ପୁଣି ମାତିଲେ ସାରଥି ବାବାଙ୍କ ଅନୁଗାମୀ; ଫଟୋରେ ଜଗନ୍ନାଥଙ୍କୁ ଛୋଟ…
ଭୁବନେଶ୍ୱର,୧୪ା୩: ମହାପ୍ରଭୁ ଶ୍ରୀଜଗନ୍ନାଥ ଛୋଟ, ଭଣ୍ଡ ଅଭିଯୁକ୍ତ ସାରଥୀ ବାବାଙ୍କ ଅବତାର ବଡ଼। ଏହା ହେଉଛି କୋରାପୁଟ ଜିଲା ଜୟପୁରର ଦୃଶ୍ୟ। ବାବାଙ୍କର କିଛି ଭକ୍ତ ମହାପ୍ରଭୁଙ୍କ ଫଟୋକୁ ସାରଥୀଙ୍କ ଫଟୋ ତଳେ ରଖି ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି।…
ବିପୁଳ ମଦ ସହ କାର୍ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ
ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା ଉପରେ ଚଢ଼ାଉ କରାଯାଇଛି l ଏହି ସମୟରେ କାର୍ରେ ଥିବା ୮୬ ଲିଟର ବିଦେଶୀ…
ଫୋନ କରି ସାଉଦିର କ୍ରାଉନ ପ୍ରିନ୍ସଙ୍କ ସହ କଥା ହେଲେ ପୁଟିନ୍, ୟୁକ୍ରେନ ସହିତ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କୁ ଦେଲେ ମେସେଜ୍!
ମସ୍କୋ,୧୪।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ବିଳମ୍ବିତ ରାତିରେ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଫୋନରେ କଥା ହୋଇଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ,…
୧ ସୁଦ୍ଧା ଶେଷ କର ହୋଲି ଖେଳ: ଘରେ ଗାଧୋଇବାକୁ ଡିସିପିଙ୍କ ପରାମର୍ଶ
କଟକ,୧୪।୫: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର କଟକରେ ଦୋଳ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା…
କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର
ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ…
Video: ପଡ଼ୋଶୀଙ୍କ ବାଇକ୍କୁ ଧକ୍କା ଦେଲେ କାର ଡ୍ରାଇଭର, ମହିଳାଙ୍କୁ ଉଡ଼ାଇ ଦେଲେ
ମାଙ୍ଗାଲୁରୁ,୧୪।୩: ଦୀର୍ଘ ସମୟ ଧରି ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଜଣେ ଅବସରପ୍ରାପ୍ତ BSNL କର୍ମଚାରୀଙ୍କୁ ତାଙ୍କ ପଡ଼ୋଶୀଙ୍କ ମୋଟରସାଇକେଲକୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାରରେ ଧକ୍କା ଦେଇ ହତ୍ୟା କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ,…
ବନ୍ଦ ହେବନି ଯୁଦ୍ଧ! ଲିକ୍ ହେଲା ପୁଟିନ୍ଙ୍କ ସିକ୍ରେଟ୍ ଯୋଜନା, ବିଶ୍ୱରେ ହଇଚଇ
ମସ୍କୋ,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେଉଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କି ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ପୁଟିନ୍ ମଧ୍ୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ଥିବା ପରି ମନେହୁଏ, କିନ୍ତୁ ସେ ଏକ…
ଭକ୍ତିମୟ ପରିବେଶରେ ମେଳଣ ପଡ଼ିଆ, ବିମାନରେ ବସିଲେ ଦୋଳଗୋବିନ୍ଦ
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମବିରଜୟ ଗୋବିନ୍ଦପୁର ଶାସନ, ଦୁର୍ଗାଦେଇପୁର, କାମେଶ୍ୱର ପୁର ,ଶିବ ନାରାୟଣ…
ଖୁଣ୍ଟରେ ପିଟିହେଲା କାର୍: ଚାଲିଗଲା ଦମ୍ପତିଙ୍କ ଜୀବନ
ବାଣପୁର,୧୪।୩ (ଦିଲୀପ କୁମାର ସ୍ବାଇଁ): ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬ ନମ୍ବର ଜାତୀୟ ନୂଆଗଡ଼ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ…
ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି…
ଏବେ ବି ରହିଛି ଭାଇଚାରା: ଏଠାରେ ହିନ୍ଦୁ-ମୁସଲମାନ ମିଶି ଖେଳନ୍ତି ହୋଲି
ହୋଲି ପର୍ବ ପ୍ରେମ ଏବଂ ସଦ୍ଭାବର ପ୍ରତୀକ। ହୋଲି କେବଳ ରଙ୍ଗ ଖେଳିବାର ପର୍ବ ନୁହେଁ ବରଂ ଏହା ଭାରତର ଗଙ୍ଗା ଯମୁନା ସଂସ୍କୃତିର ସହଭାଗୀ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରେ। ଯଦିଓ ଆଜିର ରାଜନୀତି ଯୁଗରେ, ହିନ୍ଦୁ-ମୁସଲମାନ ନାମରେ ହୋଲି…
ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର,୧୪।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ି ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର ଭଳି ଶୁକ୍ରବାର ମଧ୍ୟ ତାପମାତ୍ରା ବଢିବାରେ ଲାଗିଛି। ସାଢ଼େ ୧୧ରେ ତାପମାତ୍ରା ୩୭ ଡିଗ୍ରୀ ଟପି ଯାଇଛି।…
Archives


