କନ୍ଧମାଳ ମହୋତ୍ସବ ୨୦୨୫: ରାଇକିଆରେ ମାସ୍କଟ, ମଶାଲ ଶୋଭାଯାତ୍ରା, ସାମିଲ ହେଲେ ବିଡ଼ିଓ
ରାଇକିଆ,୧୩।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଆସନ୍ତା ୨୧ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କନ୍ଧମାଳ ମହୋତ୍ସବ ପାଇଁ ଗୁରୁବାର ରାଇକିଆରେ ପହଞ୍ଚିଛି ମାସ୍କଟ ଓ ମଶାଲ ଶୋଭାଯାତ୍ରା ହୋଇଛି। ଜିଲାର ପ୍ରତ୍ୟେକ ଅଞ୍ଚଳରେ ଏହାର ପ୍ରଚାର ଓ…
ହୋଲି ରଙ୍ଗ ଲଗାଇବାକୁ ବାରଣ କରିବାରୁ 25 ବର୍ଷୀୟ ଯୁବକଙ୍କ ଗଳାକାଟି ହତ୍ୟା
ଜୟପୁର,୧୩ା୩: ରାଜସ୍ଥାନର ଦୌସା ଜିଲାରେ ହୋଲି ପୂର୍ବରୁ ରଙ୍ଗ ଲଗାଇବାକୁ ତିନି ଜଣ ବ୍ୟକ୍ତିଙ୍କୁ ବାରଣ କରିବାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ପୋଲିସ କହିଛି। ବୁଧବାର ସନ୍ଧ୍ୟାରେ ରାଲୱାସ ଗ୍ରାମରେ ଏହି ଘଟଣା…
ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୩।୩: ଶୁକ୍ରବାର (୧୪ ମାର୍ଚ୍ଚ, ୨୦୨୫) ରଙ୍ଗର ପର୍ବ ହୋଲି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୧୩ ମାର୍ଚ୍ଚ) ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ…
ବୀମା ବଜାରରେ ପତଞ୍ଜଳି ଆୟୁର୍ବେଦର ଏଣ୍ଟ୍ରି
ନୂଆଦିଲ୍ଲୀ,୧୩।୩: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏବେ ବୀମା କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନୀ ମାଗ୍ମା ଜେନେରାଲ ଇନସୁରାନ୍ସର ଏକ ପ୍ରମୁଖ ଅଂଶଧନ ଅଧିଗ୍ରହଣ କରିଛି। ଏହି କାରବାର ସମାପ୍ତ ହେବା ପରେ, ପତଞ୍ଜଳି ଆୟୁର୍ବେଦ ମାଗ୍ମା ଜେନେରାଲ…
ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ…
IPL 2025: ୧୦ ବର୍ଷ ପରେ ଗୋଟିଏ ଟିମ୍ ପାଇଁ ଖେଳିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଏହି ୩ ଖେଳାଳି, ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ
ନୂଆଦିଲ୍ଲୀ,୧୩।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ IPL ୨୦୨୫ ମାର୍ଚ୍ଚ ୨୨ ରୁ ଆରମ୍ଭ ହେଉଛି। ଏଥର ମେଗା ନିଲାମ ପରେ, ସମସ୍ତ ୧୦ଟି ଦଳ ଏକ ଭିନ୍ନ ମନୋଭାବରେ ଦେଖାଯିବେ। ସେହି ସମୟରେ, ଅଧିକାଂଶ ଖେଳାଳିଙ୍କ ଦଳ…
ବରଗଡ଼ରେ ଚାଞ୍ଚଲ୍ୟ: କୁକୁଡା ଫାର୍ମରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି, ପହଞ୍ଚିଗଲା ଅବକାରୀ ଟିମ, ତା’ପରେ…
ବରଗଡ଼, ୧୩।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ଅବକାରୀ ବିଭାଗ ଗୁରୁବାର ଏକ ନକଲି ଦେଶୀମଦ ପ୍ରସ୍ତୁତି ପ୍ଲାଣ୍ଟ ଠାବ କରିଛି। ଜିଲାର ମେଲଛାମୁଣ୍ଡା ଥାନା କୁଚିପାଲି -କଟାପାଲି ରାସ୍ତାରେ ରହିଥିବା ଏକ କୁକୁଡା ଫାର୍ମରେ ତାହା ଚାଲିଥିଲା। ସେଠାରୁ ବ୍ୟବହୃତ…
ଲୋକଙ୍କ ଅଭିଯୋଗ ଶୁଣ, ଜଳଛତ୍ର ଖୋଲ, କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ: ଆକ୍ସନରେ ଉପଜିଲାପାଳ
ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଆଗାମୀ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଉମାଶଙ୍କର ବେହେରା ବୈଠକରେ ଅଧକ୍ଷତା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଉପଖଣ୍ଡ ସ୍ତରରେ ଯେଉଁ ଜନବସତିରେ…
ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା
ଇସଲାମାବାଦ,୧୩।୩: ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଉଣାକୁ ଏପରି କାଟି ଦେଇଛି ଯାହା କଳ୍ପନା ବାହାରେ। ବୋର୍ଡ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍ ଫିସରେ କମ୍ କରିଦେଇଛି। ଏହି ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୧୦,୦୦୦…
ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”
ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର ଏବଂ ଏକ ପାର୍ଟି ଆୟୋଜନ କରିଥିଲେ। ମୁଖ୍ୟ କଥା? ଅଭିନେତାଙ୍କ ବାଙ୍ଗାଲୋରର ପ୍ରେମିକା ଗୌରୀ।…
ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା
ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ ତାମିଲ ଶବ୍ଦ ‘ரூ’’ ରଖିଛନ୍ତି। ଏହାକୁ ନେଇ ନୂଆ ବିବାଦ ଉପୁଜିଛି। ଭାଜପା ଏହାକୁ…
କଳଙ୍ଗା ସମ୍ପ୍ରଦାୟଙ୍କୁ ଏସ୍ଟି ମାନ୍ୟତା ମିଳୁ: କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ପ୍ରଦୀପ ପୁରୋହିତ
ବରଗଡ,୧୩। ୩(ପ୍ରେମାନନ୍ଦ ଖମାରୀ): କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି(ଏସ୍ଟି)ର ମାନ୍ୟତା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ଦାବି ରଖିଛନ୍ତି। ଓଡ଼ିଶାର କଳଙ୍ଗା ସମ୍ପ୍ରଦାୟକୁ ଏସ୍ଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ…
Archives


