ସାରା ଦେଶରେ ପୋଲିସ ପାଇଁ ସମାନ ପୋଷାକ
ଭୁବନେଶ୍ୱର,୩୧ା୧୦(ରବିନାରାୟଣ ଜେନା): ସାରା ଦେଶରେ ପୋଲିସ ସେବାରେ କାର୍ଯ୍ୟରତ କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଡିଏସ୍ପିଙ୍କ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ପୋଷାକ ପିନ୍ଧିବେ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତିକ୍ରମେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଦାଦନ: ସମସ୍ୟା ନୁହେଁ, ଦୁଃଖ
ନୂଆପଡ଼ା,୩୧ା୧୦(ପୀତାମ୍ବର ସାହୁ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଘୋଷଣା ପରଠାରୁ ଯଦିଓ ବିଭିନ୍ନ ଦଳର ନେତାମାନେ ବଡ଼ ଗାଡ଼ି ଧରି ଏଠାକାର ମୁଖ୍ୟ ରାସ୍ତାରେ ବାରମ୍ବାର ଏପାଖସେପାଖ ହୋଇ ନିଜ ଉପସ୍ଥିତି ଦେଖାଉଛନ୍ତି, ତଥାପି ବାସ୍ତବ ସମସ୍ୟା ଭିତରକୁ ପଶିବାର ଆଗ୍ରହ ସେମାନଙ୍କଠାରେ…
ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରି ଶ୍ରଦ୍ଧାଳୁ ହେଉଛନ୍ତି ଆନନ୍ଦିତ
ସାକ୍ଷୀଗୋପାଳ,(୩୧ା୧୦): ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ…
ମ୍ୟାଚ୍ ବିଜୟୀ ଇନିଂସ ପରେ କାନ୍ଦି ପକାଇଲେ ଜେମିମାହ ରଡ୍ରିଗ୍ସ; ଖୁଲାସା କଲେ ରଣନୀତି
ନବୀ ମୁମ୍ବାଇ,୩୧।୧୦: ଅଷ୍ଟ୍ରେଲିଆକୁ ୫ ଉଇକେଟ୍ରେ ହରାଇ ଭାରତ ମହିଳା ବିଶ୍ୱକପ୍ ଫାଇନାଲ୍କୁ ପ୍ରବେଶ କରିଛି। ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ। ଅଷ୍ଟ୍ରେଲିଆ ବିଦାୟ ନେବାରୁ ନୂଆ ଚାମ୍ପିଅନ୍ ହେବ। ଜେମିମାହ ରଡ୍ରିଗ୍ସ ୧୩୪ ବଲ୍ରେ ଅପରାଜିତ ୧୨୭…
ଏଇ ଭାରତରେ
ପ୍ରଦୂଷିତ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ସହ ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଅନେକେ ମଧ୍ୟ କୌଣସି କାରଣରୁ ଆହତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଶିକାରୀଙ୍କୁ ରୋକିବା…
ଅରାଜକତା ବନାମ ମାନବାଧିକାର
ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ଘଟିଥିବା ଅରାଜକତାକୁ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କଲେ ତାହା ଭାରତ ପାଇଁ ଅନୁକୂଳ ନ ଥିଲା। ପ୍ରତିଟି ଦେଶରେ ଚାଇନା ତା’ର ବିସ୍ତାରବାଦୀ ରଣକୌଶଳର ପ୍ରୟୋଗ କରି ସଫଳ ହୋଇଛି। ଚାଇନା ପ୍ରଥମରୁ ପାକିସ୍ତାନ ସହ…
ଜୀବର ସ୍ବରୂପ
ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା ୨୦ରେ କୁହାଯାଇଛି ”ଦ୍ରଷ୍ଟା ଦୃଷ୍ଟିମାତ୍ରଃ ଶୁଦ୍ଧୋପି ପ୍ରତ୍ୟୟାନୁପଶ୍ୟ।“ ଏହାର ଅର୍ଥ ଚେତନ ପୁରୁଷ ବା ଜୀବାତ୍ମା ଶୁଦ୍ଧ, ନିର୍ମଳ ଓ ନିର୍ବିକାର ହେଲେ ମଧ୍ୟ ତ୍ରିଗୁଣାତ୍ମକ ବୁଦ୍ଧି ସାହାଯ୍ୟରେ ଜ୍ଞାନପ୍ରାପ୍ତ ହୋଇ…
ପିଢ଼ିଗତ ପରିବର୍ତ୍ତନର ସୁଯୋଗ
ଏବେ ସଂଘର୍ଷ, ବାଣିଜ୍ୟ ଯୁଦ୍ଧ, ଅସମାନତା ଏବଂ ଗଣତନ୍ତ୍ରର ଅଧୋଗତି ଶୀର୍ଷକ ଖବର ଅଧିକ ପ୍ରକାଶ ପାଉଛି। ସଙ୍କଟ ପରେ ସଙ୍କଟ ସୃଷ୍ଟିହେବାରେ ଲାଗିଛି ଏବଂ ମନେହେଉଛି ସତେ ଯେମିତି ବିଶ୍ୱ ଅଲଗା ହୋଇଯାଉଛି। ପାଶ୍ଚାତ୍ୟ ନେତା ଓ ବିଶେଷଜ୍ଞମାନେ ଏହିସବୁ…
IPLକୁ ଫେରିବେ ଯୁବରାଜ ସିଂ! ଏହି ଦଳରେ ଦେବେ ଯୋଗ, ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୧୦: ପୂର୍ବ ସିଜିନ ତୁଳନାରେ IPL ୨୦୨୬ରେ ଅନେକ ପରିବର୍ତ୍ତନ ହେବାର ଆଶା କରାଯାଉଛି। ଅଭିଷେକ ନାୟାରଙ୍କୁ କୋଲକାତା ନାଇଟ ରାଇଡର୍ସ (KKR) ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। କେନ ୱିଲିୟମ୍ସନ ଏବଂ ଭାରତ ଅରୁଣଙ୍କୁ ଚୁକ୍ତିବଦ୍ଧ କରିସାରିଥିବା ଲକ୍ଷ୍ନୌ ସୁପର…
ଡିଜିଟାଲ ଆରେଷ୍ଟରେ ୧.୨ କୋଟି ହରାଇଲେ ବୃଦ୍ଧ: ଆଉ ତା’ପରେ ଯାହା ଘଟିଲା…
ପୁଣେ,୩୦ା୧୦: ଡିଜିଟାଲ ଆରେଷ୍ଟ ସାଇବର ଠକେଇରେ ଫସି ମାସେ ତଳେ ୧.୨ କୋଟି ଟଙ୍କା ହରାଇଥିବା ପୁଣେର ୮୩ ବର୍ଷୀୟ ବ୍ୟକ୍ତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ଠକମାନେ ନିଜକୁ ପୋଲିସ ଓ ସିବିଆଇ ଅଫିସରର ପରିଚୟ ଦେଇ ଉକ୍ତ ଅବସରପ୍ରାପ୍ତ ସରକାରୀ…
ଫାଇନାଲରେ ପହଞ୍ଚାଇଲେ ଜେମିମା
ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର…
ଡେଲିଭରି ଏଜେଣ୍ଟଙ୍କୁ କାର୍ ମଡ଼ାଇ ହତ୍ୟା କଲେ ଦମ୍ପତି, ଜାଣନ୍ତୁ ହତ୍ୟା ପଛର କାରଣ…
ବେଙ୍ଗାଲୁରୁ,୩୦ା୧୦: ଜଣେ ଡେଲିଭରି ଏଜେଣ୍ଟଙ୍କ ବାଇକ୍କୁ ପିଛାକରି କାର୍ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ଏକ ଦମ୍ପତିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗତ ୨୫ ତାରିଖ ରାତିରେ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀରାମ…

