୪୮ ପ୍ରହର ନାମଯଜ୍ଞ ଉଦଯାପିତ: ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କଲେ ବିଧାୟକ
ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗିରେ ୭ ଦିନବ୍ୟାପି ଚାଲିଥିବା ୪୮ ପ୍ରହର ନାମଯଜ୍ଞ ସୋମବାର ସକାଳ ୮ ଟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ରାତିରେ ନାମଯଜ୍ଞରେ ଯୋଗଦେଇ ବିଶଶାନ୍ତି…
ଏଇ ଭାରତରେ
ବିବାହ ପରେ ଝିଅମାନେ ବିଦା ହୋଇ ଶାଶୁଘରକୁ ଯାଇଥାନ୍ତି। ହେଲେ ବାହାବେଦିରୁ ଉଠି ସିଧା କଲେଜକୁ ଯିବା କଥା କେବେ ଶୁଣିଛନ୍ତି! ଏମିତି ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଏଠାରେ ବେଙ୍ଗାବାଦ ଥାନାର ମୋତିଲେଦା ଅଞ୍ଚଳର ପୂଜା…
ସୁନାର ମାୟା
ଯୁଗ ପରିବର୍ତ୍ତନ ସହ ମଣିଷର ଆଚାର ଓ ବିଚାର ଶକ୍ତି ପରିବର୍ତ୍ତିତ ହୋଇଛି। କିନ୍ତୁ ଅନନ୍ତକାଳ ଧରି ସମଗ୍ର ପୃଥିବୀପୃଷ୍ଠରେ ଯଦି ଦେଖିବା ତେବେ ସୁନା ପ୍ରତି ଥିବା ମୋହ ଅପରିବର୍ତ୍ତିତ ରହିଛି। ବିଶ୍ବର ସମସ୍ତ ଦେଶରେ ସବୁ ଯୁଗରେ ସୁନା…
ରାଗିଂର ବିଭୀଷିକା
ରାଗିଂ ଏକ ଇଂଲିଶ୍ ଶବ୍ଦ, ଯାହାର ଆଭିଧାନିକ ଅର୍ଥ ହେଉଛି କ୍ରୋଧ ଓ ଚରମ ହିଂସାମତ୍କ କାର୍ଯ୍ୟକଳାପ। ଏହାର ମୂଳ ଉତ୍ସ ହେଲା ନିଜକୁ ଅନ୍ୟଠାରୁ ସର୍ବୋତଭାବେ ଉନ୍ନତ ଓ ଶ୍ରେଷ୍ଠ ମନେକରି କନିଷ୍ଠଙ୍କୁ ନିଷ୍ଠୁର ମାନସିକ ଓ ଶାରୀରିକ ନିର୍ଯାତନା…
ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍ସାରରେ ମିଳିଲାନି ରକ୍ତ
ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍ସାର ରକ୍ତଭଣ୍ଡାରରେ…
ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…
ଇସଲାମାବାଦ୍,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ…
ବଢୁଛି ଖରା, ଜମୁଛି ତାଳସଜ ବେପାର
ପଦ୍ମପୁର,୧୨ା୫ (ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ର ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି…
କରାଚୀ ଆକ୍ରମଣ ପାଇଁ ନୌସେନାର କିଭଳି ରହିଥିଲା ପ୍ରସ୍ତୁତ ଜାଣନ୍ତୁ…
ନୂଆଦିଲ୍ଲୀ,୧୧ା୫: ଅପରେଶନ ସିନ୍ଦୂର ବେଳେ ନୌସେନାର ଯୁଦ୍ଧଜାହାଜ ଆରବ ସାଗରରେ ମୁତୟନ ଥାଇ କରାଚୀ ଉପରେ ଆକ୍ରମଣ ନିମନ୍ତେ ପ୍ରସ୍ତୁତ ରହିଥିଲା। ଭାରତୀୟ ଯୁଦ୍ଧଜାହାଜର ଉପସ୍ଥିତି ଯୋଗୁ ପାକିସ୍ତାନୀ ନୌସେନା ଆଗକୁ ବଢ଼ି ନ ପାରି ଏହାର ଉପକୂଳରେ ରହିବାକୁ ବାଧ୍ୟ…
ଦୀପିକା, ସାଲୁଙ୍ଖେଙ୍କୁ ବ୍ରୋଞ୍ଜ, ଭାରତକୁ ୭ ପଦକ
ଶାଙ୍ଘାଇ,୧୧ା୫: ଭାରତର ସବୁଠୁ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ପାର୍ଥ ସାଲୁଙ୍ଖେ ଆର୍ଚେରୀ ଓ୍ବାଲର୍ଡକପ୍ ଷ୍ଟେଜ-୨ରେ ରବିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ଟୁର୍ନାମେଣ୍ଟରେ ଭାରତ ମୋଟ ୭ ପଦକ ସହ ଅଭିଯାନ ଶେଷ କରିଛି। ଏଥିପୂର୍ବରୁ କମ୍ପାଉଣ୍ଡ ତୀରନ୍ଦାଜମାନେ…
ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ
ରେଢାଖୋଲ,୧୧ା୫(ଅଚ୍ୟୁତାନନ୍ଦ ପୁରୋହିତ): ସ୍ବାମୀଙ୍କ ମାଡରେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ମା’ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ବୌଦ୍ଧ ଥାନା ଟାଙ୍ଗରପାଲି ଗ୍ରାମର ମୂଳବାସିନ୍ଦା ମା’ ଗୁରୁବାରୀ ବେହେରା କରିଥିବା…
ବିନା ସର୍ତ୍ତାବଳୀରେ ୟୁକ୍ରେନ୍ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ୍ଙ୍କ ପ୍ରସ୍ତାବ
ମସ୍କୋ,୧୧ା୫: ବିନା ସର୍ତ୍ତାବଳୀରେ ୟୁକ୍ରେନ୍ ସହ ଆସନ୍ତା ୧୫ରେ ଇସ୍ତାନବୁଲ୍ରେ ସିଧାସଳଖ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ରବିବାର ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏହାକୁ ସ୍ବାଗତ କରିଥିବା ବେଳେ ମସ୍କୋ ପ୍ରଥମେ ଅସ୍ତ୍ରବିରତି…
ସ୍ମୃତି ମନ୍ଧାନାଙ୍କ ଶତକ: ଭାରତ ଚାମ୍ପିୟନ
କଲମ୍ବୋ,୧୧ା୫: ସ୍ମୃତି ମନ୍ଧାନାଙ୍କ ଶତକ ଓ ସ୍ନେହ ରାଣାଙ୍କ ୪ ଉଇକେଟ ସଫଳତା ବଳରେ ଭାରତୀୟ ମହିଳା ଦଳ ୯୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଚାମ୍ପିୟନ ହୋଇଛି। ଭାରତ ଦ୍ୱାରା ପ୍ରଦତ୍ତ ୩୪୩ ରନର ବିଶାଳ ଟାର୍ଗେଟ…
Archives


