ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ନେଇ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ:୩୯୦ ଛାତ୍ରୀଛାତ୍ର ବୁଲିଲେ …
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ସକାଶେ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭାରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ…
ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି…
ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ବ୍ଲକ୍ ଅଧ୍ୟକ୍ଷ ଖମାରୀ ସୋମବାର ଖବରଦାତା…
୨୦୨୬ ଫିଫା ବିଶ୍ୱକପ୍ ଖେଳିବ ନ୍ୟୁଜିଲାଣ୍ଡ
ଅକ୍ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍ ଖେଳିବ। ସୋମବାର ଓସେନିଆ କନ୍ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍ରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରିଛି। ଏହାକୁ ମିଶାଇ…
ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲା: ୪ ସପ୍ତାହରେ ଜବାବ ମାଗିଲେ ଆହ୍ଲାବାଦ ହାଇକୋର୍ଟ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧…
ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ …
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମା ’ ରତନେଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଆୟୋଜିତ ସମ୍ମିଳନୀରେ ପାର୍ଟିର…
ୟୁନାଇଟେଡ୍ ଓ୍ବାଲର୍ଡ ରେସଲିଂ ଏସିଆ ବ୍ୟୁରୋ ସଦସ୍ୟ ଭାବେ ସଞ୍ଜୟ ସିଂ ନିର୍ବାଚିତ
ଅମ୍ମାନ(ଜର୍ଡାନ),୨୪ା୩: ଡବ୍ଲ୍ୟୁଏଫ୍ଆଇ ସଭାପତି ସଞ୍ଜୟ କୁମାର ସିଂ ସୋମବାର ୟୁନାଇଟେଡ୍ ଓ୍ବାଲର୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)-ଏସିଆର ବ୍ୟୁରୋ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ପକ୍ଷରୁ ଘୋଷଣା କରାଯାଇଛି। ଅମ୍ମାନଠାରେ ୟୁଡବ୍ଲ୍ୟୁଡବ୍ଲ୍ୟୁ-ଏସିଆର ସାଧାରଣ ବୈଠକରେ ନିର୍ବାଚନ…
ହତ୍ୟାକାରୀଙ୍କୁ ୭ବର୍ଷ ଜେଲ
କେନ୍ଦୁଝର,୨୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝର ଏଡିଜେ ମମିତା ଦାସ ଦୈତାରୀ ଗ୍ରାମର ଅଭିଯୁକ୍ତ ସୁନାରାମ ମାଝୀ(୩୫)ଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ…
ସମାଜରୁ ଅନ୍ଧବିଶ୍ୱାସ ଦୂର ହେବା ଜରୁରୀ: ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ସାଙ୍ଗଠନିକ ସଭା
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଖେମୁଣ୍ଡି ଅଞ୍ଚଳ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ବର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମରେ ଅନୁଷ୍ଠିତ ସଭାରେ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ…
ଆଶାକର୍ମୀ ସଂଘର ୯ ଦଫା ଦାବିପତ୍ର: ମାସିକ ଭତ୍ତା ୧୮ହଜାର ଟଙ୍କା କରାଯାଉ ବୃଦ୍ଧି
କର୍ଲାମୁଣ୍ଡା,୨୪ା୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ଧରୁଆଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ…
କଣ୍ଟିଲୋ ନୀଳମାଧବଙ୍କୁ ପୂଜା କଲେ ରାଷ୍ଟ୍ରପତି
ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ୍ସ ଓ୍ବାଇଫଙ୍କ ବିକିନି ଅବତାର ଖୁବ ଚର୍ଚ୍ଚାରେ, ଫ୍ୟାନ୍ସ କହିଲେ…
ନୂଆଦିଲ୍ଲୀ,୨୪।୩: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ IPL ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ତଥାପି, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ରିକେଟ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି, ତାଙ୍କ ପୂର୍ବତନ ପତ୍ନୀ ନତାସା ଷ୍ଟାନକୋଭିକ ତାଙ୍କ ସାହସିକତା ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି।…
ଓଜନ କମାଇବାର ଜାପାନୀ ଫର୍ମୁଲା: ଏହି ଜାଦୁଗରୀ ଅଭ୍ୟାସରେ ତୁରନ୍ତ ହ୍ରାସ ପାଇବ ଓଜନ
ବିଶ୍ୱର ସୁସ୍ଥ ଦେଶ ମାନଙ୍କ ମଧ୍ୟରେ ଜାପାନ ବହୁତ ଆଗରେ ରହିଥାଏ। ଏଠାକାର ଲୋକେ ପତଳା ହେବା ସହିତ ବହୁତ ପରିଶ୍ରମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଜାପାନୀ ଲୋକଙ୍କର ଖାଇବା ପିଇବା ଅଭ୍ୟାସ ସମ୍ପର୍କରେ, ଯାହାକୁ ଆପଣାଇ ଆପଣ ମଧ୍ୟ…
Archives


