ବିବାହ ପାଇଁ ଏଠାରେ ଚୋରି କରୁଛନ୍ତି ଅବିବାହିତ ଯୁବକ
ରାୟପୁର,୨୯।୫: ଛତିଶଗଡ଼ରେ ବିବାହଯୋଗ୍ୟ ଯୁବକ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଆଦିବାସୀ ବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ ଯୁବକ ଚୋରି କରିବା ପରମ୍ପରା ରହିଛି। ଚୋରି ନ କଲେ ତାଙ୍କର ବିବାହ ଅସମ୍ଭବ।…
ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ
କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା ପାଇବା ପରେ ଉତ୍ସାହିତ ହୋଇପଡିଛି। ରାଜ୍ୟର ୩ ବିଧାୟକ ଏବଂ ୩ ପୌରସଂସ୍ଥାର ୬୦…
ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା
ବନ୍ତ,୨୯ା୫(ଡି.ଏନ୍.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ ୬ଟାରେ ଏକ ଡମ୍ପର ଧକ୍କାରେ ଜଣେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…
ବଜାରରେ ମୋଦି ଆଇସ୍କ୍ରିମ୍: ମିଳୁଛି ୫୦ ପ୍ରତିଶତ ରିହାତି
ଅହମ୍ମଦାବାଦ୍,୨୯।୫: ନରେନ୍ଦ୍ର ମୋଦି ମେ ୩୦ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ଗୁଜରାଟ ସୁରଟର ଏକ ଆଇସ୍କ୍ରିମ୍ ପାର୍ଲରରେ ମୋଦିଙ୍କ ମୁହଁ ଆକୃତିର ଆଇସ୍କ୍ରିମ୍ ବିକ୍ରି ହେଉଛି। ଏହା ଉପରେ ୫୦ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସ୍ଥାନୀୟ…
ବନକଲାଗି: ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ, ୨୯।୫: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ। ଏଥିପାଇଁ ବୁଧବାର ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅର୍ଥାତ୍ ୪ ଘଣ୍ଟା…
ବିଷାକ୍ତ ମଦ ନେଲାଣି ୧୪ ଜୀବନ: ମୁଖ୍ୟ ଅଭିଯୁକ୍ତ ଗିରଫ
ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶର ବାରବାଙ୍ଗୀ ଜିଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ଜଣ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପପୁ ଜଶଓ୍ବାଲଙ୍କୁ ପୋଲିସ ଗିରଫ କରିଛି।…
ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍ ହେବନି ମାଲେସିଆ: ୩ ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଆମେରିକା ସମେତ ଅନ୍ୟ ଦେଶକୁ ପଠାଯିବ
କୁଆଲାମ୍ପୁର,୨୯।୫: ମାଲେସିଆର ବିଭିନ୍ନ ବନ୍ଦରରେ ୩ ହଜାର ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ଏସବୁ ୬୦ଟି କଣ୍ଟେନରରେ ଏଠାକୁ ଆସିଥିବା ମାଲେସିଆ ପରିବେଶ ମନ୍ତ୍ରୀ ୟୋ.ବି.ୟିନ୍ ଏନେଇ ସୂନା ଦେଇଛନ୍ତି। ଏସବୁ ବେଆଇନ୍ ଭାବେ ଆମେରିକା, ବ୍ରିଟେନ୍,…
ପରଲୋକରେ ସିନେ ଅଭିନେତା ସୁନିଲ ନାୟକ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ହୃଦ୍ଘାତରେ ସୁନିଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏକ କମେଡି ଧାରାବାହିକର ସୁଟିଂ ସେଟ୍ରେ ସୁନିଲ ଅଚାନକ ଛାତିରେ…
ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା, ଟ୍ରାଫିକ୍ କଟକଣା
ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ଓଡ଼ିଶାର ଶାସନ ଭାର ସମ୍ଭାଳିବେ ବିଜେଡି ସୁପ୍ରିମୋ…
ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ
ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା…
୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ
କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ଭାରତରେ ହେକ୍ଟର ପିଛା ହାରାହାରି ୪୨ କୁଇଣ୍ଟାଲ ଧାନ…
ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି
ପୁରୀ ଅଫିସ,୨୯ା୫: ବାତ୍ୟା ‘ଫନୀ’ ଯେ କେବଳ ମଣିଷଙ୍କୁ ବିପନ୍ନ କରିଦେଇଛି ତାହା ନୁହେଁ ବହୁ ଐତିହ୍ୟ, ଧାର୍ମିକ ଏବଂ ଦର୍ଶନୀୟସ୍ଥଳରେ ମଧ୍ୟ ତାଣ୍ଡବ ରଚିଛି। ଏଥିରୁ ବାଦ୍ ପଡ଼ିନି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି…

