ହରଡ଼ଘଣାରେ ସଚିନ୍: କାହାକୁ ରଖିବେ କାହାକୁ ଛାଡିବେ ?
ଜୟପୁର,୨୯।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ ରାଜସ୍ଥାନ ଉପମୁଖ୍ୟନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କୁ ଏହି ୨ଟି ପଦବୀ ମଧ୍ୟରୁ ଗୋଟିକୁ ଛାଡିବାକୁ ପଡ଼ିବ। ତେବେ ତାଙ୍କର ଉପମୁଖ୍ୟମନ୍ତ୍ରୀ ପଦରୁ ହଟିବାର ଅଧିକ…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ
ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର ଜଣେ ବୟସ୍କ ଦମ୍ପତ୍ତି ନିଜ ନାତୁଣୀ ସହ କୁଆଡେ ଯିବା ପାଇଁ ଟ୍ରେନକୁ ଅପେକ୍ଷା…
ଟ୍ରକ୍ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ବେଲପାହାଡ଼,୨୯।୫(ଡ଼ି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ କୁଡାଲୋ ଗାଁର ବିଶିକେଶନ…
ବ୍ୟାଟିଂ ବେଳେ ଫିଲ୍ଡ ସେଟ୍ କଲେ ଧୋନୀ
କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ ଦକ୍ଷତା ଓ ନେତୃତ୍ୱ ଶ୍ରେଳୀ ପାଇଁ ବିଶ୍ୱରେ ପରିଚିତ। ପୂର୍ବତନ ଅଧିନାୟକ ଏଠାରେ ବାଂଲାଦେଶ…
ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର
ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି ଜଣେ ଚୋର। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ମଲ୍ର ମାଲିକଙ୍କ ଘରୁ ଟଙ୍କା…
ଜେଟ୍ଲୀ ହେବେନି ମନ୍ତ୍ରୀ: ମୋଦିଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅରୁଣ ଜେଟ୍ଲୀ ମୋଦି କ୍ୟାବିନେଟ୍ରେ ରହିବାକୁ ଅମଙ୍ଗ ହୋଇଛନ୍ତି। ସେ ଏନେଇ ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି। ତାଙ୍କର ଖରାପ ସ୍ବାସ୍ଥ୍ୟ…
ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି
ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ ବାହାରେ ସ୍ପଟ୍ କରାଯାଇଥିଲା। କାଜଲ…
ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ
ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଆସନ୍ତା ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର…
୯ କୋଟି ଟଙ୍କାରେ ବିକ୍ରି ହେଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍
ନୂଆଦିଲ୍ଲୀ, ୨୯।୫: ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍ ୧୩ଲକ୍ଷ ଡଲାର(ପାଖାପାଖି ୯ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଅନଲାଇନ୍ ନିଲାମରେ ଏହା ବିକ୍ରି କରାଯାଇଛି ବୋଲି ଜଣାପଡିଛି। ସ୍ୟାମସଙ୍ଗ୍ କମ୍ପାନୀର ଏହି ଲ୍ୟାପଟପ୍ରେ ବିଶ୍ୱର ୬ଟି ବିପଦଜ୍ଜନକ ଭାଇରସ୍ ରହିଛି। ଏନସି୧୦…
ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହେଲେ ଦୁଇ ଏମପି
ନୂଆଦିଲ୍ଲୀ, ୨୯।୫: ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଜିତି ସଂସଦ ଆସିଥିବା ଦୁଇ ମହିଳା ଏମ୍ପି ଏବେ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାଂ। ପ୍ରଥମଥର ପାଇଁ ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି…
କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା
ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ ସ୍କୁଲ ନ ଯାଇ ୩ଟି ବହି ଲେଖିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳା ଅଞ୍ଚଳର ସୁକଡ ଗାଁରେ…
ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର
କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଡାକ୍ତରୀ ଦଳ ତାଙ୍କ ପେଟରୁ ୨୪୬ ପ୍ୟାକେଟ୍ ଅଫିମ…

