ଆସିଲା ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗ ଆସିଲା: ଜାଣନ୍ତୁ ଭାରତର କେଉଁ ଖେଳାଳି କେଉଁ ସ୍ଥାନରେ..
ଦୁବାଇ,୧୩ା୫: ଭାରତର ଷ୍ଟାଇଲିସ ଓପନର ସ୍ମୃତି ମନ୍ଧାନା ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ସ୍ଥାନ ନିକଟତର ହୋଇଛନ୍ତି। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଗୋଟିଏ…
ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ…
ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଏହାଦ୍ୱାରା ୩ ରାଶିର…
CBSE ପରୀକ୍ଷାରେ ରାମକୃଷ୍ଣ ବିଦ୍ୟାମନ୍ଦିରର ପାଇଁ ସଫଳତା: ବିଶାଳଲକ୍ଷ୍ମୀ ଟପ୍ପର
କୋରାପୁଟ,୧୩।୫(ଅମିତାଭ ବେହେରା): ସିବିଏସ୍ଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କୋରାପୁଟସ୍ଥିତ ରାମକୃଷ୍ଣ ବିଦ୍ୟାମନ୍ଦିରର ଶତ ପ୍ରତିଶତ ଛାତ୍ରୀଛାତ୍ର ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଉକ୍ତି ବିଦ୍ୟାଳୟର ଛାତ୍ରୀ ବିଶାଳଲକ୍ଷ୍ମୀ ଜେଠୀ ୯୫ ପ୍ରତିଶତ ମାର୍କ ରଖି…
ୟୁଟର୍ନ ନେଲେ ଟ୍ରମ୍ପ! ଏବେ ପାକିସ୍ତାନ ସହ ଫାଇନାଲ…
ନୂଆଦିଲ୍ଲୀ,୧୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ନିଶ୍ଚିତ ଭାବରେ ପାକିସ୍ତାନକୁ କିଛି ମୁହୂର୍ତ୍ତ ପାଇଁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ଏହି ଆଶ୍ୱସ୍ତି 24 ଘଣ୍ଟା ପାଇଁ…
୧୭ରୁ ଆଇପିଏଲ୍ ପୁନଃ ଆରମ୍ଭ: ଫେରିବେ ବିଦେଶୀ ଖେଳାଳି
ନୂଆଦିଲ୍ଲୀ,୧୩ା୫: ଆସନ୍ତା ୧୭ ତାରିଖରୁ ପୁଣି ଆରମ୍ଭ ହେବ ଆଇପିଏଲ୍। ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଲାଗି ବିସିସିଆଇ ଓ ଆଇପିଏଲ୍ ଫ୍ରାଞ୍ଚାଇଜ ପକ୍ଷରୁ ବିଦେଶୀ ବୋର୍ଡ ଉପରେ ଚାପ ପକାଯାଉଛି। ବିସିସିଆଇ ପକ୍ଷରୁ ଆଇପିଏଲ୍ ସିଓଓ ହେମଙ୍ଗ ଆମିନଙ୍କୁ ବ୍ୟକ୍ତିଗତ ଭାବେ…
ପାକିସ୍ତାନକୁ ଚିଡ଼ାଇଲେ ଓଓ୍ବାଇସି: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଶରିଫ-ମୁନିରଙ୍କୁ ପଚାରିଦେଲେ ଏମିତି ପ୍ରଶ୍ନ
ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଆଦମପୁରସ୍ଥିତ ଭାରତୀୟ ବାୟୁସେନାର ଷ୍ଟେଶନରେ ଯବାନମାନଙ୍କୁ ଭେଟିଛନ୍ତି। ପୂର୍ବରୁ ପାକିସ୍ତାନ ଏହି ଏୟାରବେସ୍କୁ କ୍ଷତି ପହଞ୍ଚାଇଥିବା ଡିଣ୍ଡିମ ପିଟି ଆସୁଥିବା ବେଳେ ମୋଦିଙ୍କ ଏହି ଗସ୍ତ ପରୋକ୍ଷ ସମ୍ବାଦ ଦେଉଥିବା କୁହାଯାଉଛି। ଏସବୁ…
ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା
ବୃନ୍ଦାବନ,୧୩।୫: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର ଭିଡିଓ…
ଭାରତର ବଡ଼ ଆକ୍ସନ, ପାକିସ୍ତାନକୁ ଚେତାବନୀ ଦେବା ଶୁଣି ବାଂଲାଦେଶରେ ଭୂକମ୍ପ!
ନୂଆଦିଲ୍ଲୀ,୧୩।୫: ମହମ୍ମଦ ୟୁନୁସ ବାଂଲାଦେଶର କମାଣ୍ଡ ଗ୍ରହଣ କରିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହେବାରେ ଲାଗିଛି। ମହମ୍ମଦ ୟୁନୁସ ଭାରତର ଅନୁଗ୍ରହକୁ ଭୁଲି ପାକିସ୍ତାନ ଏବଂ ଚାଇନା ସହିତ ହାତ ମିଳାଇଛନ୍ତି। କିନ୍ତୁ ଭାରତ ମଧ୍ୟ ଏପରି…
ଲୋକ ସଭା ଏମ୍ପିଙ୍କୁ ଭେଟିଲେ ପ୍ରତିନିଧି ଦଳ
ରିଷିଡା,୧୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳସ୍ଥରୀୟ ଏକ କମିଟି କଳାହାଣ୍ଡି ଏମ୍ପି ମାଳବିକା ସିଂଦେଓଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିଗୁଡିକ ମଧ୍ୟରେ ରିଷିଡା ଫଟାମୁଣ୍ତା ପାଣିଟାଙ୍କି ଛକ ଓ…
ଶୁଖାଉଥିଲେ ଲୁଗା: କରେଣ୍ଟ ଲାଗି ଚାଲିଗଲା ମା’, ପୁଅଙ୍କ ଜୀବନ
ତେଲକୋଇ,୧୩।୫: କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କରେଣ୍ଟ ଲାଗି ଶିଶୁ ପୁତ୍ରଙ୍କ ସହ ମା’ଙ୍କ ମୃତ୍ୟୁ ଘଟିଛି। ଲୁଗା ଶୁଖାଉଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟପକ୍ଷେ ମା’ପୁଅଙ୍କୁ ବଞ୍ଚାଇବାକୁ…
ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ
ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): କେନ୍ଦ୍ରସରକାର ଡାକ ବିଭାଗକୁ ଆଧୁନିକୀକରଣ କରୁଛନ୍ତି। ତେଣୁ ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜ୍ୟର ସମସ୍ତ ଡାକ ଘରେ ଆଇଟି ୨.୦ ନୂଆ ସଫ୍ଟୱେର ବ୍ୟବହାର ହେବ । ଫଳରେ କର୍ମଚାରୀମାନେ ଏଣିକି ଗୋଟିଏ ସଫ୍ଟୱେରରେ ହିଁ ସମସ୍ତ…
ନଦୀରୁ ମିଳିଲା ବୋଉଳା କୁମ୍ଭୀରର ମୃତଦେହ
ରାଜନଗର,୧୩।୫(ଭାଷ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ବ୍ରାହ୍ମଣୀନଦୀର ଶାଖା କାଚିଆ ନଦୀ ଶିଳପୋଖରୀ ଗାଁ ନିକଟରୁ ମଙ୍ଗଳବାର ଏକ ବୋଉଳା କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି। କୁମ୍ଭୀରଟି ୪.୮ ଫୁଟ ଲମ୍ବ ଥିବା…
Archives


