Health Tips: ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏହି ୯ ପ୍ରକାରର ଜୁସ୍, ପ୍ରତିଦିନ ପିଇଲେ ମିଳିବ ଲାଭ
ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ ୧.୨୮ ବିଲିୟନ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ। ଉଚ୍ଚ ରକ୍ତଚାପ ଅର୍ଥ ହେଉଛି ସମଗ୍ର ଶରୀରରେ…
ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ
କେନ୍ଦ୍ରାପଡ଼ା,୧୭।୩: ଓଡ଼ିଶା ଭିଜିଲାନ୍ସ,କେନ୍ଦ୍ରାପଡ଼ା ଜିଲାର ରାଜକନିକାର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ-କମ୍-ସହାୟକ କର୍ମଚାରୀ ମହମ୍ମଦ ଫିରୋଜ ଖାନଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖାନ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ରଙ୍କ ବିୟୋଗରେ ଜିଲା ଭାଜପାର ଶୋକ
ଅନୁଗୋଳ,୧୭।୩(ମାନସ ବିଶ୍ୱାଳ): ନୂଆଦିଲ୍ଲୀଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ ଏବଂ ସମାଜସେବୀ ଥିଲେ। ୧୯୪୧ ଜୁଲାଇ ୧୬ରେ ସେ ଜନ୍ମ ଗ୍ରହଣ କରିଥିଲେ। କଣିହାଁ…
ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି ସହାୟତା ଲୋଡୁଛି ତାହା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓଟି ବାଂଲାଦେଶର ବୋଲି କୁହାଯାଉଛି। ପୋଷ୍ଟ…
ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର
ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ ସ୍ଥିର ହୋଇଛି। ଏହି ସଂଖ୍ୟା ଜାନୁଆରୀ ମାସର ପାଇକାରୀ ମୁଦ୍ରାସ୍ଫୀତି ତୁଳନାରେ ସାମାନ୍ୟ ଅଧିକ,…
ଗୃହ କମିଟି ଗଠନ ଦାବି କଲା କଂଗ୍ରେସ
ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ ବାଚସ୍ପତି କଂଗ୍ରେସ ଦଳର ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ। ଏ ସବୁର ତଦନ୍ତ ପାଇଁ…
ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…
ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା…
ସରପଞ୍ଚଙ୍କ ବିରୋଧରେ ହେଲାନି ଅନାସ୍ଥା ଭୋଟ୍, ନିରାଶରେ ଫେରିଲେ ଓ୍ବାର୍ଡ ସଭ୍ୟାସଭ୍ୟ
ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟମାନଙ୍କ ଅନାସ୍ଥା ପାଇଁ ଜାନୁଆରୀରେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଏହି କ୍ରମରେ ବାଲିଗୁଡ଼ା ଉପାଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ…
ଆଠ ମାସରେ ୨୦,୦୬୦ ମାମଲା ପଞ୍ଜିକୃତ: ୭,୦୪୮ ନିଖୋଜ ଠାବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗତ ଆଠ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ଜୁନ୍ ୨୦୨୪ ପରଠାରୁ…
ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହେଲା ରମାକାନ୍ତ ରଥଙ୍କ ଶେଷକୃତ୍ୟ
ପୁରୀ,୧୭।୩: ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।…
ଗତ ୮ ମାସରେ ଓଡ଼ିଶାର ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି ୧.୩୫ ଲକ୍ଷ ମାମଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭ା୩: ଗତ ୮ ମାସ ମଧ୍ୟରେ ଓଡ଼ିଶାର ବିଭିନ୍ନ ଥାନାରେ ମୋଟ ୧,୩୫,୦୭୪ ମାମଲା ପଞ୍ଜିକୃତ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ…
ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା: ଦିନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ୩୭.୮ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର,୧୭।୩: ରାଜ୍ୟରେ ଗତ ୬ ଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ପୂର୍ବାହ୍ନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ତାପମାତ୍ରା ୩୭.୮ ଡିଗ୍ରୀରେ…
Archives


