Home Left

ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବୟାନ, କହିଲେ ବାଟ ହୁଏତ ଦେଖାଇପାରିବେ ମେଲାନିଆ

ନୂଆଦିଲ୍ଲୀ,୯।୮: ବରିଷ୍ଠ କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ତାଙ୍କ ବୟାନ ପାଇଁ ସବୁବେଳେ ଖବରରେଥାଆନ୍ତି। ଏବେ କଂଗ୍ରେସ ନେତା ଏକ ବ୍ୟଙ୍ଗାତ୍ମକ ସ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଶଶି ଥରୁର ମଜା କରି କହିଛନ୍ତି…

ଭଣଜାଙ୍କୁ ନେଇ ଯାଉଥିଲେ ମାମୁ, ପିଟିଲା ଟ୍ରକ: ଆଉ ତା’ପରେ…

ନୂଆପଡା,୯।୮ (ମକାରୁ ବେମାଲ): ରାୟପୁର-ଗୋପାଳପୁର ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ କୋମନା ଥାନା କ୍ରିଷ୍ନା ଛକ ସ୍ଥିତ ତେତେଲବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ ଘଟିଛି। ମୃତକ କୋମନା ଥାନା…

ମହିମା ଧର୍ମାବଲମ୍ବୀଙ୍କ ନବାନ୍ନଭକ୍ଷଣ: ଯୋଗଦେଲେ ସାଧୁବାବା

କର୍ଲାମୁଣ୍ଡା,୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ମହିମା ଧର୍ମୀମାନଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜପୁର ପଞ୍ଚାୟତର ବାଞ୍ଜିପଦରଠାରେ କୁମୁଦ କାନ୍ତ ବାବା, ମହେନ୍ଦ୍ର ରଣା, ଭରତ ରଣା, ଟୁପିଲାଲ ରଣା,କିଶୋର…

ରାଖୀ ପୂର୍ଣ୍ଣିମାରେ ଅଘଟଣ: କାଉଡ଼ିଆ ଜଳ ଲାଗି ସମୟରେ ଭାସିଗଲେ ୨ ଭଉଣୀ

ଜଳେଶ୍ୱର,୯।୮:(ନବୀନ ସାହୁ):ରାଖୀ ପୂର୍ଣ୍ଣିମାରେ ଅଘଟଣ। ସୁବର୍ଣ୍ଣରେଖାରେ କାଉଡ଼ିଆ ଭାବେ ପାଣି ଲାଗି କରୁଥିବାବେଳେ ହଠାତ୍‌ ପାଣି ସୁଅରେ ଭାସିଗଲେ ଦୁଇ ଭଉଣୀ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ସୁବର୍ଣ୍ଣରେଖା ଘାଟରେ ଚକହରି ଗ୍ରାମର…

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହିଦ

ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆଜି ନବମ ଦିନ ପାଇଁ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ, ଗତକାଲି ରାତିରେ ଗୁଳିଚାଳନାରେ ସେନାର ୨…

ରାଖୀ: ସମ୍ପର୍କର ଡୋର

ଜୟ ଜଗନ୍ନାଥ ଆଜି ପବିତ୍ର ରକ୍ଷା ବନ୍ଧନ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପୁଣି ରାଖୀର ଡୋରରେ ବାନ୍ଧି ସେଇ ଅତୁଟ ବନ୍ଧନକୁ ଆଉଥରେ ମନେ ପକେଇବାର ଦିନ। ଏହି ପବିତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ…

ଗୁଞ୍ଜରଣର ପ୍ରଭାବ

କେତେକ ଘଟଣା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ସାମ୍ନାକୁ ନ ଆସିଲେ ମଧ୍ୟ ସେସବୁ କେବଳ ଗୁଞ୍ଜରଣ, ଲିଫ୍ଟର ପ୍ରତୀକ୍ଷାଳୟରେ ଆଲୋଚନା ଏବଂ ଡିନରରେ କାନକୁହା କଥା ଦ୍ୱାରା ବ୍ୟାପିଯାଏ। ଏବେ ସେଭଳି ଏକ ଘଟଣା ବ୍ୟାପିବାରେ ଲାଗିଛି, ଯାହା ୨ଜଣ ଛାତ୍ର…

ଗାଜା ଦଖଲ ଯୋଜନାକୁ ଇସ୍ରାଏଲ୍‌ର ମଞ୍ଜୁରୀ

ଜେରୁଜେଲମ୍‌,୯ା୮ : ଗାଜାର ଶାସକ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ୨୨ ମାସ ଧରି ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍‌ ଏବେ ଗାଜା ସିଟିକୁ ସମ୍ପୂର୍ଣ୍ଣ ସେନା ଅକ୍ତିଆରକୁ ନେବା ପାଇଁ ଯାଉଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଏହି ଯୋଜନାକୁ ଦେଶର ସୁରକ୍ଷା…

ଏନ୍‌ଇପିକୁ ଚ୍ୟାଲେଞ୍ଜ, ହିନ୍ଦୀକୁ ବିରୋଧ: ତାମିଲନାଡୁ ଆଣିଲା ନିଜସ୍ବ ଶିକ୍ଷାନୀତି

ଚେନ୍ନାଇ,୯ା୮(ପି.ଟି.):କେନ୍ଦ୍ରର ଏନ୍‌ଇପି ବିରୋଧରେ ତାମିଲାନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ରାଜ୍ୟର ନୂଆ ଶିକ୍ଷାନୀତି ଉନ୍ମୋଚନ କରିଛନ୍ତି। ଏନ୍‌ଇପି ସାମାଜିକ ନ୍ୟାୟ ବିରୋଧୀ ଥିଲା ଏବଂ ରାଜ୍ୟରେ ହିନ୍ଦୀ ଭାଷାକୁ ଲଦିଦେବା ଲକ୍ଷ୍ୟ ରହିଥିଲା ବୋଲି ଷ୍ଟାଲିନ୍‌ ଅଭିଯୋଗ ଆଣିଛନ୍ତି। ସେ…

ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ରିକ୍ୱେଷ୍ଟରୁ ୮୦ ବର୍ଷୀୟଙ୍କୁ ୮.୭ କୋଟି ଠକେଇ

ମୁମ୍ବାଇ, ୯।୮: ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି…

ନାବାଳିକାଙ୍କୁ ପ୍ରେମ ବିବାହ ପରେ ନିର୍ଯାତନା ଦେଉଥିଲେ ସବ୍‌ଇନ୍ସପେକ୍ଟର: ଅଭିଯୋଗ ପରେ ବି…

ଜଗତ୍‌ସିଂହପୁର,୯ା୮(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଛନ୍ତି ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର (ଏସ୍‌ଆଇ)। ସେ ହେଉଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍‌ ପାଢ଼ୀ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ,…

ରାଜଧାନୀରେ ଚାଞ୍ଚଲ୍ୟ: ହସ୍ପିଟାଲ ବାଥରୁମ୍‌ରୁ ମିଳିଲା ନର୍ସଙ୍କ ମୃତଦେହ

ଭୁବନେଶ୍ବର,୯।୮: ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ହସ୍ପିଟାଲ ବାଥରୁମ୍‌ରୁ ମୃତଦେହ, ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ନର୍ସ ଗଞ୍ଜାମ ଜିଲାର ବୋଲି ଜଣାପଡିଛି। ଖବରପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?