଣରୁ, ୫୦୦ କିଲୋମିଟର ଦୂର ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ଉଷ୍ମ ହୋଇଗଲା। ଭାଜପା କର୍ମୀମାନେ ରାଜରାସ୍ତାକୁ ଆସିଲେ। କେଜ୍‌ରିୱାଲଙ୍କ ଘର…

ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ

ପ୍ରୟାଗରାଜ,୨୭।୧: ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଯୋଗଗୁରୁ ବାବା ରାମଦେବ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ। ସେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବାବା ରାମଦେବଙ୍କ ଏକ ଭିନ୍ନ…

ସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ କ୍ରିକେଟର: ପୁରସ୍କାର ପାଇ ଦେଲେ ବଡ଼ ସଂକେତ…

ନୂଆଦିଲ୍ଲୀ,୨୭।୧: ତାରକା ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟର ଗତ ବର୍ଷ ଭାରତୀୟ ମହିଳା ଟିମ୍ ପାଇଁ ୧୩ଟି ଦିନିକିଆ ମ୍ୟାଚ୍…

୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ

ଛତ୍ରପୁର,୨୭।୧(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ):ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ମିଳିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଏହି ପଦକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ…

ମୋଟେରକୁ ବ୍ଲକ ଘୋଷଣା ଦାବି ତେଜିଲା

କୋକସରା,୨୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଛନ୍ତି। ଏଭଳିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବିଭିନ୍ନ ସଙ୍ଗଠନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ପଞ୍ଚାୟତଗୁଡିକୁ ବ୍ଲକ ଘୋଷଣା କରିବାକୁ ଦାବି ଉପସ୍ଥାପନ…

ପୂର୍ବ ଚିଠିକୁ ସଂଶୋଧନ କଲେ ସରକାର: ମନୋଜ ଆହୁଜା ହେଲେ…

ଭୁବନେଶ୍ୱର,୨୭।୧: ରାଜ୍ୟ ସରକାର ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି।ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲା। ହେଲେ ଏ ନେଇ…

ଉତ୍ସର୍ଗିକୃତ କାର୍ଯ୍ୟ ପାଁଇ ମିଳିଲା  ରାଜ୍ୟପାଳ ପଦକ

କେନ୍ଦୁଝର,୨୭।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସରର ହାଟଡିହି କୋର୍ଟରେ କାର୍ଯ୍ୟରତ  ଚିତ୍ତରଞ୍ଜନ ସାହୁ, କ/୩୭୧ ପୋଲିସ ବିଭାଗରେ କଠିନ ପରିଶ୍ରମ, ବୃତ୍ତିଗତ ଦକ୍ଷତା ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ଗଣତନ୍ତ୍ର ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଙ୍କଠାରୁ ରାଜ୍ୟପାଳ ପଦକ ପାଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri