Home Left

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ

ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି ଦଣ୍ଡ ଦେଇଥିବା ଘଟଣା ଏବେ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।। ଏହିଭଳି ଘଟଣା ଦେଖିବାକୁ…

ମୁନିରଙ୍କ ନିଦ ହଜାଇଲେ ଅଜିତ ଡୋଭାଲ! ବାରମ୍ବାର ନେଉଛନ୍ତି ନାମ

ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ପାକିସ୍ତାନରେ ପୁଣିଥରେ ଏକ ବଡ଼ ଆକ୍ରମଣ ହୋଇଛି। କିଛି ଆକ୍ରମଣକାରୀ ଏକ ବସ୍‌କୁ ଟାର୍ଗେଟ କରି ୯ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନରେ ଅନେକ ଆକ୍ରମଣ ହୋଇଛି। ପାକିସ୍ତାନକୁ ବେଲୁଚିସ୍ତାନ ପକ୍ଷରୁ ଲଗାତାର…

ବ୍ୟବସାୟୀଙ୍କ ଘରେ ଅବକାରୀ ଚଢାଉ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ସଦର ଥାନା ଭାଟପୁର ଗାଁରେ ଶୁକ୍ରବାର ଏକ ବଡ଼ ଧରଣର ଅବକାରୀ ଚଢ଼ାଉ ହୋଇଛି। ବ୍ରାଉନ ସୁଗାର କାରବାର ନେଇ ଜଣେ ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ…

କଂଗ୍ରେସରେ ଉଠୁଛି ଝଡ଼, ଇସାରାରେ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଜାହିର କଲେ ଥରୁର, ରାଗିଗଲେ ମୁରଲୀଧରନ କହିଲେ…

ଥିରୁଭାନନ୍ତପୁରମ,୧୧।୭: କଂଗ୍ରେସ ଏମପି ଶଶି ଥରୁର ଗୁରୁବାରଏକ ସର୍ଭେ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଲୋକପ୍ରିୟ ନେତା ଘୋଷଣା କରାଯାଇଥିଲା। ଏହା ରାଜନୈତିକ ହଇଚଇ ସୃଷ୍ଟି କରିଛି। ବରିଷ୍ଠ କଂଗ୍ରେସ ନେତା କେ. ମୁରଲୀଧରନ…

ଘର ମାଲିକଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ଦେଖିଦେଲେ ସ୍ବାମୀ: ଆଉ ତା’ପରେ ସ୍ତ୍ରୀ ଯାହା କହିଲେ…

ଇନ୍ଦୋର,୧୧।୭: ମଧ୍ୟପ୍ରଦେଶର ଇନ୍ଦୋରର ଏକ ଅଜବ ଘଟଣା ଘଟିଛି। ତାଙ୍କ ସ୍ତ୍ରୀ ଘରମାଲିକଙ୍କ ସହିତ ସମ୍ପର୍କ ରଖିଥିଲେ। ଯେତେବେଳେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଘରମାଲିକଙ୍କ ସହିତ ସମ୍ପର୍କ ରଖିଥିବା ଧରିଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା। ଯେତେବେଳେ ସେ ତାଙ୍କ…

ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ଭାଜପା ନେତା କହିଲେ, ଆଜି ବି କଂଗ୍ରେସ…

ଭୁବନେଶ୍ୱର,୧୧।୭: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଉପରେ ବର୍ଷିଛି ଭାଜପା। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ ବୋଲି ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ରାଜ୍ୟରେ କଂଗ୍ରେସ ଆଜି ବି ହତାଶା…

ଷ୍ଟିଅରିଂ ଛାଡ଼ ଆନ୍ଦୋଳନବେଳେ ଡ୍ରାଇଭରଙ୍କୁ ମାଡ଼: ୮ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୭(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଟ୍ରକ୍‌ ଚଳାଇବାରୁ ଭଇଁଷାପାଲି ଟୋଲ୍‌ ଗେଟ୍‌ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ କେତେଜଣ ଡ୍ରାଇଭର ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିଥିବା ପୁଇଁତଳା ଥାନାରେ ଗୁରୁବାର ଅଭିଯୋଗ…

ବିରାଟ କୋହଲିଙ୍କ ବିସିସିଆଇ ନିୟମ ବିରୋଧୀ ମତର ପରେ କଡ଼ା ଜବାବ ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୧ା୭: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଶୁକ୍ରବାର, ୧୧ ଜୁଲାଇ ୨୦୨୫ରେ ବିସିସିଆଇର ନୂଆ ନିୟମ ଉପରେ ମୁହଁ ଖୋଲିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପରାଜୟ ପରେ ବିସିସିଆଇ ବିଦେଶ ଗସ୍ତ ସମୟରେ ପରିବାରଙ୍କ ସହ…

ପାକିସ୍ତାନର ନୂଆ ଡ୍ରାମା, ଏସିଆ କପ-ବିଶ୍ୱକପ ପାଇଁ ହକି ଦଳ ଭାରତ ପଠାଇବା ପୂର୍ବରୁ କରିବ ସୁରକ୍ଷା ସମୀକ୍ଷା

ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ଏସିଆ କପ ହକି ପୂର୍ବରୁ ପାକିସ୍ତାନ ଏକ ନଆନାଟକ ଆରମ୍ଭ କରିଛି। ପାକିସ୍ତାନ କହିଛି ଯେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏସିଆ କପ ଏବଂ ଜୁନିଅର ବିଶ୍ୱକପ ପାଇଁ ଭାରତକୁ ଏହାର ଜାତୀୟ ହକି ଦଳ ପଠାଇବା…

ଲାଇଭ୍‌ ମ୍ୟାଚ୍‌ରେ ହଠାତ୍‌ ବୁମରାଙ୍କ ଉପରେ ହେଲା ଆକ୍ରମଣ: ବନ୍ଦ ହୋଇଗଲା ମ୍ୟାଚ୍‌

ଲର୍ଡସ,୧୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଜୁଲାଇ ୧୦ ତାରିଖରେ ଲର୍ଡସରେ ଆରମ୍ଭ ହୋଇଛି। ଗତ ଦୁଇଟି ଟେଷ୍ଟ ମ୍ୟାଚ ପରି, ଏହି ମ୍ୟାଚର ପ୍ରଥମ ଦିନ ସେତେ ଆକର୍ଷଣୀୟ ନ ଥିଲା କାରଣ ଅଧିକ…

ବିପଦକୁ ଆମନ୍ତ୍ରଣ କରୁଛି ଥୁଆମୂଳରାମପୁର ରାସ୍ତା

ଥୁଆମୂଳରାମପୁର,୧୧ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣାଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ସହ କାଲଦୁଦା ଘାଟି ମୁଖ୍ୟ ରାସ୍ତା କାଦୁଅରେ ପଚପଚ ହୋଇ ମରଣଯନ୍ତା…

ଭୁବନେଶ୍ବରରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୭: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆରେ ସମାବେଶରେ ଯୋଗ ଦେବେ। ସେଠାରେ ସମ୍ବିଧାନ ବଞ୍ଚାଅ ମହା ସମାବେଶକୁ ସମ୍ବୋଧନ କରିବେ । ରାହୁଲଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri