Home Left

Operation Sindoor: ଅପରେଶନ ସିନ୍ଦୂରକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ମେ’୭ରେ ପାକିସ୍ତାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ବହୁ ଯୋଜନା ପରେ ଏହି ମିଶନ ସଫଳ ହୋଇଛି। ଯାହାର ନାମ ରଖାଯାଇଛି, ‘ଅପରେଶନ ସିନ୍ଦୂର’।…

Operation Sindoor: ପାକିସ୍ତାନକୁ ଫସାଇଦେଲା ଚାଇନା, ଭାରତ ସହ ମିଶି କଲା ଖେଳ!

ନୂଆଦିଲ୍ଲୀ, ୭।୫: ଭାରତ ସେନାର ସର୍ଜିକାଲ ଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆଡ୍ଡା ଉପରେ କରିଥିବା ଆକ୍ରମଣ ପରେ ଚାଇନା ତା’ର ପୂର୍ବ ନୀତିରୁ ଓଲଟି ପାକିସ୍ତାନକୁ ସଂଯମ ରହିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ପାକିସ୍ତାନର ସମର୍ଥନ କରୁଥିବା…

କଲ୍ୟାଣପୁର-ପଟପରପାଲି ରାସ୍ତା ଶୋଚନୀୟ

ନୂଆପଡ଼ା,୭ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍‌ ଆମସେନା ପଞ୍ଚାୟତର କଲ୍ୟାଣପୁର-ପଟପରପାଲି ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ କଲ୍ୟାଣପୁର ସମେତ ଆଖପାଖ ୫ଖଣ୍ଡ ଗ୍ରାମର ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ପରଠାରୁ ପ୍ରାୟ…

ଆରପାରିରେ ପୁରୁଷୋତ୍ତମପୁର ଏନ୍‌ଏସି ଭାଜପା ମଣ୍ଡଳ ସଭାପତି: ଜଣେ ଦକ୍ଷ ଯୁବସଂଗଠକକୁ ହରାଇଲା ଭାଜପା

ପୁରୁଷୋତ୍ତମପୁର,୭।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଭାଜପାର ମଣ୍ଡଳ ସଭାପତି ତଥା ଯୁବସଂଗଠକ ସୂର୍ଯ୍ୟନାରାୟଣ ମହାରଣା ଓରଫ କଳିଆ (୩୭)ଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ଭୂବନେଶ୍ବରରେ ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି।  ପରିବାର ପ୍ରତିପୋଷଣ…

Operation Sindoor: ମାସୁଦ ଆଝାରଙ୍କ ପରିବାର ଧ୍ୱଂସ! ମୋଷ୍ଟ ଓ୍ବାଣ୍ଟେଡ ରଉଫଙ୍କ ଉପରେ ବି ବିମାନ ଆକ୍ରମଣ

ଇସଲାମାବାଦ,୭।୫ : ଭାରତୀୟ ସେନାର ଅପରେଶନ ସିନ୍ଦୂରରେ ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏହା ବ୍ୟତୀତ ମାସୁଦ ଆଝାରର ଆତଙ୍କବାଦୀ ଭାଇ ରଉଫ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଥିବା…

Operation Sindoor: ଆତ୍ମସମର୍ପଣ କଲା ପାକିସ୍ତାନ! ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଭାରତ ଯଦି ଆ୍ରକମଣ ବନ୍ଦ କରେ…

ଇସଲାମାବାଦ,୭।୫: ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଆତ୍ମସମର୍ପଣ କରିଛି ବୋଲି କୁହାଯାଉଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ ଯଦି ଭାରତ ଆକ୍ରମଣ ବନ୍ଦ କରେ ତେବେ ଆମେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।…

ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ: କଳଶ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ  

ଦିଗପହଣ୍ଡି,୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମସ୍ଥିତ ଶ୍ରୀ ମଲ୍ଲିକେଶ୍ୱର ଶୈବ ପୀଠରେ ବୈଶାଖ ଶୁକ୍ଳ ନବମୀ ତିଥି ମଙ୍ଗଳବାରଠାରୁ ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ…

ଧରାପଡିଲା ପାକିସ୍ତାନର ମିଛ, ଭାରତର ଯୁଦ୍ଧ ବିମାନ ଖସେଇବା ନେଇ କରିଥିଲା ବଡ଼ ଦାବି

ନୂଆଦିଲ୍ଲୀ, ୭।୫: ଧରାପଡିଲା ପାକିସ୍ତାନର ମିଛ। ସୋସିଆଲ ମିଡିଆରେ ପୁରୁଣା ମିଗ୍‌ ବିମାନ ୨୯ ଯୁଦ୍ଧ ବିମାନର ଫଟୋ ପକାଇ ମିଥ୍ୟା ପ୍ରଚାର କରିଛି। ଏହି ଚିତ୍ରଟି ଅପରେଶନ ସିନ୍ଦୁର ସମୟରେ ଭାରତୀୟ ବିମାନ ଖସିପଡ଼ିଥିବା ବୋଲି ଦାବି କରାଯାଉଥିବା ବେଳେ,…

ଅପରେଶନ ସିନ୍ଦୁର: ରାତିରେ ଓଡ଼ିଶାରେ ବାଣ ଫୁଟାଇଦେଲେ ଲୋକେ, କହିଲେ ପାକିସ୍ତାନକୁ ଧୋକାଦେଲା ଡୁପ୍ଲିକେଟ ଚାଇନା ମାଲ

ଭୁବନେଶ୍ୱର,୭।୫: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ ଲୋକେ ବାହାରକୁ ଆସି ଆନନ୍ଦ ଉତ୍ସବ ପାଳୁଛନ୍ତି। ରାତିରେ ବ୍ରହ୍ମପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଧଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ…

Operation Sindoor: ଅଧରାତିରେ ଏୟାରଷ୍ଟ୍ରାଇକ୍‌ ପରେ ବଡ଼ ଘୋଷଣା, ସବୁ ସ୍କୁଲ ଛୁଟି

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ…

Operation Sindoor: ଫେଲ୍‌ ମାରିଲା ଚାଇନା ମାଲ! ଫାଇଟର ଜେଟ JF-17 କୁ ଉଡାଇଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୭।୫: କଶ୍ମୀରରେ ଭାରତୀୟ ଏୟାର ଡିଫେନ୍ସ ଦ୍ୱାରା ଖସାଇ ଦିଆଯାଇଥିବା ପାକିସ୍ତାନୀ ଯୁଦ୍ଧ ବିମାନଟି ଏକ ପାକିସ୍ତାନୀ (ଚାଇନିଜ JF-17) ଯୁଦ୍ଧ ବିମାନ। ସୂଚନାଯୋଗ୍ୟ, ଚାଇନିଜ F-17 ଥଣ୍ଡର୍‌ ହେଉଛି ଏକ ହାଲୁକା, ଏକକ ଇଞ୍ଜିନ ବିଶିଷ୍ଟ ମଲ୍ଟି ରୋଲ ଫାଇଟର…

Operation Sindoor: କିଏ ସେହି ମୋଦିଙ୍କ ‘ହନୁମାନ’ ଯିଏ ଜଳାଇଦେଲେ ଆତଙ୍କବାଦୀଙ୍କ ଲଙ୍କା, କିଏ ଦେଲେ ‘ଅପରେଶନ ସିନ୍ଦୂର’ର ନାମ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୫: ଅଧା ରାତିରେ ହଜିଛି ପାକିସ୍ତାନର ନିଦ। ଭାରତ ମଧ୍ୟରାତ୍ରିରେ ପାକିସ୍ତାନ ଉପରେ କରିଥିବା ଏୟାର ଷ୍ଟ୍ରାଇକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରାତି ପ୍ରାୟ ୧ଟାରେ ଭାରତ ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଥିଲା ଏବଂ ଆତଙ୍କବାଦୀଙ୍କ ମୃତ୍ୟୁ ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri