ଜେଲରେ କଏଦୀଙ୍କ ହାତରେ ବନ୍ଧୁକ: କହିଲେ କିଛି ବିଗାଡି ପାରିବେନି ଯୋଗୀ ସରକାର
ଉନ୍ନାଓ,୨୭।୬: ଉତ୍ତର ପ୍ରଦେଶର ଉନ୍ନାଓ ଜେଲରେ ଅପରାଧିମାନେ ହାତରେ ବନ୍ଧୁକ ଧରିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲା ମାଜିଷ୍ଟ୍ରେଟ ଜେଲ ଅଧିକ୍ଷକଙ୍କଠାରୁ ଏହାକୁ ନେଇ ରିପୋର୍ଟ ମାଗିଥିଲେ। ତେବେ ଯାଞ୍ଚ…
ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା
ଲକ୍ଷ୍ନୌ,୨୭।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ସକାଳ ୯ଟା ସୁଦ୍ଧା ଯେଉଁ କର୍ମଚାରୀମାନେ କାର୍ଯ୍ୟଳୟରେ ଉପସ୍ଥିତ ନ ରହିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ…
ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ:ଆୟତୁଲ୍ଲା
ତେହେରାନ,୨୭ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଆମେରିକା ସେନାର ଏକ ଡ୍ରୋନକୁ ଇରାନ ପକ୍ଷରୁ ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି…
ତେଜ ପ୍ରତାପ ଗଢିବେ ‘ତେଜ ସେନା’
ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ ହେବ ଚର୍ଚ୍ଚାରେ ଥିବା ତେଜ ପ୍ରତାପ ଏବେ ଏକ ନୂଆଦଳ ଗଢିବେ ବୋଲି ଶୁଣିବାକୁ…
ଗୋଦ୍ରେଜ୍ ପରିବାରରେ ହେବ ସମ୍ପତ୍ତି ଭାଗବଣ୍ଟା: ୨୦ ହଜାର କୋଟି ଜମି ବିବାଦ
ନୂଆଦିଲ୍ଲୀ,୨୭।୬: ଦେଶର ଜଣାଶୁଣା ଶିଳ୍ପପତି ଗୋଦ୍ରେଜ୍ ପରିବାରରେ ଖୁବ୍ଶୀଘ୍ର ସମ୍ପତ୍ତି ଭାଗବଣ୍ଟା କରାଯିବ। ପରିବାରରେ ୨୦ ହଜାର କୋଟି ଟଙ୍କାର ଜମି ନେଇ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ମୁମ୍ବାଇର ସର୍ବାଧିକ ଜମି ଏହି ଶିଳ୍ପପତି ପରିବାର ପାଖରେ ରହିଛି। ଏହା…
ନଦୀ କୂଳରୁ ମିଳିଲା ଶରଣାର୍ଥୀ ବାପ-ଝିଅଙ୍କ ମୃତଦେହ: ଫଟୋ ଭାଇରାଲ
ନ୍ୟୁୟର୍କ, ୨୬।୬: ୨୦୧୫ରେ ସିରିଆର ଶରଣାର୍ଥୀ ଶିଶୁ ଆଲନ କୁର୍ଦ୍ଦି ସମୁଦ୍ରକୂଳରେ ପଡିଥିବାର ଦୃଶ୍ୟ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସେମିତି ଏକ ହୃଦୟବିଦାରକ ଚିତ୍ର ପୁଣିଥରେ ଭାଇରାଲ ହୋଇଛି। ଆମେରିକା ପାଖରେ ଥିବା ଏକ ଦେଶ ଇଆଇ ସାଲଭେଡୋର ନିବାସୀ…
ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼
ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ କାରରେ ଯାଉଥିବାବେଳେ ତାଙ୍କ ଉପରକୁ ୧୦ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସର୍ବୋଦୟ…
ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର
ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଏକ ଶିଳ୍ପସଂସ୍ଥା ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ସରକାର ଏନେଇ କୌଣସି ଦୃଢ଼…
ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ ଟିକ୍ ଟକ୍ ଭିଡିଓ ବୋଲି କୁହାଯାଉଛି। ତେବେ ଗାଡ଼ି ସାମ୍ନାରେ ବୋଲ୍ଡ ଅକ୍ଷରରେ ଦିଲ୍ଲୀ…
୮ ବର୍ଷ ହେଲା ଖୋଜୁଥିଲା ପୋଲିସ: ହସ୍ପିଟାଲରେ ମୃତାବସ୍ଥାରେ ମିଳିଲା ଆସାମୀ
ନୂଆଦିଲ୍ଲୀ, ୨୭।୬: ଦୀର୍ଘ ୮ ବର୍ଷ ଧରି ଜଣେ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ପୋଲିସ ଖୋଜୁଥିଲା। ହତ୍ୟାକାରୀ ବିଷୟରେ ସନ୍ଧାନ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ସମ୍ପୃକ୍ତ ହତ୍ୟାକାରୀ ଜଣଙ୍କୁ ପୋଲିସ ମୃତାବସ୍ଥାରେ ଉଦ୍ଧାର…
ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା
ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ବିମାନର ଇର୍ମଜେନ୍ସି ଲାଣ୍ଡିଂ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା…
ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ
ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର ସାଧାରଣ ମୃତ୍ୟୁ ହୋଇଥିବା ପ୍ରକାଶ। ଅଭିନେତା ମହେଶ ବାବୁଙ୍କର ସେ ସାବତ ମା’। ପାଖାପାଖି…

