ମା’ ହେଲେ ପରିଣୀତି ଚୋପ୍ରା, ଖୁସି ଖବର ଜଣାଇଲେ ରାଘବ ଚଢ଼ା
ମୁମ୍ବାଇ,୧୯ା୧: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ପୁଅ ଜନ୍ମ ହୋଇଛି। ରାଘବ ଇଂଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ଲେଖିଛନ୍ତି, “ମୋ ପୁଅ ଆସିଛି। ଆମ କୋଳ ଓ ହୃଦୟ ଭରି ଗଲା। ପ୍ରଥମେ…
‘ଆମେ ଭାରତୀୟ ଶରୀରରେ ବିଦେଶୀ ମନ ନେଇ ବୁଲୁଛୁ’, ଶିକ୍ଷା ବ୍ୟବସ୍ଥା ଉପରେ RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୯।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଦିଲ୍ଲୀରେ ‘ଆର୍ଯ୍ୟ ଯୁଗ ବିଷୟ କୋଷ’ ବିଶ୍ୱକୋଷର ଶୁଭାରମ୍ଭ ଅବସରରେ କହିଥିଲେ ଯେ ପ୍ରାଚୀନ କାଳରେ ଭାରତୀୟମାନେ ସଂସ୍କୃତି ଏବଂ ବିଜ୍ଞାନ ପ୍ରସାର ପାଇଁ ବିଶ୍ୱ ଭ୍ରମଣ କରିଥିଲେ, କିନ୍ତୁ…
ଗାଜାରେ ପୁଣି ଆରମ୍ଭ ହେଲା ଯୁଦ୍ଧ! ହମାସ ଉପରେ ବୋମା ବର୍ଷା କଲା ଇସ୍ରାଏଲ
ଜେରୁଜେଲମ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରେ ଅସ୍ତ୍ରବିରତି ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଇସ୍ରାଏଲୀ ସେନା ରବିବାର (୧୯ ଅକ୍ଟୋବର, ୨୦୨୫) ଗାଜାରେ ଏକ ବିମାନ ଆକ୍ରମଣ କରିଥିଲା।…
ପ୍ୟାରିସର ମ୍ୟୁଜିୟମରୁ ନାପୋଲିଅନଙ୍କ ମୂଲ୍ୟବାନ ଅଳଙ୍କାର ଲୁଟିନେଲେ ଚୋର
ନୂଆଦିଲ୍ଲୀ,୧୯ା୧୦: ପ୍ୟାରିସର ବିଶ୍ୱବିଖ୍ୟାତ ଲୁଭ୍ର ମ୍ୟୁଜିୟମ୍, ଯେଉଁଠାରେ ମୋନାଲିସା ଭଳି ଐତିହାସିକ ସମ୍ପଦ ରହିଛି, ରବିବାର ଏକ ଚୋରୀ ଘଟଣା ପରେ ବନ୍ଦ ରହିଛି। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଡା ଦାତି ସକାଳେ ଏହି ଚୋରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।…
ମୁସଲମାନଙ୍କୁ ‘ନମକ ହରାମ’ କହି ଫସିଗଲେ ଗିରିରାଜ!
ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ରମନ୍ତ୍ରୀ ଏବଂ ଭାଜପାର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂହ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା। ତାଙ୍କର ବକ୍ତବ୍ୟ ପ୍ରାୟତଃ ଗଣମାଧ୍ୟମର ଶିରୋନାମା ହୋଇଥାଏ। ଏଥର ସେ ମୁସଲମାନମାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ବିହାରର ଆରୱାଲରେ ଏକ…
ଗୋ ହତ୍ୟା, ଗୋ ସୁରକ୍ଷାକୁ ନେଇ ସାମ୍ବାଦିକ ସମ୍ମୀଳନୀ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ ବଲାଙ୍ଗୀର କୃଷି ବିଭାଗ କାର୍ଯ୍ୟାଳୟ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ…
ଧନତେରାସରେ ୧୮୬ ବିଳାସପୂର୍ଣ୍ଣ କାର କିଣି ପାଇଲେ ୨୧ କୋଟି ଟଙ୍କା ଡିସକାଉଣ୍ଟ
ଅହମଦାବାଦ,୧୯।୧୦: ଧନତେରାସ କିଣାବି ସମୟରେ ଅନେକ ଲୋକ କାର କିଣିବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ କାର ଏକ ପ୍ରିୟ ପସନ୍ଦ, କିନ୍ତୁ ଏହାର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା। ତଥାପି, ଗୁଜରାଟର ଜୈନ ସମ୍ପ୍ରଦାୟର ଅନେକ…
ଗାଁରେ ମାଙ୍କଡ଼ ଆତଙ୍କ, ଗୋଡେଇ ଗୋଡେଇ କାମୁଡୁଛି ଲୋକଙ୍କୁ
ବଲାଙ୍ଗୀର,୧୯।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଟୁପଡା, ଭାନପୁର, ସାଲେବରଟ ତଥା ଆଖ ପାଖ ଗାଁରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି l ଗତ ଦୁଇଦିନ ତଳେ ପୁଟୁପଡା ଗାଁର ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା।…
ବିଦା ହେବେ ମହମ୍ମଦ ରିଜଓ୍ବାନ! ପୁଣି ଥରେ ଅଧିନାୟକ ବଦଳାଇବା ଯୋଜନାରେ ପାକିସ୍ତାନ
ଇସଲାମାବାଦ,୧୯।୧୦: କିଛି ଦିନର ନିରବତା ପରେ ପୁଣି ପାକିସ୍ତାନ କ୍ରିକେଟରେ ବିବାଦ ଦେଖାଦେଇଛି। ପାକିସ୍ତାନୀ ସୈନ୍ୟର ଆକ୍ରମଣରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟଣା ଉଭୟ ଦେଶର କ୍ରିକେଟକୁ ପ୍ରଭାବିତ କରିଛି। ଆଫଗାନିସ୍ତାନ ପାକିସ୍ତାନରେ ହେବାକୁ ଥିବା ଟି୨୦ ସିରିଜ୍ରୁ…
ହସ୍ପିଟାଲରେ ଆଡମିଟ ହେଲେ ପରିଣୀତି, ଖୁବଶୀଘ୍ର ଦେବେ ଖୁସି ଖବର
ନୂଆଦିଲ୍ଲୀ,୧୯।୧୦: ବର୍ତ୍ତମାନ, ବି-ଟାଉନର ଆଗଧାଡିର ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନାମ ନିରନ୍ତର ଚର୍ଚ୍ଚାରେ ରହିଛି। କାରଣ ଏହି ଦମ୍ପତି ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ପରିଣୀତିଙ୍କ ଗର୍ଭଧାରଣ ପୂର୍ବରୁ ଘୋଷଣା ହୋଇସାରିଛି, ଏବଂ ଏବେ ଖବର…
୩ ନମ୍ବର ହେଲେ ସରିଲା: ଆଜି ସ୍ନେହାଙ୍ଗିନୀଙ୍କ ପ୍ରାର୍ଥତ୍ପତ୍ର ଦାଖଲ
ଭୁବନେଶ୍ୱର, ୧୯।୧୦(ସୁନିତ୍ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ଅଧିକାଂଶ ନେତା ସେଠାରେ ପହଞ୍ଚି ସାରିଛନ୍ତି। ଶନିବାର ଭାଜପାରୁ ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ସରିଛି। ରବିବାର…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
କୃଷ୍ଣପ୍ରସାଦ,୧୯ା୧୦: ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଛି। ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ…

