ଏବେ ଭାରତର ପାକିସ୍ତାନ ଉପରେ ‘ଜଳ ଆକ୍ରମଣ’! ଚେନାବ ସାଲାଲ ଡ୍ୟାମର ଖୋଲିଲା ସବୁ ଗେଟ
ନୂଆଦିଲ୍ଲୀ,୯ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଏବେ ଜଳ ମୋର୍ଚାରେ ମଧ୍ୟ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ…
ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ
ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍ଲାଇନ୍ ଯୋଗେ ଆବେଦନ କରିଥିଲେ ହେଁ ଶହଶହ…
୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୯।୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରି ଉଠିଛି ପାକିସ୍ତାନ। ହେଲେ ନିଜ ଔଦ୍ଧତ୍ୟରୁ ନିବୃତ୍ତ ହେଉ ନାହିଁ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର…
ଏଇ ଭାରତରେ
ଏବେ ଯିଏ ବାହାରକୁ ଯାଉଛନ୍ତି ଶୋଷ ହେଲେ ପ୍ଲାଷ୍ଟିକ ପାଣି ବୋତଲ କିଣି ପିଉଛନ୍ତି ଓ ପରେ ତାହାକୁ ଏଣେତେଣେ ପିଙ୍ଗି ଦେଉଛନ୍ତି। ରାସ୍ତାର ଦୁଇପାଖକୁ ଚାହିଁଲି ଖାଲି ପାଣି ବୋତଲ ପଡ଼ିଥିବା ମଧ୍ୟ ଦେଖିପାରିବେ। ଏହା ଅନେକ ବର୍ଷ ଧରି…
ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି
ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତାଳକୁଣ୍ଡି ପଞ୍ଚାୟତରେ ବିନା ଶ୍ରମିକରେ ମେଶିନ ଯୋଗେ ରାତିଅଧିଆ ମନରେଗା ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ବିନା ସୂଚନାଫଳକରେ ଦିନ ଦ୍ୱି’ ପ୍ରହରରେ ଖୁଲମଖୁଲା ମେଶିନ ଲଗାଇ ରାସ୍ତା ନିର୍ମାଣ…
ଲଗ୍ଆଉଟ’ କରିବା ସମୟ
ଟିକେ ଭାବନ୍ତୁ, ସୂର୍ଯ୍ୟଙ୍କ ପ୍ରଥମ କିରଣ ନୁହେଁ ବରଂ ମୋବାଇଲ ସ୍କ୍ରିନ ଆପଣଙ୍କୁ ଜାଗ୍ରତ କରେ। ଦିନର ବ୍ୟସ୍ତତା ନୁହେଁ ବରଂ ନୋଟିଫିକେଶନର ପ୍ରତିଧ୍ୱନି ଆପଣଙ୍କ ହୃଦୟର ସ୍ପନ୍ଦନକୁ ଦିଗ୍ଦର୍ଶନ ଦିଏ। ଏବେ ସମ୍ପର୍କର ଉଷ୍ମତା ମଧ୍ୟ ସ୍କ୍ରିନ୍ ଆଲୋକରେ ଲୁପ୍ତ…
‘ଉପଯୁକ୍ତ ଜବାବ’: ପାକିସ୍ତାନର ଡ୍ରୋନ ମାରି ଖସାଇବାର ଭିଡିଓ ରିଲିଜ କଲା ଭାରତୀୟ ସେନା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୯ା୫: ଶୁକ୍ରବାର ଭାରତୀୟ ସେନା ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିବା ଏକ ଭିଡିଓ ପ୍ରକାଶ କରିଛି। ଏହା ଉଲ୍ଲେଖ କରିଛି ଯେ…
ପୁତ୍ରମୋହ
ଟ୍ଟନାୟକବାବୁ ଚାକିରିରୁ ଅବସର ନେବା ପରେ ସ୍ତ୍ରୀଙ୍କ କଥା ମାନିଲେ। ଅବସରକାଳୀନ ଅର୍ଥରେ ଅନ୍ୟ ଏକ ସହରରେ ଗୋଟିଏ ଫ୍ଲାଟ୍ ନେଲେ। ଘର ପ୍ରତିଷ୍ଠା ବି ଧୁମଧାମରେ କଲେ। ଅବସର ପରବର୍ତ୍ତୀ ଜୀବନ ସୁଖରେ କଟେଇବା ଲାଗି ଘରକୁ ସଜେଇଲେ। ଖୁସିର…
PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍ ଦୁବାଇ ସ୍ଥାନାନ୍ତର
ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି। ପିଏସ୍ଏଲ ସିଜିନ ୧୦ର ବାକି ମ୍ୟାଚ୍ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ…
ସିରିଆରେ ଇସ୍ରାଏଲର ରଣନୀତି
ଦୀର୍ଘଦିନର ଗୋଷ୍ଠୀଗତ ହିଂସା, ଅପହରଣ ଏବଂ ସୀମାପାର ସଂଘର୍ଷ ପରେ ସିରିଆର ଅନୁଭବହୀନ ନୂଆ ସରକାର ପାଇଁ ଶେଷରେ ଏକ ପଡ଼ୋଶୀର ଆବଶ୍ୟକତା ପଡ଼ିପାରେ, ଯାହା ଏବେ ଇସ୍ରାଏଲ କରୁଛି। ଇସ୍ରାଏଲ ଅନ୍ୟ ଦେଶଗୁଡ଼ିକରେ ମିଲିଟାରି ଘାଟି ନିର୍ମାଣ କରି ବଫର…
ଭାରତ-ପାକିସ୍ତାନ ଯୁଦ୍ଧରେ ଆମେ ପଶିବୁ ନାହିଁ: ଆମେରିକା ଉପରାଷ୍ଟ୍ରପତି
ୱାଶିଂଟନ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଉତ୍ତେଜନାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାମଲା। ଭାନ୍ସ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି,…
ରବର୍ଟ ପ୍ରିଭୋଷ୍ଟ ନୂଆ ପୋପ୍
ଭାଟିକାନ୍ ସିଟି,୯ା୫: ଆମେରିକା କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ (୬୯) ନୂଆ ପୋପ୍ ନିର୍ବାଚିତ ହୋଇଥିବା ନେଇ ଗୁରୁବାର ରାତିରେ କାର୍ଡିନାଲ ପ୍ରୋଟୋଡିକନ୍ ଡୋମିନିକ୍ ମାମ୍ବେର୍ଟି ଘୋଷଣା କରିଛନ୍ତି। ନୂଆ ପୋପ୍ ଲିଓ ଚତୁର୍ଦ୍ଦଶ ଭାବେ ନାମିତ ହେବେ। ପୋପ୍ ନିର୍ବାଚନ ପାଇଁ…
Archives


