ଆଜି ରାତି ଅଧରୁ ବଦଳିବ ବ୍ୟାଙ୍କ ନିୟମ! ଏବେ କେମିତି ଉଠାଇବେ ଟଙ୍କା?
ନୂଆଦିଲ୍ଲୀ,୩୧।୧୦: ଆପଣଙ୍କର SBI, PNB, Canara ବ୍ୟାଙ୍କ ଭଳି ସରକାରୀ ବ୍ୟାଙ୍କ କିମ୍ବା HDFC ସମେତ ଯେକୌଣସି ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଥାଉ ନା କାହିଁକି, ବ୍ୟାଙ୍କ ଆକାଉଣ୍ଟ ସହିତ ଜଡିତ ଅନେକ ନିୟମ ୧ ନଭେମ୍ବର ୨୦୨୫ଠାରୁ ପରିବର୍ତ୍ତନ ହେବ।…
ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ: ଅଭିଷେକଙ୍କୁ ଛାଡ଼ି ସମସ୍ତେ ଫ୍ଲପ୍
ମେଲବୋର୍ଣ୍ଣ,୩୧।୧୦: ଦ୍ୱିତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୧୨୬ ରନ୍ର ଟାର୍ଗେଟ ଦେଇଛି। ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ୧୮.୪ ଓଭରରେ ଭାରତକୁ ୧୨୫ ରନ୍ରେ ଅଲଆଉଟ କରିଥିଲା। ଭାରତର ଆରମ୍ଭ ଖରାପ ଥିଲା। ୫୦…
ନୂଆପଡ଼ା ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଭିଡିଓ ବାର୍ତ୍ତା ଦେଲେ ନବୀନ, ଶୁଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,୩୧।୧୦: ନୂଆପଡ଼ା ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ଭିଡିଓ ବାର୍ତ୍ତା । ଆସନ୍ତା ୩ ତାରିଖରେ ସେ କୋମନା ଯିବେ ବୋଲି କହିବା ସହିତ ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି…
ବିଜେଡି ନେତାଙ୍କ ଭଡ଼ା ଘରେ ପଶିଲେ ନିର୍ବାଚନ ଅଧିକାରୀ: ଆଉ ତା’ପରେ…
ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା…
ବୀମା ଟଙ୍କା ପାଇବାକୁ ଚୋରି ନାଟକ, ୟୁଟ୍ୟୁବ୍ରୁ ଶିଖିଥିଲେ କୌଶଳ, ଏମିତି ପଡ଼ିଲେ ଧରା…
ଭୁବନେଶ୍ୱର,୩୧ା୧୦(ସତ୍ୟଜିତ ରାଉତ): ବ୍ୟବସାୟରେ କ୍ଷତି ହେବାରୁ ଦେଇପାରୁ ନ ଥିଲେ ଦୋକାନ ଭଡ଼ା। ଋଣଭାର ଏତେ ବଢ଼ିଯାଇଥିଲା ଯେ, ଏହାକୁ ପରିଶୋଧ କରିବାକୁ ଚିନ୍ତାରେ ପଡ଼ିଥିଲେ। ଏସବୁ ସମସ୍ୟାରୁ ମୁକୁଳିବାକୁ ଯାଇ ବାଛିଥିଲେ ଅପରାଧର ବାଟ। ବୀମା ଟଙ୍କା ପାଇଁ ନିଜ…
୨୦ ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା: କୋରାପୁଟକୁ ୭ ପଦକ
କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ…
EPFOରୁ କିଭଳି ବାହାର କରିବେ ଟଙ୍କା? ଜାଣନ୍ତୁ ସବୁଠାରୁ ସହଜ ଉପାୟ, ୩ ଦିନରେ ଆକାଉଣ୍ଟକୁ ଆସିଯିବ…
ନୂଆଦିଲ୍ଲୀ,୩୧।୧୦: ଯଦି ଆପଣ ଜଣେ ବେତନଭୋଗୀ କର୍ମଚାରୀ, ତେବେ ଆପଣଙ୍କର PF ନିଶ୍ଚିତ କଟୁଥାଇପାରେ। ଏହା ହେଉଛି ପ୍ରତି ମାସରେ ଆପଣଙ୍କ ଦରମାରୁ କଟାଯାଉଥିବା ପରିମାଣ ଏବଂ ଆପଣଙ୍କ କମ୍ପାନୀ ମଧ୍ୟ ଏଥିରେ ଯୋଗଦାନ କରେ। ଏହା ଏକ ପ୍ରକାର ସଞ୍ଚୟ…
୭ ନଭେମ୍ବରରୁ ୩୧ ଡିସେମ୍ବର ପାଣି ଯୋଗାଣ ହେବ ବନ୍ଦ
ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ): ହୀରାକୁଦ ସେଚାଞ୍ଚଳ ଅଧୀନ ସମସ୍ତ କେନାଲରେ ଆସନ୍ତା ନଭେମ୍ବର ମାସ ୭ ତାରିଖରୁ କେନାଲ ପାଣି ଯୋଗାଣ ବନ୍ଦ ରହିବ । ଖରିଫ ଧାନ ଫସଲ ଅମଳ ଏବଂ ବିଭିନ୍ନ ଉନ୍ନୟନ କାମ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି…
ବୀମା ଟଙ୍କା ପାଇଁ ପ୍ରେମିକ ସହ ମିଶି ପୁଅକୁ ହତ୍ୟା କଲେ ମା’
କାନପୁର,୩୧।୧୦: ଉତ୍ତର ପ୍ରଦେଶର କାନପୁର ଦେହାତରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକ ନିଜ ୨୩ ବର୍ଷୀୟ ପୁଅକୁ ପିଟି ପିଟି ହତ୍ୟା କରିବା ପରେ ଏହାକୁ ଏକ ସଡ଼କ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଛନ୍ତି। ପୁଅ ସେମାନଙ୍କ ସମ୍ପର୍କକୁ…
‘କୃଷକଙ୍କ ଅଧିକାର ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ସର୍ଦ୍ଦାର ପଟେଲ’
ଜି.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଣ ଦୌଡ଼ ଆୟୋଜନ କରାଯାଇଥିଲା। ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅୟୋଜିତ ଏହି ରନ୍…
Jio ବ୍ୟବହାରକାରୀଙ୍କୁ ବଡ଼ ଉପହାର, ମାଗଣାରେ ମିଳିବ ୩୫୧୦୦ ଟଙ୍କାର Google AI Pro,ଏମିତି କରନ୍ତୁ କ୍ଲେମ୍…
ନୂଆଦିଲ୍ଲୀ,୩୧।୧୦: କଛି ଦିନ ପୂର୍ବରୁ ଏୟାରଟେଲ ପ୍ରିପେଡ ବ୍ୟବହାରକାରୀଙ୍କୁ ଗୋଟିଏ ବର୍ଷ ପାଇଁ ମାଗଣା Perplexity Pro ପ୍ରଦାନ କରିବା ଆରମ୍ଭ କରିଛି। ଏମିତିରେ ରିଲାଏନ୍ସ ଜିଓ କିପରି ପଛରେ ରହିପାରିବ? ଜିଓ ମଧ୍ୟ ଗୁଗୁଲ ସହିତ ସହଭାଗୀ ହୋଇଛି, ଯାହା…
ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ
ବଘିଆପଡ଼ା ୩୧।୧୦(ଶ୍ରୀକାନ୍ତ ସାହୁ): ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ବିଜାପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକମାନେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏନେଇ ପାଠପଢା ଠପ୍ ହୋଇଯାଇଛି। ମିଳିଥିବା…

