Home Left

କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା

ନୂଆପଡ଼ା,୨୨ା୭(ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଉକ୍ତ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ସ୍ବାଧୀନତାର ଦୀର୍ଘବର୍ଷ ପରେ…

ବସୁଧା ପ୍ରକଳ୍ପ ଅଚଳ, ଝରଣା ପାଣି ପିଉଛନ୍ତି ଲୋକେ

ଥୁଆମୂଳ ରାମପୁର, ୨୨ା୭ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁମାରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅଚଳ ଯୋଗୁ ଲୋକେ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନାକ୍ରମେ ପୁରୁଣାଗୁମାରେ କିଛିବର୍ଷ…

୨୧୭୧ ବୋତଲ କଫ୍‌ସିରପ୍‌ ଜବତ: ଦମ୍ପତିଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୨୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାରକୁ ନେଇ ଜନଅସନ୍ତୋଷ ଲାଗିରହିଛି। ଅନ୍ୟପଟେ ଏହାକୁ ନେଇ ଲୋକେ ବିଷୋଦ୍‌ଗାର କରିବା ପରେ ପୋଲିସ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସୋମବାର ସକାଳେ ସ୍ଥାନୀୟ ଟାଉନ ଥାନା ପୋଲିସ ବରଗଡ଼ ସହରସ୍ଥିତ ବିଶିପଡ଼ା ଛକ…

ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ବିଧାନସଭାରେ ସ୍ଥାପନ ଦାବି:ବାଚସ୍ପତିଙ୍କୁ ଭେଟି ଜଣାଇଲା ଘୁମୁସର ଉନ୍ନୟନ ମଞ୍ଚ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଓଡ଼ିଶା ବିଧାନସଭା ପରିସରରେ ସ୍ଥାପନ ପାଇଁ ଦାବି ଯୋର ଧରିଛି। ଘୁମୁସର ଉନ୍ନୟନ ମଞ୍ଚ ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗର କର୍ମକର୍ତ୍ତାମାନେ ସୋମବାର ବାଚସ୍ପତି ସୁରମା ପାଢ଼ୀଙ୍କୁ ତାଙ୍କ ସରକାରୀ ବାସଭବନରେ…

ହଠାତ୍‌ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଧନଖର, ରାଷ୍ଟ୍ରପତିଙ୍କୁ ଜଣାଇଲେ କାରଣ…

ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଧନଖର । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଇସ୍ତଫାପତ୍ରରେ ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ପରିଷଦ ଏବଂ ସାଂସଦମାନଙ୍କୁ…

“ଏବେ ସ୍ୱାସ୍ଥ୍ୟ ସର୍ବୋପରି, ବିଶ୍ୱାସ ଏବଂ ସ୍ନେହ ଜୀବନବ୍ୟାପୀ ମନେ ରହିବ…” ରାଷ୍ଟ୍ରପତି ମୁର୍ମୁଙ୍କୁ ଇସ୍ତଫାପତ୍ର ପତ୍ର ଦେଇ ଲେଖିଲେ ଭାବପ୍ରବଣ ଚିଠି

ନୂଆଦିଲ୍ଲୀ,୨୧।୭: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବୋଧିତ ଏକ ଚିଠିରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬୭(a) ଅଧୀନରେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଏହି ଚିଠିରେ…

ଇସ୍ତଫା ଦେବା ପୂର୍ବରୁ ମୌସୁମୀ ଅଧିବେଶନରେ ସାଂସଦମାନଙ୍କୁ ଏହି ନିବେଦନ କରିଥିଲେ ଧନଖର

ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ତେବେ ସୋମବାରଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ…

୨୫ ବର୍ଷରେ ଇନ୍ଦ୍ରାବତୀ ପ୍ରକଳ୍ପ: ଜିଲାର ୧.୧୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ

ଭବାନୀପାଟଣା,୨୧ା୭ (ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ରାଜ୍ୟରେ କଳାହାଣ୍ଡି ଜିଲା ଏକ ସ୍ବତନ୍ତ୍ର ପରିଚୟ ପାଇଛି। ଏହି ପ୍ରକଳ୍ପ ଏବେ ୨୫ ବର୍ଷ ପୂରଣ କରିସାରିଛି। ଇନ୍ଦ୍ରାବତୀର ଜଳସେଚନକୁ ପାଥେୟ କରି ଏବେ ଜିଲାର ୧.୧୮ଲକ୍ଷ ହେକ୍ଟର ଜମିରେ…

ବଳାତ୍କାର ଅଭିଯୋଗରେ ଜେଲ ଯାଇଥିବା ଉଦିତ୍‌ ପ୍ରଧାନ ଦେଲେ ସାଂଘାତିକ ବୟାନ, ଭାଜପା ମୋତେ…

ଭୁବନେଶ୍ୱର,୨୧।୭: ନାରୀ ସୁରକ୍ଷାର ନାରା ଦେଇ ସରକାରଙ୍କୁ ହରଡ଼ ଘଣାରେ ପକାଇ ଆସୁଥିଲେ। ହେଲେ ନିଜ ଦଳର ଛାତ୍ର ନେତା ବଳାତ୍କାର ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ। ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ…

ଶ୍ରାବଣରେ ଶୁଖିଲା ଚାଷଜମି ଅଟକିଛି ଧାନରୁଆ, ବିହୁଡା

ରିଷିଡ଼ା,୨୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ଖରିଫରେ ବର୍ଷାଭାବ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ଶ୍ରାବଣ ମାସରେ ଚାଷ ଜମିରେ ପାଣି ନାହିଁ। ଫଳରେ ଧାନରୁଆ ଓ ବିହୁଡା କାର୍ଯ୍ୟ ଅଟକି ରହିଛି। ରିଷିଡ଼ା ଗ୍ରାମର ପ୍ରମୋଦ ସାହୁ,…

ଦୁଇଟି ମାମଲାରେ ୩ ଗିରଫ: ବାପ ପୁଅ ସାମିଲ 

ରିଷିଡା,୨୧।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ତି ଅଧିକାରୀ ଦୁଇଟି ପୃଥକପୃଥକ ମାମଲାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ,…

ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି, ଯୁବତୀଙ୍କୁ ନିଶା ଦେଇ କରିଥିଲେ ବଳାତ୍କାର

ଭୁବନେଶ୍ୱର,୨୧।୭: ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ପରେ ଉଦିତ୍‌ ପ୍ରଧାନଙ୍କୁ ନିଲମ୍ବନ କରିଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri