Home Left

ଅମିତ ଶାହଙ୍କ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ହେବ ମୁକ୍ତ

ନୂଆଦିଲ୍ଲୀ,୨୧।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଗତ…

ସଂସଦରେ ଜେପି ନଡ୍ଡାଙ୍କୁ ସାଂଘାତିକ ପ୍ରଶ୍ନ ପଚାରିଦେଲେ ହେମା ମାଳିନୀ, ସମସ୍ତେ କାବା

ନୂଆଦିଲ୍ଲୀ,୨୧।୩: ଲୋକ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭାଜପା ଏମପି ହେମା ମାଳିନୀ ଆଜି ସଂସଦରେ ନିଜ ଦଳର ନେତାଙ୍କୁ ଘେରିଥିଲେ। ସେ କେନ୍ଦ୍ରର ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଉପରେ ଏକ ପ୍ରଶ୍ନ ଉଠାଇଥିଲେ। ମଥୁରା ଏମପି ହେମା…

ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ବଡା ପାଓ୍ବ, ବିଲ ଗେଟ୍ସଙ୍କୁ ବି ପସନ୍ଦ…

ନୂଆଦିଲ୍ଲୀ,୨୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସନ୍ତି। ତାଙ୍କୁ ପୂର୍ବରୁ ମଧ୍ୟ ଏଠାରେ ଦେଖାଯାଇଥିଲା, ମଜାଦାର କଥା ହେଉଛି ସେ ସଚିନ ତେନ୍ଦୁଲକରଙ୍କ ସହ ବଡା-ପାୱର ମଜା କରୁଥିବାର ଦେଖାଯାଇଥିଲା। ଅନୁମାନ…

କୋର୍ଟକୁ ଯିବା ପୂର୍ବରୁ କାହିଁକି ଚିତ୍କାର କରିଥିଲେ ଚହଲଙ୍କ ଏକ୍ସ ଓ୍ବାଇଫ, ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୧।୩: ବାନ୍ଦ୍ରା କୋର୍ଟ ଯାଉଥିବା ସମୟରେ ଧନଶ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକାଶିତ କ୍ଲିପରେ, ଭିଡ଼ ଯୋଗୁଁ ଜଣେ ମହିଳା ତଳେ ପଡ଼ିଯିବା ପରେ ଧନଶ୍ରୀ ନିଜର ଶାନ୍ତତା ହରାଇ ପାପାରାଜିଙ୍କ ଉପରେ ରାଗି ଯାଇଛନ୍ତି।…

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଊଦ୍ଧାର କରି…

ଏସବୁ ମୁସଲିମ ଦେଶରେ ଭରି ରହିଛି ସୁନାଖଣି, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୩: ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କା ଅତିକ୍ରମ କରିଛି। ସୁନା ମୂଲ୍ୟ ପୂର୍ବରୁ କେବେ 90,000 ଟଙ୍କା ଅତିକ୍ରମ କରିନାହିଁ। ସୁନା ମୂଲ୍ୟ ନିଶ୍ଚିତ ଭାବରେ ଶେୟାର ବଜାରକୁ ପ୍ରଭାବିତ କରୁଛି। ଏହା ବ୍ୟତୀତ,…

ଛେଚିବ କୁଆପଥର ବର୍ଷା: ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୧ା୩: ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୯ ଜିଲାରେ କୁଆପଥର ବର୍ଷା ନେଇ ଅନୁମାନ କରାଯାଛି। ଏହାସହ ୩ ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ୧୧ ଜିଲାକୁ ଝଡ…

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏବେ ଆଉ ଏକ ଭିଡିଓ ଇଣ୍ଟରନେଟ ୟୁଜର୍ସଙ୍କୁ କ୍ରୋଧିତ କରିଛି। ପାକିସ୍ତାନ ସୁପର ଲିଗ…

ସୁନିତା ୱିଲିୟମ୍ସ-ବୁଚ ୱିଲମୋରଙ୍କୁ ମିଳିବନି ଓଭରଟାଇମ ପେମେଣ୍ଟେ: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୨୧।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ମହାକାଶରେ ଅଧିକ ସମୟ ବିତାଇବା ପାଇଁ କୌଣସି ଓଭରଟାଇମ ପେମେଣ୍ଟେ ଦିଆଯିବ ନାହିଁ। ନାସାର ନିୟମ ଅନୁଯାୟୀ, ସୁନିତା ଏବଂ ବୁଚ ୱିଲମୋର ସେମାନଙ୍କର ଅପ୍ରତ୍ୟାଶିତ ଭାବରେ…

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ । ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ…

୩୦ ହଜାର ଟଙ୍କା ଅଧିକ ଦରମାରେ ଆସି ପଶ୍ଚାତାପ କଲେ କର୍ମଚାରୀ, ସୋସିଆଲ ମିଡିଆରେ କହିଲେ ମୁଁ ବରବାଦ ହୋଇଗଲି

ଅଧିକାଂଶ ଟେକ୍‌ ପ୍ରଫେଶନାଲ ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରେ କାମ କରନ୍ତି ଏବଂ ମାସିକ ମୋଟା ଅଙ୍କର ଦରମା ବି ପାଆନ୍ତି। ବେଙ୍ଗାଲୁରୁ ଏହି ଟେକ୍‌ ପ୍ରଫେଶନାଲମାନଙ୍କ ଜୀବନଶୈଳୀ ମଧ୍ୟ ସାଧାରଣ କର୍ମଜୀବୀ ଲୋକଙ୍କ ତୁଳନାରେ ବହୁତ ଉଚ୍ଚମାନର। ପ୍ରତିବର୍ଷ ଅନେକ…

SC, ST ଇଞ୍ଜିନିୟରଙ୍କ ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ସ୍ଥଗିତ

କଟକ,୨୧ା୩: ସାଧାରଣ ବର୍ଗର ଇଞ୍ଜିନିୟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି, ଓଡ଼ିଶା ହାଇକୋର୍ଟ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପଦବୀରେ ପଦୋନ୍ନତି ପ୍ରଦାନ ପାଇଁ ପୂର୍ତ୍ତ ବିଭାଗର ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ସୁପାରିଶ କ୍ରମେ ପ୍ରସ୍ତୁତ ଚୟନ ତାଲିକାର କାର୍ଯ୍ୟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri