Home Left

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି ଉଠିଛି। ଅଧିକାରୀମାନେ ସାକ୍ଷୀଙ୍କ ବୟାନ ନ ନେଇ ଯାଞ୍ଚ୍‌ କରିଥିବା ସନାଉଲ୍ଲ୍ଲାହଙ୍କ ସମ୍ପର୍କୀୟ ପଜୁଲୁଲ୍‌…

ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି: ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ରାଜ୍ୟର ୧୩ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ,…

ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅକ୍ଷିଣବାଡ଼ ପଞ୍ଚାୟତ ହାଟଡ଼ିହି ଉତ୍ତରବାଡ଼ ଗ୍ରାମର ଜଣେ ନାବାଳିକାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଝିଅ ବେବିରାଣୀ(୧୧)। ବେବିରାଣୀ ରାତିରେ ଖାଇସାରି ଶୋଇଥିଲେ। ଭୋର ପ୍ରାୟ…

କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା

କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ବ୍ରତ ରଖି ପୂଜାର୍ଚ୍ଚନା କରୁଛନ୍ତି। ସମସ୍ତ ମହିଳା ନୂଆ…

ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ : ଗଜା ଆଶଙ୍କା

କୁନ୍ଦୁରା,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ ରବି ଋତୁର ଧାନ ମଣ୍ଡି ହେବାକୁ ଥିବାବେଳେ ଅଚାନକ ବର୍ଷା ହେବା ଯୋଗୁ ଡଙ୍ଗରପାଉଁଶୀ ଅସ୍ଥାୟୀ ଧାନମଣ୍ଡିରେ ଗଦା କରାଯାଇଥିବା ୫ହଜାରରୁ ୬ ହଜାର କ୍ୱିଣ୍ଟାଲ ଧାନ ଭିଜୁଛି। ଫଳରେ ଗଜା ହେବାର ଆଶଙ୍କା…

ମମତା ‘ରାମ ନାମ’ ନେଲେ ଖରାପ ଶକ୍ତିର ପ୍ରଭାବ କମିଯିବ: ଭାଜପା ନେତା

ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ ସୀମାରେ ପହଞ୍ଚିଛି। ରବିବାର ଦିଲ୍ଲୀର ଭାଜପା ନେତା ପ୍ରବୀଣ ଶଙ୍କର କପୁର କହିଛନ୍ତି ମମତା…

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ଦିନ ଘରେ କେହି ନ ଥିବା ବେଳେ ନାବାଳିକା ଜଣଙ୍କ ଏକୁଟିଆ ଥିଲେ।…

ମହିଳାଙ୍କ ପାଇଁ କେଜରିଓ୍ବାଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୬: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏବେ ରାଜଧାନୀରେ ମହିଳାମାନେ ସରକାରୀ ବସ୍‌, କ୍ଲଷ୍ଟର ବସ୍‌ ଓ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି କିରୋଣ୍ଡଳରୁ ଆସୁଥିବା ଏକ୍ସପ୍ରେସଟି ବିଶାଖାପାଟଣା ଯାଉଥିବାବେଳେ ଜୟପୁରଠାରେ ଅଟକିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି…

ଅତ୍ୟଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି। ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଅଧିକ ପରଫ୍ୟୁମ୍‌ ବ୍ୟବହାର କଲେ କ’ଣ କ୍ଷତି ହୁଏ। –…

ସିରିଆରେ ଭୟଙ୍କର ବିସ୍ଫୋରଣ

ସିରିଆ,୩।୬: ସିରିଆ ଉତ୍ତର ପଶ୍ଚିମ ସହର ଅଜାଜରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଥିବା କାର ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ଆହତ ହୋଇଥିବା ସୂଚନା ମିଳିଛି।…

୯ଟି କଲେଜରେ ଫଳ ଶୂନ: ପାସ୍‌ ହାର ବାଲେଶ୍ୱରରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଏଥର ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ତେବେ ୯ଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍‌ କରିନାହାନ୍ତି। ୨୯ଟି କଲେଜରେ ସମସ୍ତ ଛାତ୍ରୀଛାତ୍ର (୧୦୦%)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?