Home Left

ସାଙ୍ଗ ହୋଇ ଖେଳୁ ଥିଲେ: ହେଲା ବଜ୍ରପାତ

ପାଇକମାଳ,୧୫।୫(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ ପୁରେନା ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତ ଧରୁଆ (୮)। ଗୁରୁବାର ଅପରାହ୍ନ ୩ଟାରେ ପୁରେନା ଗ୍ରାମର ରଞ୍ଜିତଙ୍କ ସମେତ ଓ ସନୋ ଦନସନା…

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସରକାରୀ ସୂତ୍ରଗୁଡ଼ିକ ଗୁରୁବାର (୧୫ ମଇ, ୨୦୨୫) ଏହି…

ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍‌, ଆଉ ତା’ପରେ…

ବରପାଲି,୧୫।୫(ଚିତ୍ତରଞ୍ଜନ ସାହୁ): ବାପାଙ୍କ ଦଶାହ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିବା ବେଳେ ବରପାଲି ନିକଟ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୁ ସା(୩୫)।…

ସ୍ତ୍ରୀ’ ମୃତ୍ୟୁପରେ ପୁଅ-ଝିଅଙ୍କୁ ବିଷ ପିଆଇ ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି

ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ…

୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ନୂଆପଡ଼ା,୧୫ା୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସିଳଭା ଗାଁରେ ୨୦୧୭ ଜାନୁଆରୀ ୧୫ରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। କପିଲ ଶବର (୫୦) ଓ ଅନ୍ୟ ଏକ ପରିବାରର ୫ ଜଣ…

ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର

ନୂଆଦିଲ୍ଲୀ,୧୫ା୫: ଇଂଲଣ୍ଡର ବିସ୍ଫୋରକ ଉଇକେଟକିପର ବ୍ୟାଟର ଜସ ବଟଲର ଗୁଜରାଟ ଟାଇଟନ୍ସ (ଜିଟି) ଲାଗି ଅନ୍ତିମ ୩ ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ହେଲେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଟି୨୦ ସିରିଜ୍‌ ଖେଳିବାକୁ ଥିବାରୁ ସେ ପ୍ଲେଅଫ୍ସ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ…

ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ

ହାଇଦ୍ରାବାଦ,୧୫।୫: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ ଧୋଇ ତାହାକୁ ଗାମୁଛାରେ ପୋଛାଯିବାର ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ଓ…

ତୁର୍କୀରେ ଭୂମିକମ୍ପ: ଦେଶକୁ ଥରାଇଦେଲା ୫.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଇସ୍ତାନବୁଲ,୧୫।୫: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ୫.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଥରାଇ ଦେଇଛି। ରିକ୍ଟର ସ୍କେଲରେ ୫.୨ ମାପରେ ଏହି ଭୂକମ୍ପ ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି। ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ଏଜେନ୍ସି…

ପୁଣିଥରେ ତୁର୍କୀକୁ ବଡ଼ ଝଟକା ଦେଲା ଭାରତ! ବାତିଲ କଲା…

ନୂଆଦିଲ୍ଲୀ,୧୫।୫: ଆତଙ୍କବାଦର କେନ୍ଦ୍ର ଭାବରେ ଜଣାଶୁଣା ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ମିଳିଛି। ଏହି ସମୟରେ, ତୁର୍କୀକୁ ଏକ ବଡ଼ ଝଟକା ଦେଇ, ଭାରତ ତୁରନ୍ତ ପ୍ରଭାବରୁ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଦେଇଛି।…

‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର…

୨୦ରୁ ରବି ଧାନ ପାଇଁ ଖୋଲିବ ମଣ୍ଡି

ଭବାନୀପାଟଣା,୧୫ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଆସନ୍ତା ୨୦ ତାରିଖରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିବ। ଏହା ପୂର୍ବରୁ ଗୁରୁବାର ସାରେ ଜିଲାପାଳ ପାୱାର ସଚିନ ପ୍ରକାଶ ଭବାନୀପାଟଣାସ୍ଥିତ ଟାଉନ ହଲଠାରେ ଏକ ଜରୁରୀ ବୈଠକ କରିଛନ୍ତି। ଏଥିରେ…

ଅବୈଧ ପ୍ରେମସମ୍ପର୍କକୁ ନେଇ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri