Home Left

କିଛି ସମୟ ପରେ ବାଜିବ ଯୁଦ୍ଧ ସାଇରନ

ଛତ୍ରପୁର,୭ା୫(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର ପକ୍ଷରୁ ସମଗ୍ର ଓଡ଼ିଶାବାସୀଙ୍କ ଜନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ କିଛି ସମୟ ପରେ ଗଞ୍ଜାମ ଜିଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ, ରଙ୍ଗେଇଲୁଣ୍ଡା…

ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ, କହିଲେ ଜନସାଧାରଣଙ୍କ ସହଯୋଗ ରହିଲେ ମୁଁ…

କର୍ଲାମୁଣ୍ଡା,୭ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତରେ ଗତ ଦୁଇ ତାରିଖ ଶୁକ୍ରବାର ସରପଞ୍ଚ ସ୍ବର୍ଗତ ପଞ୍ଚାନନ ବାଗ୍‌ଙ୍କ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ତେବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୭୩୫…

India Pakistan War: ଦେଶରେ ହାଇଆଲର୍ଟ, ବାଜିବ ଦୁଇ ପ୍ରକାର ଏୟାର ରେଡ୍‌ ସାଇରନ, ଶଦ୍ଦ ଶୁଣି ଥରି ଉଠିବେ

ନୂଆଦିଲ୍ଲୀ,୭।୫: ଆଉ ଅଧଘଣ୍ଟାଏ ପରେ ବାଜିବାକୁ ଯାଉଛି ଯୁଦ୍ଧ ସାଇରନ। ସାରା ଦେଶରେ କମ୍ପି ଉଠିବ ଯୁଦ୍ଧ ସାଇରନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆଜି ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ…

ଏୟାରଷ୍ଟ୍ରାଇକ୍‌ ପରେ ଆଉ ଗୋଟିଏ ବଡ଼ ଆଟାକ୍‌ କଲା ସେନା, ଛାରଖାର ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ‘ଅପରେଶନ ସିନ୍ଦୂର’ ନାମକ ଏକ ବଡ଼ ସାମରିକ କାର୍ଯ୍ୟ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ…

ଏୟାରଷ୍ଟ୍ରାଇକ୍‌ ପରେ ଇସ୍ରାଏଲର ବଡ଼ ଘୋଷଣା, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜାମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ସାମରିକ କାର୍ଯ୍ୟକୁ “ଅପରେସନ ସିନ୍ଦୁର” ନାମ ଦିଆଯାଇଛି। ଏପ୍ରିଲ ୨୨ରେ…

Operation Sindoor: ଆଉ ଘଣ୍ଟାଏ ପରେ ବାଜିବ ସାଇରନ୍‌, ରାତିରେ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୭।୫: ଭାରତର ଜୋରଦାର ଏୟାରଷ୍ଟ୍ରାଇକ୍‌ ପରେ ଥରୁଛି ପାକିସ୍ତାନ। ଅପରେଶନ ସିନ୍ଦୂରକୁ ନେଇ ଏବେ ପାକ୍‌ରେ ପଡିଲାଣି ଚହଳ। ତେବେ ଏହି ଅପରେଶନରେ ୭୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ଏହାରି ଭିତରେ ଭାରତ ସରକାର ଆଜି ଦେଶବ୍ୟାପୀ…

Operation Sindoor Live: କାଲି ସକାଳେ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ, ଭାରତୀୟ ସେନା ପାକିସ୍ତାନ ଏବଂ ଅଧିକୃତ ଜମ୍ମୁ-କଶ୍ମୀର (POK)ରେ ମିଶାଇଲ ଆକ୍ରମଣ କରିଥିଲା। ସେନାର ଏହି କାର୍ଯ୍ୟକୁ ‘ଅପରେଶନ ସିନ୍ଦୂର’ ନାମ ଦିଆଯାଇଥିଲା। ଏହି ଆକ୍ରମଣରେ, ସେନା ପିଓକେ ଏବଂ ପାକିସ୍ତାନରେ…

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ  ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି…

ମେ’ ୧୦ ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ

ନୂଆଦିଲ୍ଲୀ,୭।୫: ଅପରେଶନ ସିନ୍ଦୂର ପରେ, ଭାରତର ଆଉ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି, ଯାହା କାରଣରୁ ମେ ୧୦ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରକୁ ବନ୍ଦ କରିବାକୁ କୁହାଯାଇଛି। ଏଥିରେ ଜମ୍ମୁ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ରାଜକୋଟ, ଭୁଜ, ଶ୍ରୀନଗର, ଲେହ…

Operation Sindoor: ପାକିସ୍ତାନ ୧୦୦କି.ମି ଭିତରେ ପଶି ପ୍ରହାର କରିଥିଲା ସିନ୍ଦୂର, ୨୫ ମିନିଟରେ ୯ ଆତଙ୍କବାଦୀ ସଙ୍ଗଠନ ଧ୍ୱଂସ

ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏବଂ ପାକିସ୍ତାନ ଅବୈଧ ଭାବରେ ଅଧିକୃତ କଶ୍ମୀରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ‘ଅପରେଶନ ସିନ୍ଦୂର’ ଆକ୍ରମଣ ପରେ ସରକାର ଏବଂ ସେନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ…

Operation Sindoor: ମଥାରେ ସିନ୍ଦୁର ଟୋପା ଲଗାଇ ଖୁସି ମନାଇଲେ ଭାଜପା ନେତା

ଭୁବନେଶ୍ୱର,୭।୫: ଭାରତର ସଫଳ ଏୟାର ଷ୍ଟ୍ରାଇକ ପରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ମଥାରେ ସିନ୍ଦୂର ଟୋପା ଲଗାଇ ଅପରେସନ ସିନ୍ଦୂରର ସଫଳତାରେ ଖୁସି ମନାଇଲେ ନେତା । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ…

ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri