ପୁରୀ ଦଳାଚକଟା: ଜିଲାପାଳ, ଏସ୍ପିଙ୍କୁ ମାନବାଧିକାର କମିଶନଙ୍କ ନୋଟିସ
ପୁରୀ, ୩୦।୬: ପୁରୀ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ ଜାରି କରିଛନ୍ତି। ପୁରୀ ଜିଲାପାଳ ଓ ଏସ୍ପିଙ୍କୁ ଜବାବ ତଲବ କରିଛନ୍ତ କମିଶନ। ଏହା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାକି ରଥଯାତ୍ରା…
ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…
ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା
ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ…
ଏନ୍କାଉଣ୍ଟରରେ ଟଳି ପଡ଼ିଲେ ୨ ମାଓବାଦୀ
କଟକ,୩୦।୬: ମାଓବାଦୀ ଦମନ କ୍ଷେତ୍ରରେ କନ୍ଧମାଳ ଜିଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍କାଉଣ୍ଟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ…
ପ୍ଲଟ ପ୍ରିୟ ସରକାରୀ ବାବୁ: ଲାଞ୍ଚ ଟଙ୍କାରେ କରିଛନ୍ତି ୫୭ ଏକର ଜମି, ୨ ଫାର୍ମହାଉସ୍
ଭୁବନେଶ୍ୱର/ଭବାନୀପାଟଣା,୩୦।୬ (ଉତ୍ତମ କୁମାର ଦାଶ): ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍ କରିଛି। ଏହି ରେଡ୍ରେ ଦୟାନିଧିଙ୍କ ନାଁରେ ୫୭ ଏକର…
ପିଲାମାନେ ଅଣଦେଖା କରିବାରୁ ପିତା ନେଲେ ଏମିତି ନିଷ୍ପତ୍ତି ସମସ୍ତେ କରୁଛନ୍ତି ପ୍ରଶଂସା
ତିରୁଭନ୍ନାମଲାଇ,୩୦।୬: ତାମିଲନାଡୁର ତିରୁଭନ୍ନାମଲାଇ ଜିଲାର ୬୫ ବର୍ଷୀୟ ଅବସରପ୍ରାପ୍ତ ସୈନିକ ଏସ ବିଜୟନ ତାଙ୍କ ଝିଅମାନଙ୍କୁ ଦେବା ପରିବର୍ତ୍ତେ ମନ୍ଦିରକୁ ତାଙ୍କ ସମ୍ପତ୍ତି ଦାନ କରିଛନ୍ତି। ଅରୁଲମିଘୁ ରେଣୁଗାମ୍ବଲ ଅମ୍ମାନ ମନ୍ଦିରର ଦାନ ବାକ୍ସରୁ ୪କୋଟି ଟଙ୍କାର ସମ୍ପତ୍ତିର କାଗଜପତ୍ର ମିଳିବା…
ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ
ସ୍କିଜୋଫ୍ରେନିୟା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରି ଏକଥା ଜାଣିପାରିଥିଲେ। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସ୍କିଜୋଫ୍ରେନିୟା ମୁଖ୍ୟତଃ ୧୫-୩୫ ବର୍ଷ…
ସି ଜିନପିଙ୍ଗ ନିଖୋଜ! ୧୬ ଦିନ ପର୍ଯ୍ୟନ୍ତ କିଏ ଚଳାଇଲା ଦେଶ? ଜାଣନ୍ତୁ…
ବେଜିଂ,୩୦।୬: ଏବେ ଚାଇନାରେ ଅଶାନ୍ତି ଲାଗି ରହିଛି। ଡ୍ରାଗନ ବିଶ୍ୱକୁ ଦେଖାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ଯେ ସବୁକିଛି ଠିକ ଚାଲିଛି, କିନ୍ତୁ ଆସୁଥିବା ଖବରଗୁଡ଼ିକ ଦର୍ଶାଉଛି ଯେ ହୁଏତ ଚାଇନାରେ ସବୁକିଛି ଠିକ ନାହିଁ। ୨୧ ମଇ ରୁ ୫…
ପଦ ହରାଇବେ ସିଦ୍ଧରମୈୟା? କର୍ନାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଖାର୍ଗେ ଦେଲେ ଏମିତି ବୟାନ ରାଜନୀତି ହେଲାଣି ସରଗରମ
ବେଙ୍ଗାଲୁରୁ,୩୦।୬: କର୍ନାଟକରେ ରାଜନୀତି ହୋଇଛି ସରଗରମ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ଜୋର ଧରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ହାତରେ। ସେ ଚେତାବନୀ ଦେଇଛନ୍ତି ଯେ…
‘ମନୋଜିତ ଦା ଆମ ହୃଦୟରେ ଅଛନ୍ତି…,’ କାନ୍ଥରେ ଏମିତି କିଛି ଲେଖା ଦେଖି ସମସ୍ତେ ଆଶ୍ଚର୍ଯ୍ୟ
କୋଲକାତା,୩୦।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ସହ ବଳାତ୍କାର ମାମଲା ସାରା ଦେଶରେ କ୍ରୋଧ ସୃଷ୍ଟି କରିଛି। ଏହି ସମୟରେ, କଲେଜର କାନ୍ଥରେ ଲେଖାଯାଇଥିବା ଏକ ଧାଡି ସମସ୍ତଙ୍କୁ ଚକିତ କରିଛି, ଯେଉଁଥିରେ ଲେଖାଯାଇଛି – ‘ମନୋଜିତ ଦା…
ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍
ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗା କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କାର ପାଇଁ ସବୁଠାରୁ ମହଙ୍ଗା ଏବଂ ଅନନ୍ୟ ନମ୍ବର ପ୍ଲେଟ ପାଇବାକୁ ପସନ୍ଦ କରନ୍ତି। ଅମ୍ବାନୀ ଏବଂ ଆଦାନୀ…
ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…
ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ…
Archives


