Home Left

ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃନିଯୁକ୍ତି ପ୍ରତିବାଦରେ ଗଣଧାରଣା: ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ…

କର୍ଲାମୁଣ୍ଡା, ରିଷିଡା (ପ୍ରଦିପ କୁମାର ସାହୁ/ସୁଶାନ୍ତ ମଲ୍ଲିକ)୧୩।୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଜନ ପ୍ରତିନିଧି ,ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ…

ଚାନ୍ଦବାଲିରେ ଚାଞ୍ଚଲ୍ୟ: କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା

ଚାନ୍ଦବାଲି,୧୩।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ମାଧପୁର ପଞ୍ଚାୟତ ବଙ୍ଗାଳୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଅଜୟ ଗିରି। ତାଙ୍କ ଘର ଭଦ୍ରକ…

ଦୀପାବଳି ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କର ହେଲା ପ୍ରମୋଶନ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୦: ବୈଭବ ସୂର୍ଯ୍ୟବଂଶୀ IPL ପରଠାରୁ ସବୁ ଜାଗାରେ ଛାଇ ହୋଇ ରହିଛନ୍ତି, ଇଂଲଣ୍ଡ ଏବଂ ପରେ ଅଷ୍ଟ୍ରେଲିଆରେ ତାଙ୍କ ବିସ୍ଫୋରକ ଖେଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏବେ ସେ ରଣଜୀ ଟ୍ରଫିରେ ମଧ୍ୟ ଚମକ ଦେବାକୁ ପ୍ରସ୍ତୁତ, କିନ୍ତୁ ଏଥର…

ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…

ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ…

ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିଲେ, ଧକ୍କା ଦେଲା ଅଜଣା ଟ୍ରକ୍‌: ଆଉ ତା’ପରେ…

ଖଲ୍ଲିକୋଟ,୧୩।୧୦(ପ୍ରଶାନ୍ତ କୁମାର ମିଶ୍ର): ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିରହିଥିବା ଏକ ଟ୍ରକକୁ ପାସ କରୁଥିବା ବେଳେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ ଦ୍ରୁତଗତିରେ ବୋଲେରୋକୁ…

ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ବାନ୍ଧିଲା ବନବିଭାଗ: ଘରୁ ମିଳିଲା ଏସବୁ ଜିନିଷ…

ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ତାଙ୍କୁ ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କରାଯାଇଛି। ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବାରୁ ତାଙ୍କୁ ଗିରଫ…

ମନ୍ଦିର ହୁଣ୍ଡିବାକ୍ସକୁ ନେଇଗଲେ ମା’ପୁଅ, ତନାଘନା କରି ଘରେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ନିରାକାରପୁର, ୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଗତ ୧୧ ତାରିଖ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ…

ସରକାରୀ କୋଠା ବାହାରେ ଲାଗିବ ସିସିଟିଭି: ୫୦୦ ମିଟର କରିବ କଭରେଜ୍‌

ଭୁବନେଶ୍ୱର,୧୩।୧୦: ରାଜ୍ୟ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି…

ଦୁର୍ଗାପୁର ପୀଡ଼ିତାଙ୍କ କଥା ଶୁଣି ଭୟ କଲେଣି ପିତା, ଏପଟେ କିଏ କହୁଛି ମିଛ ମୁଖ୍ୟମନ୍ତ୍ରୀ ନା ପୋଲିସ?

ଦୁର୍ଗାପୁର,୧୩।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣା ଆଜିକାଲି ଖବରର ଶିରୋନାମା ପାଲଟିଛି। ପୀଡିତାଙ୍କ ବାପା ତାଙ୍କ ଝିଅର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘ମୋ ଝିଅର ଜୀବନ ବିପଦରେ ଅଛି। ତାକୁ…

ପାକିସ୍ତାନରେ ନର ସଂହାର! ୨୮୦ ମୃତ

ଇସଲାମାବାଦ,୧୩।୧୦: ସୋମବାର (୧୩ ଅକ୍ଟୋବର, ୨୦୨୫) ରେ ପାକିସ୍ତାନୀ ରେଞ୍ଜର୍ସ ଏବଂ ପାକିସ୍ତାନୀ ପୋଲିସ ପାକିସ୍ତାନର ମୁରିଦକେ ସହରରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟାଇଥିଲେ, ଯେଉଁଥିରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୨୮୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।…

Israel Hamas Ceasefire: ବହୁଦିନ ପରେ ଘରକୁ ଫେରୁଛନ୍ତି ଯୁଦ୍ଧ ପୀଡ଼ିତ, ଟ୍ରମ୍ପଙ୍କୁ କହିଲେ ‘ଥ୍ୟାଙ୍କ ୟୁ’!

ତେଲ ଅଭିଭି,୧୩।୧୦: ସୋମବାର (ଅକ୍ଟୋବର ୧୩, ୨୦୨୫) ଇସ୍ରାଏଲର ତେଲ ଅଭିଭ ସହର ସାରା ଭାବପ୍ରବଣତା ପ୍ରକାଶ ପାଇଲା। ଗାଜାରେ ଦୁଇ ବର୍ଷ ବନ୍ଦୀତ୍ୱ ପରେ ହମାସ ଦ୍ୱାରା ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯିବା ପରେ, ସହରର ହୋଷ୍ଟେଜ…

ହଠାତ୍‌ ପଇଡ଼ ପିଇବାକୁ ଅଟକିଗଲେ ମୁଖ୍ୟମନ୍ତ୍ରୀ: ପକେଟ୍‌ରୁ କାଢି ଦୋକାନୀଙ୍କୁ ଦେଇଦେଲେ ଏତିକି ଟଙ୍କା

ପୁରୀ,୧୩।୧୦: ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରହି ହବିଷିଆଳିମାନେ ପୁରୀରେ ବ୍ରତ ପାଳନ କରୁଛନ୍ତି। ବିଭିନ୍ନ ହବିଷିଆଳି କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଉଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?