ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ IPL ଚାଲିବ ନା ବନ୍ଦ ହୋଇଯିବ ?
ନୂଆଦିଲ୍ଲୀ, ୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିର୍ଦ୍ଧାରିତ ସୂଚୀ ଅନୁସାରେ ଜାରି ରହିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଶୀର୍ଷ ସୂତ୍ର କହିଛନ୍ତି ଯେ ବର୍ତ୍ତମାନ…
ମିଛ ପ୍ରତିଶ୍ରୁତି ଦେଇ ସବସ୍ବ ଲୁଟିନେଲା କମ୍ପାନୀ, ପ୍ରଶାସନର ଦ୍ୱାରସ୍ଥ ପରେ ବି ବିସ୍ଥାପିତ ନିରାଶ
ଥୁଆମୂଳ ରାମପୁର,୭ା୫(ଦୁର୍ଗା କୀର୍ତ୍ତି): ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ…
Operation Sindoor: ଆଜି ରାତିରେ ପାଲଟା ଆକ୍ରମଣ କରିବ ପାକ୍! ଭୟଙ୍କର ପ୍ଲାନ ଲିକ୍…
ଇସଲାମବାଦ/ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ଼ ପରେ ପାକିସ୍ତାନ ତା’ର ଏୟାରସ୍ପେସ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କୁହାଯାଉଛି ପାକିସ୍ତାନ…
ସେଞ୍ଚୁରିଆନ ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ: ହସ୍ପିଟାଲରେ ମୃତଦେହ ଛାଡ଼ି ଚାଲିଗଲେ କର୍ତ୍ତୃପକ୍ଷ, ଏତଲା ଦେଲେ ମା’
ଛତ୍ରପୁର,୭ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ ଛକ ନିକଟ ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁର ଡି.ପୁରୁଷୋତ୍ତମ ରେଡ୍ଡୀ। ସେ ଉକ୍ତ…
କିଏ ସେହି ସୋଫିଆ କୁରେଶୀ? ଯିଏ ଦେଇଛନ୍ତି ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣର ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ,୭ା୫: କର୍ଣ୍ଣେଲ ସୋଫିଆ କୁରେଶୀ ଭାରତୀୟ ସେନାରେ ଏମିତି ଏକ ନାଁ, ଯିଏ ଆଗ୍ରହ, କଠିନ ପରିଶ୍ରମ ଏବଂ ନେତୃତ୍ୱର ଏକ ଉଦାହରଣ ପାଲଟିଛନ୍ତି। ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ ଫୋର୍ସ ୧୮ ଅନ୍ତର୍ଗତ ୧୮ଟି ଦେଶର ବହୁରାଷ୍ଟ୍ରୀୟ…
ଆଜି ରାତିରେ ବଡ଼ ଆଟାକ୍! ପାକିସ୍ତାନ ନାଁ ନେଇ ଚାଇନାକୁ ଧମକ ଦେଲା ଭାରତ
ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିରଗୁଡିକ ଉପରେ ମିସାଇଲ ଆକ୍ରମଣ କରି ନଅଟି ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଛି। ଏହି ଅଭିଯାନକୁ ‘ଅପରେସନ ସିନ୍ଦୁର’ ନାମ ଦିଆଯାଇଛି। ଏହା ଏପ୍ରିଲ…
ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର
ପୁରୀ, ୭।୫: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ସିଆରା ଗାଁର ସୁକାନ୍ତ ପ୍ରଧାନ ଅନଲାଇନ ଗେମ ଖେଳି କୋଟିପତି ହୋଇଛନ୍ତି। ସେ ମହିନ୍ଦ୍ରା ଥାର କାର ପୁରସ୍କାର ସହିତ ତିନି କୋଟି ଟଙ୍କା ପାଇଛନ୍ତି। ବର୍ତ୍ତମାନ, ତାଙ୍କୁ ବନ୍ଧୁ ଏବଂ ସହକର୍ମୀଙ୍କଠାରୁ…
ଶସ୍ତା ହେବ ସ୍କଚ୍ ହ୍ୱିସ୍କି, ଭାରତ-ବ୍ରିଟେନ ବାଣିଜ୍ୟ ଚୁକ୍ତି ପରେ ହ୍ରାସ ପାଇବ ମଲ୍ୟ
ମୁମ୍ବାଇ, ୭।୫: ଭାରତରେ ସ୍କଚ୍ ହ୍ୱିସ୍କି ପ୍ରେମୀମାନଙ୍କ ପାଇଁ ଏକ ଆନନ୍ଦଦାୟକ ଖବର ରହିଛି, କାରଣ ଭାରତ ସରକାର ଏହି ଜନପ୍ରିୟ ମଦ ଉପରେ ଲାଗୁ ଥିବା ଉଚ୍ଚ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛନ୍ତି। ସମ୍ପ୍ରତି ସମାପ୍ତ ହୋଇଥିବା…
ଦୋକାନକୁ ଧକ୍କାଦେଲା ଯାତ୍ରୀବାହୀ ବସ୍
ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ଯଶୋଦା ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ମୁରୁସୁଆଁ ଗ୍ରାମରୁ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆନନ୍ଦପୁର…
କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ
ବଲାଙ୍ଗୀର,୭ା୫(ସୁନୀଲ ମହାନ୍ତି): ବଲାଙ୍ଗୀର କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ୍ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା…
IPL 2025: ଅପରେଶନ ସିନ୍ଦୁର ପରେ ଧର୍ମଶାଳାରୁ ମୁମ୍ବାଇକୁ ସ୍ଥାନାନ୍ତରଣ ହେଲା ଆଇପିଏଲ ମ୍ୟାଚ୍
ମୁମ୍ବାଇ, ୭।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ (ଆଇପିଏଲ ୨୦୨୫)ର ପଞ୍ଜାବ କିଙ୍ଗସ (ପିବିକେଏସ) ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାରୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ…
ଭୁବନେଶ୍ୱର NSTI କ୍ୟାମ୍ପସରେ ସ୍ଥାପନ ହେବ ଏକ୍ସଲେନ୍ସି ସେଣ୍ଟର; କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ୱର, ୭।୫: ଭାରତରେ ବୃତ୍ତିଗତ ଶିକ୍ଷାର ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ଜାତୀୟ ଶିଳ୍ପ ପ୍ରଶିକ୍ଷଣ ସଂସ୍ଥା (ଆଇଟିଆଇ) ଉନ୍ନୟନ ଏବଂ କୌଶଳ ବିକାଶ ପାଇଁ ପାଞ୍ଚଟି ଜାତୀୟ ଏକ୍ସଲେନ୍ସ…
Archives


