୨ ହଜାର ବର୍ଷ ତଳେ ହରପ୍ପାନ୍ ସଭ୍ୟତାରେ ତିଆରି ହେଉଥିଲା ପିଜା
ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨ ହଜାର ବର୍ଷ ତଳେ ଭାରତରେ ପ୍ରଥମେ ପିଜା ପ୍ରସ୍ତୁତ ହୋଇଥିଲା। ପୁରାତନ ହରପ୍ପାନ୍ ସଭ୍ୟତାରେ…
ନାଳ ସଫା କଲେ ଜିଲାପାଳ: ଚଳାଇଲେ ଜେସିବି
ଭୋପାଳ,୨୯।୫: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ନିଜେ ଜେସିବି ମେସିନ୍ ଚଳାଇ ଏକ ନାଳ ସଫା କରିଛନ୍ତି। ସ୍ଥାନୀୟ ସିଧି ଅଞ୍ଚଳରେ ଜିଲାପାଳ ଅଭିଷେକ ସିଂ ୨୦ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଜେସିବି ଚଳାଇ ନାଳ ସଫା କରିଥିଲେ। ଜିଲାପାଳ ନାଳ…
ଗାର୍ଲସ ହଷ୍ଟେଲ ବାଥରୁମ୍ରେ ଲୁଚି ଦେଖିବା ଯୁବକଙ୍କୁ ମହଙ୍ଗା ପଡ଼ିଲା
ଭୋପାଳ,୨୯ା୫ : କାହାକୁ ଲୁଚି ଦେଖିବା ବା ଗଳି ଅନାଇବା ଏକ ଖରାପ ଅଭ୍ୟାସ। ଆଉ ଯଦି କାହା ବାଥରୁମ୍ରେ ଲୁଚି ଦେଖିଲ ତା’ହେଲେ ତ କଥା ସରିଲା। ଏମିତି ଲୁଚି ଅନାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି…
‘ଭାଜପା କାର୍ଯ୍ୟକର୍ତ୍ତା ମୋଦି,ମୋଦି ନାରା ଲଗାଉଛନ୍ତି, ଆପଣମାନେ ମୋ ପାଇଁ କେବେ ଏମିତି ନାରା ଲଗାଇଛନ୍ତି କି’
ଜଳନ୍ଧର, ୨୯।୫: ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଭାଜପା ଜବରଦସ୍ତ ସଫଳତା ହାସଲ କରିବା ଏବେ ସାରା ଦେଶରରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି ଏବଂ ଅମିତ ଶାହଙ୍କ ଷ୍ଟ୍ରାଟେଜିକୁ ଉଦାହରଣ ଭାବେ ନେବା ପାଇଁ ଅନ୍ୟ…
ସଲମାନଙ୍କୁ ପ୍ରଶ୍ନ କଲେ କ୍ୟାଟ୍ରିନା ‘ମୋତେ କେବେ ବିବାହ କରିବ’
ଦବଙ୍ଗ ଖାନ୍ ସଲମାନ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବିବାହକୁ ନେଇ। ସମସ୍ତେ ଚାହିଁ ରହିଛନ୍ତି ଭାଇଜାନ୍ କେବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏମିତିରେ ବି ବୟସ ୫୦ ଟପି ସାରିଲାଣି। ଏବେ…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର
ନୂଆଦିଲ୍ଲୀ, ୨୯।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର। ୬ବର୍ଷ ଭିତରେ ରାଜ୍ୟରେ ୫୧ ଜଣ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ପଞ୍ଚାୟତ ଏବଂ ଲୋକ…
ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍
ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ ୧୯୯୮ରେ ୨ଟି ଏଟିଏମ୍ ସ୍ଥାପନ କରାଯାଇଥିଲା। ତେବେ ଏବେ ସେଥି ମଧ୍ୟରୁ ଗୋଟିଏ ଖରାପ…
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନରେନ୍ଦ୍ର ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଓ ତାଙ୍କ ଟିମ୍କୁ ଅଭିନନ୍ଦନ। ଓଡ଼ିଶାର ପ୍ରଗତି…
ନୂଆ ସରକାରଙ୍କୁ ପରାମର୍ଶ ଦେଲେ ଋଷି କପୁର
ନ୍ୟୁୟର୍କ,୨୯।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ନେଇ ବଲିଉଡ୍ ଅଭିନେତା ଋଷି କପୁର ନିଜର ମତ ରଖିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ନୂଆ ସରକାର ନିଯୁକ୍ତି, ଶିକ୍ଷା ତଥା ସ୍ବାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ୱ…
ପାକିସ୍ତାନରେ ଏକ ମାସରେ ୭ ଶହ ଶିଶୁ ଓ ନାବାଳକ ଏଚ୍ଆଇଭି ସଂକ୍ରମିତ
ଲାହୋର, ୨୯।୫: ଏଡସ୍ ମହାମାରୀର ଦ୍ୱାରରେ ଛିଡ଼ା ହୋଇଛି ପାକିସ୍ତାନ। ଏଠାରେ ଏକମାସରେ ୭ଶହ ଶିଶୁ ଏବଂ ନାବାଳକ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବୟସ ୨ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ବ୍ଲଡ୍…
ନବୀନଙ୍କ ଶପଥ ଉତ୍ସବ ପୂର୍ବରୁ ଚଳଚଞ୍ଚଳ ପ୍ରଦର୍ଶନୀ ପଡ଼ିଆ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ୍ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ନେବେ।…
ପିଲା ଜିଦିଆ ହୋଇଥିଲେ ସମ୍ଭାଳନ୍ତୁ ଏପରି…
କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ।…

