୩୪ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ରଚିଲେ ଇତିହାସ
ଲଣ୍ଡନ,୧୬।୭: ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଇତିହାସ ରଚିଛନ୍ତି। ଏଥର ସେ ୩୪ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାର ସାକ୍ଷୀ ହୋଇଛନ୍ତି। ପୁରୁଷ ସିନିୟର ଏବଂ ମହିଳା ଦଳ ପରି ଭାରତର ୧୯ ବର୍ଷରୁ କମ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ…
ଏହି ଦେଶ ସହ ବଡ଼ ଗେମ୍ ଖେଳିଦେଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ପାଇଁ ମଧ୍ୟ ବିପଦର ଘଣ୍ଟି
ଓ୍ବାଶିଂଟନ୍,୧୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କର ଟାରିଫ୍ ଟ୍ରମ୍ପ କାର୍ଡ ବ୍ୟବହାର କରିଛନ୍ତି। ଏଥର ଟାର୍ଗେଟ ହେଉଛି ଇଣ୍ଡୋନେସିଆ। ଜୁଲାଇ ୧୫ ତାରିଖରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ଇଣ୍ଡୋନେସିଆ ସହିତ ଏକ ନୂତନ ବାଣିଜ୍ୟ…
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, କେବଳ ପ୍ରିନ୍ସପାଲ କି ସମୀର ସାହୁ ଦୋଷୀ ନୁହନ୍ତି, ବଡ଼ ଖୁଲାସା
ଭୁବନେଶ୍ୱର,୧୬।୭: FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ତେବେ ମଙ୍ଗଳବାର ଲୋକ ସେବା ଭବନରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।…
ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍ ଶଟ୍ଡାଉନ୍: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
ନୂଆଦିଲ୍ଲୀ,୧୬ା୭:ଭାରତରେ ୨୦୨୦ରୁ ୨୦୨୫ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ୫ ବର୍ଷ ମଧ୍ୟରେ ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍ ଶଟ୍ଡାଉନ୍ ହୋଇଛି। ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଆବେଦନ ବଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ…
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବିଲାତି ଟ୍ରକ
ବାରିପଦା,୧୬।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନ ୧୮ନଂ ଜାତୀୟ ରାଜପଥର ଶଙ୍କୁଚା ନିକଟରେ ବୁଧବାର ଭୋରୁ ଏକ ବିଲାତି ବୋଝେଇ ଟ୍ରକ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି । ରାସ୍ତା ଡିଭାଇଡରରେ ବାଡେଇ ହୋଇଥିବାରୁ ଟ୍ରକଟି ଜଳିଯାଇଥିବା…
ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ? ହୋଇଗଲା ଖୁଲାସା
ପାଟଣା,୧୬।୭: ପରିବାରରେ ଉତ୍ତରାଧିକାର ଲଢ଼େଇ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ବିଗୁଲ ବଜାଇଛନ୍ତି। ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ମହୁଆରେ, ସେ ଘୋଷଣା କରିଥିଲେ ଯେ ସେ ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ। ଏହା…
ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି: ବିଦା ହେବେ…
ଭୁବନେଶ୍ୱର,୧୬।୭: ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସବୁ ବିଭାଗର ପ୍ରମୁଖ ସଚିବ ଓ ACSଙ୍କୁ ଚିଠି…
ଏହି ୫ ଜିଲାରେ ପ୍ରବଳ ବର୍ଷା ଆଲର୍ଟ, ଚାଷୀ ରୁହନ୍ତୁ ସତର୍କ
ଭୁବନେଶ୍ୱର,୧୬।୭: ପାଣିପାଗକୁ ନେଇ ବଡ଼ ଅପଡେଟ। ଦୁର୍ବଳ ହେଉଛି ଅବପାତ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରେ ଅବପାତରେ ପରିଣତ ହେବା ପରେ ଏବେ ଦୁର୍ବଳ ହେଉଛି । ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।…
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ
କର୍ଲାମୁଣ୍ଡା,୧୬ା୭ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡାରେ ଦୀର୍ଘ ୪୦ ବର୍ଷ ଧରି ୪୦ ପରିବାର ବସବାସ କରି ଆସୁଥିଲେ ହେଁ ସ୍ଥାୟୀ ଘର ଡିହ ପାଇପାରୁ ନ ଥିବା ସମ୍ପର୍କରେ ମଙ୍ଗଳବାର ଧରିତ୍ରୀରେ…
ସାର ସଙ୍କଟ: କଳାବଜାରୀ ନେଇ ଚିନ୍ତାରେ ଚାଷୀ
ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍ ଧରିଛି। ଏହି ସମୟରେ ଜିଲାରେ ସାର କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗ୍ରୋମୋର ଏବଂ ଡିଏପି ସାର ଠିକ୍ଭାବେ ଉପଲବ୍ଧ ହେଉ ନଥିବାବେଳେ ତାହା କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।…
ରଜନା-ଚିନ୍ଦାପଡ଼ା ରାସ୍ତା କର୍ଦ୍ଦମାକ୍ତ: ଯାତାୟାତରେ ଅସୁବିଧା
ନୂଆପଡ଼ା,୧୬ା୭ (ମକାରୁ ବେମାଲ):ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ରାସ୍ତାର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏମିତି ଅନେକ ରାସ୍ତା ରହିଛି ଯାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହାର ଏକ ଉଦାହରଣ ଦେଖିବାକୁ…
ରାସ୍ତା ଶୋଚନୀୟ, ଅଟକିଲା ସରକାରୀ ବସ୍
ଥୁଆମୂଳ ରାମପୁର,୧୬ା୭(ଦୁର୍ଗା କୀର୍ତ୍ତି):ରାସ୍ତା ଶୋଚନୀୟ ଯୋଗୁ ଏକ ସରକାରୀ ବସ୍ ଆଗକୁ ଯାଇ ନ ପାରି ଦୀର୍ଘ ସମୟ ଅଟକିରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଘଟଣା ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲା…
Archives


