ଅଶ୍ଳିଳ ଆପ୍ ଉପରେ ସରକାରଙ୍କ ଚାବୁକ: Ullu, Altt ସମେତ ଏହି ୨୫ ଆପ୍ ବ୍ୟାନ୍
ନୂଆଦିଲ୍ଲୀ,୨୫।୭: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ବଡ଼ ନିଷ୍ପତ୍ତି ନେଇ ୨୫ଟି ମୋବାଇଲ ଆପ ଉପରେ କଟକଣା(ବ୍ୟାନ୍) ଲଗାଇଛି। ଏହି ଆପ୍ଗୁଡ଼ିକ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର କରୁଥିବା ଅଭିଯୋଗ ସହ ଆଇଟି ଆଇନ…
ରକ୍ଷାବନ୍ଧନ ଥାଳିରେ ରଖନ୍ତୁ ଏହି ୫ ଜିନିଷ, ଚମକିବ ଭାଇଙ୍କ ଭାଗ୍ୟ!
ପ୍ରତିବର୍ଷ ରକ୍ଷାବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ ଏହି ପର୍ବ ଚଳିତ ବର୍ଷ ଅଗଷ୍ଟ ମାସରେ ପଡ଼ିବ। ଏହି ଦିନ, ଭଉଣୀମାନେ ସେମାନଙ୍କ ଭାଇର ଦୀର୍ଘ ଜୀବନ, ସୁରକ୍ଷା…
୯୦ହଜାର ଦେଇ କଲେ ବିବାହ, ହେଲେ ୨ଦିନ ପରେ ଘରୁ ଫେରାର ହୋଇଗଲା କନିଆ, ତା’ ପରେ କ୍ଷେତରୁ ମିଳିଲା…
ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ 90 ହଜାର ଟଙ୍କା ଦେଇ ବିବାହ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କନ୍ୟା ବିବାହର ତୃତୀୟ ଦିନରେ ହିଁ ଘରର…
ବିବାହ ପୂର୍ବରୁ HIV ଟେଷ୍ଟ ହେବ ବାଧ୍ୟତାମୂଳକ, ସରକାର ଆଣୁଛନ୍ତି ନୂଆ ନିୟମ
ଶିଲଂ,୨୫।୭: ମେଘାଳୟ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା HIV ଏବଂ AIDS ମାମଲା ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଆମପାରେନ ଲିଙ୍ଗଡୋହ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ବିବାହ ପୂର୍ବରୁ HIV/AIDS ପରୀକ୍ଷାକୁ ବାଧ୍ୟତାମୂଳକ କରିବା…
୭ ମାସର ଗର୍ଭବତୀ ନାବାଳିକା: ଜେଲ୍ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ…
କୁଜଙ୍ଗ,୨୫/୭(ମନୋଜ ପ୍ରଧାନ):ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର…
୨୦୨୫ରେ ମୋଦିଙ୍କ ବିଦେଶ ଗସ୍ତରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି? ସଂସଦରେ ଜବାବ ଦେଲେ ସରକାର
୦୨୫ରେ ମୋଦିଙ୍କ ବିଦେଶ ଗସ୍ତରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି? ସଂସଦରେ ଜବାବ ଦେଲେ ସରକାର ନୂଆଦିଲ୍ଲୀ,୨୫।୭: ଗୁରୁବାର (୨୫ ଜୁଲାଇ, ୨୦୨୫) କେନ୍ଦ୍ର ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ ମସିହାରେ ଆମେରିକା…
ଘରୋଇ କମ୍ପାନୀର ୧୧ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ: ୩ ଜଣଙ୍କୁ ବାନ୍ଧିଲା ପୋଲିସ
କୋରାପୁଟ,୨୫।୭(ଅମିତାଭ ବେହେରା): ଏକ ଘରୋଇ କମ୍ପାନୀର ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୋଲିସ ତିନିଜଣଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ ହେଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ…
ସୋନିଆ ଗାନ୍ଧୀଙ୍କୁ ପ୍ରଶଂସା କରି ଏମିତି କହିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୭: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠିକୁ ‘ନୋବେଲ ପୁରସ୍କାର’ ଏବଂ ‘ଓସ୍କାର ଅପେକ୍ଷା ବଡ଼ ସମ୍ମାନ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣା ଅଖିଳ ଭାରତ କଂଗ୍ରେସ କମିଟି (AICC)ର…
ଶ୍ୱଶୁର ଘର ସମ୍ପତ୍ତି ଉପରେ ନାହିଁ ବୋହୂଙ୍କ ଅଧିକାର! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ମୁଜାଫରପୁର,୨୫।୭: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ପାଟନା ହାଇକୋର୍ଟ ବୈବାହିକ ବିବାଦ ବା ଡିଭୋର୍ସ ସହିତ ଜଡିତ ଜିଲାର ଏକ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ ବୈବାହିକ ବିବାଦ ପରେ, ସ୍ତ୍ରୀଙ୍କର ସ୍ବାମୀଙ୍କ ସହଭାଗୀ ଘରେ ରହିବାର ଅଧିକାର ନାହିଁ।…
୨ ମାସରେ ୨୨ କିଲୋ ଓଜନ କମାଇଲେ ମହିଳା: ଜିମ୍ ନୁହେଁ, ଏହି କାମ କରି କଲେ କମାଲ୍
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ, ଓଜନ ହ୍ରାସ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କିନ୍ତୁ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସେ, ଯାହା ଆମକୁ କେବଳ ଉତ୍ସାହିତ କରେ ନାହିଁ, ବରଂ କୌଣସି କଠୋର ଡାଏଟ ଏବଂ କଠୋର…
ମନ ପରିବର୍ତ୍ତନ ନା ଚାଇନାର ଧୋକା, କାହିଁକି ୨୦ ମାସରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ମାଳଦ୍ୱୀପ? ଜାଣନ୍ତୁ ଏହା ପଛର ରହସ୍ୟ
ମାଲେ/ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତରେ ଅଛନ୍ତି। ଶୁକ୍ରବାର ମାଳଦ୍ୱୀପର ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା…
ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ସରକାର ନେଲେ ବଡ ପଦକ୍ଷେପ
ପୁରୁଷୋତ୍ତମପୁର,୨୫।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନଙ୍କୁ ଆଉ ଭୋକିଲା ହୋଇ ଫେରିବାକୁ ପଡିବନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିପରି ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ଉତ୍ତମମାନର ରନ୍ଧା ଖାଦ୍ୟ…
Archives


