Home Left

FM କଲେଜ ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ପାଳିଲା କଂଗ୍ରେସ, ଭକ୍ତ କହିଲେ ନ୍ୟାୟ ନ ମିଳିବା ଯାଏ…

ଭୁବନେଶ୍ୱର,୨୪।୭: ଉତ୍କଳ ବିଶ୍ବବିଦ୍ୟାଳୟ ଗେଟ ସମ୍ମୁଖରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ସଭା କରିଛି। FM କଲେଜ ଛାତ୍ରୀଙ୍କ ଏକାଦଶାହ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ପାଳିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି। ଏହି ସମୟରେ…

ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ୨୦୨୬ ଗ୍ରୀଷ୍ମ ଋତୁର ଘରୋଇ ମ୍ୟାଚ ତାଲିକା ଘୋଷଣା କରିଛି। ଏହି ତାଲିକା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳ ଆଗାମୀ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ପାଞ୍ଚଟି ଟି-୨୦ ଓ…

‘ସୌମ୍ୟାଶ୍ରୀଙ୍କ କରୁଣ ମୃତ୍ୟୁ ଜୀବନ ସାରା ମନେ ରହିବ’

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କୀରମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ୧୧ ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ।…

IAS ଧୀମାନ ଚକ୍‌ମାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ,୨୪।୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍‌ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍‌ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍‌ମାଙ୍କୁ ହାଇକୋର୍ଟ ଜାମିନ…

ତାରାଙ୍କ ତେର୍ଚ୍ଛାବାଣ: କହିଲେ ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ଅଛି, ବିଜେଡି ସମର୍ଥନ ନ କଲେ ଭାଜପା ସହ…

ଭୁବନେଶ୍ୱର,୨୪ା୭): ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ…

ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍‌। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍‌ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍‌ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…

ନକଲି ଔଷଧ ନେଉଛି ଅକାଳରେ ଜୀବନ

ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ଗ୍ରାମାଞ୍ଚଳଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରି ନିରାମୟ ଯୋଜନାରେ ମାଗଣାରେ ଔଷଧ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲି ୧୨୦ ପ୍ରକାର ଔଷଧ ଯୋଗାଇ ଦେଉଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟଲେ ଓଡ଼ିଶା ଆଦିବାସୀ ମହାସଂଘ କର୍ମକର୍ତ୍ତା, ପ୍ରତିଶ୍ରୁତି ଦେଇ କହିଲେ ଆଦିବାସୀ ପାଇଁ…

ଭୁବନେଶ୍ୱର,୨୪।୭: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଆଦିବାସୀ ମହାସଂଘର କର୍ମକର୍ତ୍ତା ଭେଟି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା ରହିଛି।…

ନିର୍ବାଚନ ବର୍ଜନ କରିବାକୁ ଧମକ ଦେଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳ ବିହାରରେ ଚାଲିଥିବା SIRକୁ ଦୃଢ଼ ବିରୋଧ କରୁଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବର୍ଜନ ଘୋଷଣା କରିଛନ୍ତି। ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ଆମେ ନିର୍ବାଚନ…

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଏମିତି ଏକ ସେନ୍ସର, ଯାହା ନିମିଷକରେ ଚିହ୍ନଟ କରିବ ପ୍ରାଣଘାତକ ରୋଗ

NITର ବୈଜ୍ଞାନିକମାନଙ୍କ ଏକ ଗ୍ରୁପ୍‌ ଏକ ଉପକରଣ ବିକଶିତ କରିଛନ୍ତି ଯାହା ରୋଗୀଙ୍କ ବେଡ୍‌ ପାଖରେ ସେପ୍ସିସର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଉପକରଣ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଫଳାଫଳ…

ସ୍ବାମୀଙ୍କ ଜିଭ କାଟି ଗିଳିଦେଲେ ସ୍ତ୍ରୀ: ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପୋଲିସ ବି ତାଜୁବ

ପାଟନା,୨୪।୭: ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ…

ଦଶହରାରୁ ପୁଣି ଯାତ୍ରା ମଞ୍ଚକୁ ଫେରିବେ ଚର୍ଚ୍ଚିତ ଖଳନାୟକ ପୀୟୂଷ, ଏହି ପାର୍ଟିରେ ଦେଖାଦେବେ

ଭୁବନେଶ୍ୱର,୨୪।୭: ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ସେ ଆସନ୍ତା ଦଶହରାରୁ ପୁଣି ଯାତ୍ରା ମଞ୍ଚକୁ ଫେରିବେ। ସିଂହବାହିନୀ ଯାତ୍ରା ପାଇଁ ମଞ୍ଚରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିବା ସେ ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri