ପାକିସ୍ତାନ ପାଇଁ ‘ଗୁଡ୍ ନ୍ୟୁଜ୍’: ହୋଇଗଲା ମାଲାମାଲ
ଇସଲାମାବାଦ୍,୨୫।୭:କ୍ରେଡିଟ ରେଟିଂ ଏଜେନ୍ସି S&P ଗ୍ଲୋବାଲ ପାକିସ୍ତାନର ସାର୍ବଭୌମ କ୍ରେଡିଟ ରେଟିଂକୁ ‘CCC+’ ରୁ ‘B-’ କୁ ବୃଦ୍ଧି କରିଛି। ଏହା ସହିତ, ପାକିସ୍ତାନର ଦୃଷ୍ଟିକୋଣକୁ ‘ସ୍ଥିର’ ରଖାଯାଇଛି। ଏଜେନ୍ସି କହିଛି ଯେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ମିଳିଥିବା…
ବିଦ୍ୟାଳୟ କୋଠା ନିର୍ମାଣରେ ଅନିୟମିତତା, ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ
ଥୁଆମୂଳ ରାମପୁର,୨୫ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତସ୍ଥିତ ବଲଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୩୮ ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି।…
ଏମିତି ଏକ ମାମଲା ଯାହାକୁ ଶୁଣି ହାଇକୋର୍ଟଙ୍କ ମୁଣ୍ଡ ବୁଲାଇଲା
ମୁମ୍ବାଇ,୨୫।୭: ମୁମ୍ବାଇରେ ପୃଥକ ଭାବରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଏକ ଅଜବ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି। ଏହି ଦମ୍ପତି ୨୦୨୨ ମସିହାରେ ଏକ IVF କେନ୍ଦ୍ରରେ ସେମାନଙ୍କର ଶୁକ୍ରାଣୁ-ଡିମ୍ବାଣୁରୁ ୧୬ ଟି ଭ୍ରୁଣ ପ୍ରସ୍ତୁତ କରିଥିଲେ ଏବଂ ପରେ…
ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ ସରକାର
ନୂଆଦିଲ୍ଲୀ,୨୫।୭: ୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରୀ ସୂତ୍ର…
ଆଜିଠୁ ଭଞ୍ଜନଗର ଓ୍ବାଟର ପାର୍କ ବନ୍ଦ, ଜାଣନ୍ତୁ କେବେ ଖୋଲିବ…
ଭଞ୍ଜନଗର,୨୫ା୭(ବାବୁଲା ପ୍ରଧାନ): ରାଜ୍ୟର ଏକମାତ୍ର ସରକାରୀ ଓ୍ବାଟର ପାର୍କ ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଅଛି। ଆଜକୁ କିଛିଦିନ ହେବ ଭଞ୍ଜନଗର ଅଞ୍ଚଳରେ ବର୍ଷା ଯୋଗୁ ଓ୍ବାଟର ପାର୍କରେ ପର୍ଯ୍ୟଟକଙ୍କ…
ନିର୍ବାଚନ କମିଶନ ନେଲେ ବଡ଼ ଆକ୍ସନ, ନିଯୁକ୍ତ କଲେ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ଅଧିକାରୀ
ନୂଆଦିଲ୍ଲୀ,୨୫।୭: ଦେଶର ଉପରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନ କମିଶନ ଏକ ପ୍ରମୁଖ ପ୍ରଶାସନିକ ଘୋଷଣା କରିଛନ୍ତି ଏବଂ ନିର୍ବାଚନ ପରିଚାଳନା ପାଇଁ ଜଣେ ରିଟର୍ଣ୍ଣିଂ ଅଫିସର ଏବଂ ଦୁଇଜଣ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କୁ…
ଦାରିଙ୍ଗବାଡ଼ିରେ ଏ ହାତରୁ ସେ ହାତକୁ ଘୂରି ବୁଲୁଛି ୫୦୦ ଟଙ୍କିଆ ନୋଟ୍, ବ୍ୟାଙ୍କରେ ଜମା କରିବାବେଳେ…
ଦାରିଙ୍ଗବାଡ଼ି,୨୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି…
ଶୁବମନ ଗିଲ୍ କରୁଛନ୍ତି ମନମାନୀ: ଅଧିନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସାଥୀ ଖେଳାଳି
ମାଞ୍ଚେଷ୍ଟର,୨୫।୭: ଭାରତ ବନାମ ଇଂଲଣ୍ଡ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଏକ ଦୃଢ଼ ସ୍ଥିତିରେ ଅଛି, ଏହା ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ, ଶାର୍ଦ୍ଦୁଳ ଠାକୁର ସାମ୍ବାଦିକ ସମ୍ମିଳନୀକୁ…
ଅନାସ୍ଥା ପ୍ରସ୍ତାବକୁ ନେଇ ହଲଚଲ, ଚାଞ୍ଚଲ୍ୟକର ବୟାନ ଦେଲେ ଭକ୍ତ, କହିଲେ ନବୀନଙ୍କ ସହ…
ଭୁବନେଶ୍ୱର,୨୫।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି…
ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ: ବିଡିଓଙ୍କ ନିକଟରେ ଅଭିଯୋଗ କରି କହିଲେ…
କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଛାର ପଦର ଗ୍ରାମରେ ଦୀର୍ଘ ମାସ ହେଲାଣି ନିମ୍ନମାନର ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣକୁ ନେଇ ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିବାର ଜଣାପଡ଼ିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରଟି ଗ୍ରାମରେ ଥିବା ସରକାରୀ…
ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଯନ୍ତ୍ରଣା ସତ୍ତ୍ୱେ….
ମାଞ୍ଚେଷ୍ଟର,୨୫।୭: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଏକ ଐତିହାସିକ ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ପନ୍ତଙ୍କ ପାଦରେ ଆଘାତ ଲାଗିଥିଲା, ଯାହା ଯୋଗୁ ତାଙ୍କୁ ରିଟାୟାର ହର୍ଟ ହେବାକୁ ପଡିଥିଲା। ମ୍ୟାଚ୍ର…
ଏହି କାମ କରି ସାରା ବିଶ୍ୱକୁ ଚମକାଇଦେଲେ ରିଷଭ ପନ୍ତ: ସଚିନଙ୍କଠାରୁ ଭନଙ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ସାଲ୍ୟୁଟ୍
ମାଞ୍ଚେଷ୍ଟର,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ, ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ପୁଣି ଥରେ ତାଙ୍କର ଲଢ଼ୁଆ ମନୋଭାବ ଦେଖାଇଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ, ସେ ଦ୍ୱିତୀୟ…
Archives


