Home Left

ରୋଶନୀ ନାଦର ମାଲ୍‌ହୋତ୍ରା ଭାରତର ତୃତୀୟ ସବୁଠୁ ଧନୀ

ମୁମ୍ବାଇ, ୧୪।୩: ଭାରତରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ରୋଶନୀ ନାଦର ମାଲହୋତ୍ରାଙ୍କର ନାମ ଯୋଡ଼ି ହୋଇଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ବିଲୟନେୟାର ବ୍ୟବସାୟୀ ଗୌତମ ଆଦାନୀଙ୍କ ପରେ ସେ ଭାରତର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।…

ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ ଏକ୍ସ’ର ‘କ୍ରିଉ ୧୦ ମିଶନ’କୁ ଆମେରିକୀୟ ସମୟ…

ପୁନଃ ଅବସ୍ଥାନ ପାଇଁ ଆଇସ୍‌ଲାଣ୍ଡ ପ୍ରଥମ ପସନ୍ଦ

ଓ୍ବାଶିଂଟନ୍‌, ୧୪।୩: ଆମେରିକୀୟ ଅନ୍‌ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍‌ଲି ପକ୍ଷରୁ ଗୁରୁବାର ‘ରେମିଟ୍‌ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ସର୍ବୋତ୍ତମ ଦେଶଗୁଡ଼ିକର ତାଲିକାରେ ଆଇସ୍‌ଲାଣ୍ଡ ସର୍ବାଗ୍ରେ ରହିଛି। ଭାରତ ଏହି…

ନାବାଳାକିଙ୍କୁ ବଳାତ୍କାର ମାମଲା: ଟିଉସନ ସାର୍‌ଙ୍କୁ ୨୦ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୪ା୩(ସତ୍ୟଜିତ୍‌ ରାଉତ): ଖୋର୍ଦ୍ଧା ଜିଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୪ବର୍ଷ ପରେ ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଏହି…

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଭଲ ନଥିବା ଯୋଗୁଁ…

ଘରୋଇ ସ୍କୁଲ୍‌ରେ ମାଗଣାରେ ପାଠପଢ଼ିବେ ଗରିବ ପିଲା: ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ

ଭୁବନେଶ୍ୱର,୧୪ା୩(ସୁଚିସ୍ମିତା ସାହୁ): ଘରୋଇ ସ୍କୁଲ୍‌ରେ ଗରିବ ପିଲାମାନେ ମାଗଣାରେ ପାଠପଢ଼ିବାକୁ ୨୫% ସିଟ୍‌ ସଂରକ୍ଷିତ ରହିଛି। ସରକାରଙ୍କ ଏହି ବ୍ୟବସ୍ଥାରେ ପାଠପଢ଼ିବା ଲାଗି ଆବେଦନ କରିବାକୁ ମାର୍ଚ୍ଚ ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର…

WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନର ଟାର୍ଗେଟର ଜବାବରେ ଗୁଜରାଟ ୧୯.୨ ଓଭରରେ…

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୮,୮୫୦ ଟଙ୍କା ରହିଥିଲା। ସେହିପରି ୯୯.୫ ପ୍ରତିଶତ…

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ ରୋହିତ ସର୍ବକାଳୀନ ମହାନ୍‌ ଦିନିକିଆ ଅଧିନାୟକ ହୋଇପାରନ୍ତି ବୋଲି ସେ କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି…

ସ୍ପେଡେକ୍ସ ସାଟେଲାଇଟ୍‌କୁ ଅଲଗା କଲା ଇସ୍ରୋ

ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍‌କ୍ସ ସାଟେଲାଇଟ୍‌ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍‌) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ, ମହାକାଶକୁ ମାନବ ପ୍ରେରଣ ଏବଂ ନିଜସ୍ବ ସ୍ପେସ୍‌ ଷ୍ଟେଶନ ନିର୍ମାଣ କରିବା ପାଇଁ ପଥ…

ପୋଲିସ ଅଫିସରଙ୍କୁ ହତ୍ୟା

ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି। ଫୁଲକହା ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ…

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ ଡନ ବ୍ଲାକ ବେଲ୍ଟ ହନସୀ ଡ଼. ହରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri