ଚର୍ଚ୍ଚାରେ ମୈଥିଲି ଠାକୁର: ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍
ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ସବୁଠାରୁ ଯୁବ ଭାଜପା ପ୍ରାର୍ଥୀ ଲୋକ ଗାୟିକା ମୈଥିଲି ଠାକୁରଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ତାଙ୍କ ନିର୍ବାଚନ ଶପଥପତ୍ର ଅନୁଯାୟୀ, ମୈଥିଲି ଠାକୁରଙ୍କ ପାଖରେ…
ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ପୀଡିତା
ଭୁବନେଶ୍ୱର,୧୮।୧୦: କ୍ୟାପିଟାଲ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଖବର ସାମ୍ନାକୁ ଆସୁଛି। ରକ୍ତାକ୍ତ ଅବସ୍ଥାରେ ପୀଡ଼ିତା କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଜଣାପଡିଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ…
କ୍ୟାନ୍ସର ଆଶଙ୍କା ଦୂର କରେ ଏହି ଫଳ, ନିୟମିତ ଖାଆନ୍ତୁ…
ଅଙ୍ଗୁରରେ ଏଭଳି ତତ୍ତ୍ୱ ରହିଛି ଯାହା କ୍ୟାନ୍ସର ଆଶଙ୍କାକୁ କେତେକାଂଶରେ ଦୂର କରିପାରେ। ଏଭଳି ମତବ୍ୟକ୍ତ କରିଛନ୍ତି ଇଂଲଣ୍ଡର କ୍ୟାନ୍ସର ବିଶେଷଜ୍ଞମାନେ। ନିକଟରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ‘କ୍ୟାନ୍ସର ଏବଂ ଅଙ୍ଗୁର’ ବିଷୟକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ସମୟରେ…
ଗଣଯୋଗାଯୋଗ ଗବେଷଣା
ଭାରତର ସୁପ୍ରିମକୋର୍ଟ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନସର ସମୟ ରୈନା ଓ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଭିନ୍ନକ୍ଷମଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବା ପାଇଁ ସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟାୟାଳୟ ଜୋରଦେଇ କହିଥିଲେ ଯେ…
ଅନୁଭୂତିଭିତ୍ତିକ ଶିକ୍ଷା ବ୍ୟବସ୍ଥା
ପିଲାମାନେ ବିଭିନ୍ନ ମାଧ୍ୟମରେ ଶିଖନ୍ତି ଓ ବୁଝନ୍ତି। ଗାର୍ଡନରଙ୍କ ବହୁବିଧ ବୁଦ୍ଧିମତ୍ତା ତତ୍ତ୍ୱ ଅନୁଯାୟୀ, ସେମାନଙ୍କର ଦକ୍ଷତା ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇଥାଏ। କିଛି ବିଦ୍ୟାର୍ଥୀ ଚାକ୍ଷୁଷ ଶିକ୍ଷାକୁ ପସନ୍ଦ କରନ୍ତି, ଯେଉଁମାନେ ଜଣଙ୍କୁ ଦେଖି ବା ଅନୁକରଣ କରି ଶିଖନ୍ତି;…
ଯୋଗ୍ୟଙ୍କୁ ଖୋଜାଚାଲିଛି
ଏବେ କ୍ଷମତା ପରିସରରେ ପୁନର୍ବାର ଯେଉଁ ଗୁଞ୍ଜରଣ ଉଠିଛି ତାହା ଟିକସ ଓ ବଜେଟକୁ ନେଇ ନୁହେଁ। କିଏ ବୃହତ୍ ନିୟାମକ ସେବିକୁ ନିୟନ୍ତ୍ରଣ କରିବେ ତା’ଉପରେ ଏବେ ସମସ୍ତଙ୍କ ନଜର । ସରକାର ବର୍ତ୍ତମାନ ପୁଞ୍ଜିବଜାରର ସଂସ୍ଥା ସେବି ପାଇଁ…
ବାପା, ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲେ ପ୍ରେମିକା! ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ…
ମାଲକାନଗିରି,୧୮ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା କତାପାଲ୍ଲୀ ପଞ୍ଚାୟତ ବଡାଗୁଡା ଗ୍ରାମ ନିକଟ କ୍ରସର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ ଘଟଣାରେ ୩ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିନୋଦ କୁମାର, ଶଙ୍କର ଇଣ୍ଡିଆ, ସାଗର…
ନୂଆପଡ଼ା ଉପନିର୍ବାଚନ: କିଏ ଜିତିବ ବାଜି, ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା
ନୂଆପଡ଼ା,୧୮ା୧୦ (ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ପ୍ରାର୍ଥୀ ଘୋଷଣା ସରିଛି। ପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଳମ୍ବରେ ଭାଜପା ଜୟ ଢୋଲକିଆ ଓ ବିଜେଡି…
ନୂଆପଡ଼ା ଉପନିର୍ବାଚନ: ଆଜି ନାମାଙ୍କନ ଭରିବେ ଢୋଲକିଆ, ଘାସିରାମ ମାଝୀ
ଭୁବନେଶ୍ୱର,୧୮।୧୦: ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଗତ ୧୧ ତାରିଖରେଜୟ ଢୋଲକିଆ ଭାଜପାରେ ସାମିଲ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି…
ଦୀପାବଳି ଛୁଟି ୨୦ ନା ୨୧: ସରକାରଙ୍କ ପକ୍ଷରୁ ଆସିଲା ବଡ଼ ଅପଡେଟ୍
ଭୁବନେଶ୍ୱର,୧୮ା୧୦(ରବିନାରାୟଣ ଜେନା):ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ହୋଇପାରେ। ଏସଂକ୍ରାନ୍ତରେ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ସେପ୍ଟେମ୍ବର ୨୧(ମଙ୍ଗଳବାର) ପରିବର୍ତ୍ତେ ୨୦ ତାରିଖ(ସୋମବାର)କୁ ଘୋଷଣା…
୨୦୨୭ ବିଶ୍ୱକପକୁ ନେଇ ବଡ଼ ଖୁଲାସା କଲେ ରୋହିତ ଶର୍ମା, ଅଧୁରା ସ୍ବପ୍ନ ପୂରଣ କରିବାକୁ…
ନୂଆଦିଲ୍ଲୀ,୧୮।୧୦: ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ୨୦୨୭ ବିଶ୍ୱକପ ଖେଳିବାକୁ ଚାହାଁନ୍ତି। ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି, ଯେଉଁଠାରେ ଭାରତୀୟ ଦଳ ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ…
ଭୋଟ ଚୋରି ପରେ ପ୍ରାର୍ଥୀ ଚୋରି କରୁଛି ଭାଜପା: ଭକ୍ତଙ୍କ ବସ୍ଫୋରକ ବୟାନ ପରେ…
ନୂଆପଡ଼ା,୧୮ା୧୦ (ମକାରୁ ବେମାଲ): ଭାଜପା ପ୍ରଥମେ ଭୋଟ ଚୋରି କରୁଥିଲା, ଏବେ ପ୍ରାର୍ଥୀ ଚୋରି କରୁଛି ବୋଲି ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେ ଆହୁରି…

