Home Left

ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ନୂଆପଡ଼ା,୧୦ା୫(ମକାରୁ ବେମାଲ): ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ କୋମାଖାନ ଥାନା ଅଞ୍ଚଳରୁ ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ, ନୂଆପଡା ଜିଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ସିରତୋଲ ଗ୍ରାମର ମାନସ ତ୍ରିପାଠୀ (୩୦) ନିଖୋଜ…

ରାତି ଅଧରେ ଭାରତୀୟ ସେନାର ବଡ଼ ଘୋଷଣା, ଅପରେଶନ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଶନିବାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଯୁଦ୍ଧବିରତି ଉଲଘଂନ କରି ଅନେକ ସ୍ଥାନରେ ପ୍ରବଳ ଗୁଳିବର୍ଷା କରିଛି। ବୈଦେଶିକ…

ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା!

ବେଜିଂ/ଇସଲାମାବାଦ, ୧୦।୫: ଚାଇନା ତା’ର ନିକଟତମ ବନ୍ଧୁ ପାକିସ୍ତାନକୁ ସମର୍ଥନ ଜାରି ରଖିବାକୁ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇୟୀ ଶନିବାର କହିଛନ୍ତି ଯେ, ଚାଇନା ପାକିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସ୍ବାଧୀନତା ରକ୍ଷା କରିବାରେ…

LoCରେ ଅସ୍ତ୍ରବିରତି ଉଲ୍ଲଘଂନ, ଏପଟେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣଇଲେ ଶେହବାଜ

ଇସଲାମବାଦ,୧୦।୫: ଭାରତକୁ ଅସ୍ତ୍ରବିରତି ପାଇଁ ନିବେଦନ କରିବା ପରେ, ପ୍ରାୟ ତିନି ଘଣ୍ଟା ପରେ ପାକିସ୍ତାନ ନିଜେ ଏହାକୁ ଉଲଘଂନ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ…

ରୋହିତଙ୍କ ସ୍ଥାନ ନେଇପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୦ା୫: ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ ପୂରଣ କରିପାରନ୍ତି ପ୍ରତିଭାସମ୍ପନ୍ନ ବ୍ୟାଟର ଶୁବମନ ଗିଲ୍‌। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ…

କଚ୍ଛ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ: ବ୍ଲାକ ଆଉଟ୍‌ ହେଲା ସହର

କଚ୍ଛ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଥିବା ବେଳେ ଗୁଜରାଟର କଚ୍ଛ ଆକାଶରେ ମଧ୍ୟ ଉଡ଼ିଛି ପାକିସ୍ତାନୀ ଡ୍ରୋନ। ଏନେଇ ଗୁଜରାଟ ଗୃହମନ୍ତ୍ରୀ…

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ…

କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଛି। ଯୁଦ୍ଧବିରତି ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଜାତୀୟ ଗଣମାଧ୍ୟମ…

ଅସ୍ତ୍ରବିରତି ପରେ ବି ରକ୍ଷା ପାଇବନି ପାକିସ୍ତାନ, ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ ୧୦ ସଂଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନିଶ୍ଚିତ କରିଛି। ଭାରତ ଏବଂ ପାକିସ୍ତାନ…

କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ

ନିଶ୍ଚିନ୍ତକୋଇଲି,୧୦।୫(ଅଶୋକ କୁମାର ମହାପାତ୍ର ): ଶନିବାର ପଡିଥାନ୍ତା ଚତୁର୍ଥୀ କାର୍ଯ୍ୟ। ଦୁଇଟି ହୃଦୟ ଏକାଠି ହୋଇ ଗାଡିଥାନ୍ତେ ନୂଆ ସଂସାର। ହେଲେ ଆଶା ଆଶାରେ ରହିଗଲା। ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ନୃତାଙ୍ଗ…

ଯଦି ଅସ୍ତ୍ରବିରତି ପରେ ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଦେବ କି କଡ଼ା ଜବାବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ଅଧୀନରେ ଭାରତର ଦ୍ରୁତ ଆକ୍ରମଣ ଯୋଗୁଁ, ପାକିସ୍ତାନକୁ 86 ଘଣ୍ଟା ମଧ୍ୟରେ ପଛକୁ ହଟାଇ ଦିଆଯାଇଛି। ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ, ଭାରତର…

ବୋମା ବିସ୍ଫୋରଣ, ଗୁଳିମାଡ଼ ଏବଂ ବିମାନ ଅପହରଣ…ଏହି ୬ ଆକ୍ରମଣକୁ ଏବେ ଯୁଦ୍ଧ ମାନିବ ଭାରତ

ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସହିତ ଉତ୍ତେଜନାରେ ବିରାମ ଲାଗିଥିଲେ ହେଁ ଭାରତ ଆତଙ୍କବାଦ ବିରୋଧରେ ତାର ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏବେ ଆତଙ୍କବାଦ କାର୍ଯ୍ୟକଳାପକୁ ଯୁଦ୍ଧ ଭାବରେ ଦେଖାଯିବ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର ଜବାବ…

ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦।୫: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ପୂର୍ବନୁମାନ ସାମ୍‌ନାକୁ ଆସିଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁ ପାରେ ବୋଲି ପୂର୍ବନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ ରେ କେରଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri