‘ନା ନଇଁବ ଭାରତ, ନା ଭାଙ୍ଗିବ ରୁଷିଆ’, ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ପ୍ରଥମ ପ୍ରତିକ୍ରିୟା
ବେଜିଂ/ନୂଆଦିଲ୍ଲୀ,୫।୧୨: ବିଶ୍ୱ ବର୍ତ୍ତମାନ ଦୁଇଟି ଅକ୍ଷରେ ବିଭକ୍ତ ହୋଇଥିବା ପରି ମନେ ହେଉଛି। ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଶୁଳ୍କ ନୀତି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ରୁଷିଆ…
ପୁଟିନ ଆସୁଥିବା ବିମାନରେ ଚାଲୁଥିଲା ବଡ଼ ଖେଳ! ଦିଲ୍ଲୀରେ ଅବତରଣ କରିବା ପରେ ଖୋଲିଗଲା ବଡ଼ ରାଜ୍, ଶୁଣିଲେ…
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ସମୟରେ ତାଙ୍କ ବିମାନ ଗୁରୁବାର ସାରା ବିଶ୍ୱରେ ସର୍ବାଧିକ ଟ୍ରାକ କରାଯାଇଥିବା ଫ୍ଲାଇଟ ହୋଇଥିଲା। ସମସ୍ତେ ଆକାଶରେ ଗୋଟିଏ ଜିନିଷ ଖୋଜୁଥିଲେ:…
ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଲିକ୍ ହୋଇଗଲା ANM ପ୍ରଶ୍ନପତ୍ର, ଆଉ ତା’ ପରେ…
କଟକ,୫ା୧୨: ପୂର୍ବରୁ ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବାବେଳେ ଆଜି ଅର୍ଥାତ୍ ଶୁକ୍ରବାର ANM ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଯାଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଛି। ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩…
‘ବିବାହଯୋଗ୍ୟ ବୟସ ନ ହୋଇଥିଲେ ମଧ୍ୟ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛାରେ ଲିଭ-ଇନ ସମ୍ପର୍କରେ ରହିପାରିବେ’: ହାଇକୋର୍ଟ
ଜୟପୁର,୫।୧୨: ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିବାହଯୋଗ୍ୟ ବୟସ ନ ହେବା ସତ୍ତ୍ୱେ ଏକାଠି ରହିବାକୁ ଚାହୁଁଥିବା ଦୁଇଜଣ ପ୍ରାପ୍ତବୟସ୍କ ଚାହିଁଲେ ଲିଭ-ଇନ ସମ୍ପର୍କରେ ରହିପାରିବେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ସାମ୍ବିଧାନିକ ଅଧିକାର କେବଳ ବୈଧ…
ହଠାତ୍ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯୁବକ: ଆଉ ତା’ପରେ ଘଟିଲା…
ସଇଁତଳା,୫।୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗିର ଶୁକ୍ରବାର ସକାଳ ସମୟରେ କୌଣସି ଏକ ଟ୍ରେନରୁ ଜଣେ ଯୁବକ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସଇଁତଳା ଦେଇ ଯାଇଥିବା ସମ୍ବଲପୁର ଟିଟିଲାଗଡ଼ ରେଳ ଲାଇନର ଖୁଣ୍ଟି ନଂ.୭୧୯/୧୬ ସିଲେଟପଡ଼ା ବ୍ରିଜ…
IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…
ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ ହେବାକୁ ଥିବା IPL ୨୦୨୬ ପାଇଁ ମିନି ନିଲାମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।…
ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ
ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ…
Putin Family: ହାଇ ସିକ୍ୟୁରିଟି ଖାଦ୍ୟଠାରୁ….ପୁଟିନଙ୍କର ଅଛନ୍ତି କେତେ ଝିଅ, କ’ଣ କରନ୍ତି ସହଧର୍ମିଣୀ? ଜାଣନ୍ତୁ କିଛି ଅଜଣା କଥା
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ସାରା ବିଶ୍ୱ ତାଙ୍କ ଗସ୍ତ ଉପରେ ନଜର ରଖିଛି। ପୁଟିନ ଖୁବ ହାଇ ସିକ୍ୟୁରିଟି ମଧ୍ୟରେ ଯାତ୍ରା କରନ୍ତି, କିନ୍ତୁ ଅନ୍ୟ ଏକ…
ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର: ପୂଜାର୍ଚ୍ଚନା ସହ ଆରମ୍ଭ ହେଲା ପାଣ୍ଠି ସଂଗ୍ରହ
ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଆସନ୍ତା ଜାନୁୟାରୀ ୮ ଠାରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା…
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…
ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ ମେଳାରେ ଅପର ପ୍ରାଇମେରୀ ସ୍କୁଲ ଏବଂ ହାଇସ୍କୁଲରୁ ଛାତ୍ରୀଛାତ୍ରମାନେ ୧୫୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ…
ସମ୍ପର୍କୀୟ ଘରକୁ ଆସିଥିଲେ, ବାଇକରେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ତା’ପରେ…
ବଲାଙ୍ଗୀର, ୫।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ପାଟଣାଗଡ଼ ୫୭ନମ୍ବର ରାଜ୍ୟ ରାଜପଥ ରାସ୍ତା ାଙ୍କରପାଲି ଆର୍.ଆର୍.କଲୋନୀ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଲୋଇସିଂହା ଥାନା ସାନଟିକା…
ସ୍ମାର୍ଟଫୋନ କି ଇଣ୍ଟରନେଟ ଚଲାନ୍ତି ନାହିଁ ପୁଟିନ, କିନ୍ତୁ କାହିଁକି? ନିଜେ କହିଲେ ଏହାର କାରଣ
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ବିଶ୍ୱ ରାଜନୀତିରେ ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ତାଙ୍କର ଏକ ଅଭ୍ୟାସ ସର୍ବଦା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ସେ ଇଣ୍ଟରନେଟ…

