Home Left

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ନୂଆପଡ଼ା,୨୫ା୭ (ମକାରୁ ବେମାଲ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ କୋମନା…

OAS ସ୍ତରରେ ବଡ଼ ଅଦଳବଦଳ: ଅନେକ ବରିଷ୍ଠ ଅଧିକାରୀଙ୍କ ବଦଳି, ନୂତନ ନିଯୁକ୍ତି

ଭୁବନେଶ୍ୱର,୨୫ା୭: ଓଡ଼ିଶା ସରକାରଙ୍କ ସାଧାରଣ ପରିଚାଳନା ଓ ଜନଶକ୍ତି ଅଭିଯୋଗ ବିଭାଗ (GA & PG) ଦ୍ୱାରା ରାଜ୍ୟରେ OAS ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ବହୁସଂଖ୍ୟକ ବଦଳି ଓ ନୂତନ ନିଯୁକ୍ତି ଅନ୍ତର୍ଭୁକ୍ତ ଅଛି। ମୁଖ୍ୟ…

ଏମିତି ଜେଲ୍‌, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ

ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍‌ ସେଣ୍ଟରରେ ଲୋକଙ୍କୁ…

MGNREGS: ନକଲି ଜବ୍‌ କାର୍ଡରେ ଓଡ଼ିଶା ୨ୟ

ଭୁବନେଶ୍ୱର,୨୫ା୭(ରବିନାରାୟଣ ଜେନା): ଓଡ଼ିଶାରେ ଦାଦନ ସମସ୍ୟାର ଅନ୍ତ ହେଉନାହିଁ। ଏଥିପାଇଁ କେବଳ ଯେ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ତାହା ନୁହେଁ, ଅଧିକାଂଶ ସମୟରେ ସରକାରୀ କଳର ଅପବ୍ୟବହାର ଏଥିପାଇଁ ମୁଖ୍ୟତଃ ଦାୟୀ। ଏହାସହ ଆଧାରକାର୍ଡକୁ ମୂଳ…

ପଞ୍ଜାବରେ ବନ୍ୟା ଭିତରେ ଦୁଇ ବ୍ୟକ୍ତିଙ୍କ ବୀରତା: ମାନବ ସେତୁ ତିଆରି କରି ୩୫ ପିଲାଙ୍କୁ କଲେ ଉଦ୍ଧାର

ନୂଆଦିଲ୍ଲୀ,୨୫ା୭: ପଞ୍ଜାବର ମୋଗା ଜିଲାର ମାଲେୟାନ ଗାଁରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଭାଙ୍ଗିଯିବା ଓ କ୍ଷେତ ଜଳମଗ୍ନ ହେବା ପରେ ଦୁଇ ବ୍ୟକ୍ତିଙ୍କ ଅଦମ୍ୟ ସାହସ ଦେଖାଇ ୩୫ ଜଣ ପିଲାଙ୍କ ପାଇଁ ଜୀବନ ରକ୍ଷା କରିଛନ୍ତି। ସୁଖବିନ୍ଦର ସିଂହ…

୧୨ ଜିଲାରେ ସ୍ଥାପନ ହେବ ୨୩ ଶିଳ୍ପ: ସୃଷ୍ଟି ହେବ ୧୧,୯୩୩ ନିଯୁକ୍ତି

ଭୁବନେଶ୍ୱର,୨୫ା୭(ଅନୁରାଧା ମହାରଣା): ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଶିଳ୍ପ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି…

ଖୋର୍ଦ୍ଧା-ବଲାଙ୍ଗିର NH-୫୭ର ସରିଗଣ୍ଡା ଛକରେ ଓଲଟିଲା ବସ୍: ୧୨ ଯାତ୍ରୀ ଆହତ, ୪ ଗୁରୁତର

ନୂଆଦିଲ୍ଲୀ,୨୫ା୭: ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ (NH-୫୭)ର ସରିଗଣ୍ଡା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଏକ ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଲ ଭିତରକୁ ଯାଇ ଓଲଟି…

ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଅସ୍ମିତା

ଆଜିକାଲି ଓଡ଼ିଶାରେ ଅନେକ ଲୋକ ଅସ୍ମିତା କଥା କହୁଛନ୍ତି। ଏହି ଅସ୍ମିତାରେ ଓଡ଼ିଆ ଶବ୍ଦ ଯୋଡ଼ି ଓଡ଼ିଆଙ୍କ ପ୍ରିୟଭାଜନ ହେବା ପାଇଁ ପ୍ରୟାସ କରୁଛନ୍ତି। କିଏ କିଏ ଭାବନ୍ତି ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଓଡ଼ିଆଙ୍କୁ ନିଯୁକ୍ତି ଦେଇଦେଲେ ଓଡ଼ିଆ ଅସ୍ମିତା…

ମାନବ-ମାନବିକତା

ମଣିଷ ଏବେ ଆଧୁନିକ ସଭ୍ୟତାରେ ପଦାର୍ପଣ କରିଛି। ସମୟ ସହିତ ସମାଜର ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ମଣିଷ ଆଧୁନିକତାର ସ୍ପର୍ଶରେ ବହୁ ଆନନ୍ଦ ଲାଭ କରୁଥିବାର ମଧ୍ୟ ଦେଖାଯାଉଛି। ହେଲେ ଏମିତି ପରିବର୍ତ୍ତନ ଆସୁ ଆସୁ…

ଖାଦ୍ୟାଭାବ ଓ ଦେଶାନ୍ତର

୨୦୨୫ ମସିହା ପ୍ରଥମାର୍ଦ୍ଧରେ ପାଖାପାଖି ୨୦,୦୦୦ ଲୋକ ଛୋଟ ଡଙ୍ଗାରେ ଇଂଲିଶ୍‌ ଚ୍ୟାନେଲ ପାର ହୋଇ ଇଂଲଣ୍ଡକୁ ଆସିଛନ୍ତି ଏବଂ ଗତବର୍ଷ ଏହି ଅବଧିରେ ଯେତିକି ଲୋକ ଆସିଥିଲେ, ତାହା ତୁଳନାରେ ୪୮% ବୃଦ୍ଧି ଘଟିଛି। ଏହାସହ ୨୦୨୪ ପ୍ରାରମ୍ଭରୁ ଏଯାବତ୍‌…

ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୫ା୭(ସୁଚିସ୍ମିତା ସାହୁ): ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଗୁରୁବାର ଯୁକ୍ତ୨ ନବାଗତ ବିଦ୍ୟାର୍ଥୀଙ୍କ ପ୍ରବେଶ ଓ ସ୍ବାଗତ ସମାରୋହରେ ଏହି ବହିର ଲୋକାର୍ପଣ ସହ…

ଲମ୍ବା ନା ଗୋଲ କେଉଁ ଲାଉ ଆପଣଙ୍କ ଶରୀର ପାଇଁ ଲାଭଦାୟକ ଜାଣି ନିଅନ୍ତୁ ଏହି ଛୋଟିଆ ଟିପ୍ସ

ପ୍ରାୟତଃ ବଜାରରେ ଦୁଇ ପ୍ରକାରର ଲାଉ ମିଳିଥାଏ, ଗୋଲ ଏବଂ ଲମ୍ବା। ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏଥି ମଧ୍ୟରୁ ସ୍ବାଦ ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ କେଉଁଟା ଅଧିକ ଲାଭଦାୟକ। ଯେତେବେଳେ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ଏବଂ ଶକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri