Home Left

ସାଧାରଣ ଭୋଟରଙ୍କୁ ଟାର୍ଗେଟ କଲେ ସିଦ୍ଧରମେୟା

ବାଦାମି,୨୭।୬: କର୍ନାଟକର ବାଦାମିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ସାଧାରଣ ଭୋଟରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ ଆପଣଙ୍କୁ ଛାତ ଦେଲୁ, ଖାଇବା ଦେଲୁ ହେଲେ ଆପଣମାନେ ଭାଜପାକୁ…

ଅମିତ ଧଳ ଗୁଳିକାଣ୍ଡର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ କୋର୍ଟଚାଲାଣ

ଝାରସୁଗୁଡ଼ା ଅଫିସ/ଲଖନପୁର ୨୭ା୬(ଡି.ଏନ୍‌.ଏ.) : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଅମିତ ଧଳ ଗୁଳିକାଣ୍ଡର ୪ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ବୋମା ନ ଥିବା ସ୍ପଷ୍ଟ ହେବା ପରେ ଏହା ପୁଣି…

ପୋଲିସକୁ ସଫଳତା: ସୁକମାରେ ଲକ୍ଷେ ଟଙ୍କିଆ ମାଓବାଦୀ ମୃତ

ସୁକମା,୨୭।୬: ଛତିଶଗଡ଼ର ସୁକମା ଜିଲାରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଲକ୍ଷେ ଟଙ୍କା ମୁଣ୍ଡ ଜାମିନ ଘୋଷଣା ଥିବା ମାଓବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ମାଓବାଦୀ ହେଲେ ବଞ୍ଜାମ ବୁଦ୍ଧୁ। ସେ ନିଲାମାଡଗୁ…

ମହମ୍ମଦ ବାଜିଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଦେଶ ଜଣେ ସଚ୍ଚା ଗାନ୍ଧୀବାଦୀଙ୍କୁ ହରାଇଲା’

ଭୁବନେଶ୍ୱର,୨୭।୬(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ବାଜି ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସହ…

ଟିଡିପିକୁ ପୁଣି ଝଟକା: ଭାଜପାରେ ମିଶିବେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୨୭ା୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ପେଦ୍ଦୀ ରେଡ୍ଡୀ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବାକୁ ଯାଉଛନ୍ତି। ପୂର୍ବରୁ ଲଙ୍କା ଦିନାକର,…

ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ବିଜି ରହୁଥିବା ଆଲିଆ ଏବେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ…

‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ ସିନେମା ଦୋସ୍ତାନା-୨ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କାର୍ତ୍ତିକ…

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ ନେଇ ଏବେ ତାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସାହିଦଙ୍କ ସ୍ତ୍ରୀ ମିରା…

ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ତେବେ ଶିଶୁଙ୍କୁ ଘରେ ଭିତରେ ରଖି ବାହାରୁ ତାଲା ପକାଇ ମା’…

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ରାୟ ପ୍ରକାଶ : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖଲିକୋଟ, ୨୭ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଖଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଖଲିକୋଟ ଏଡିଜେ ଶ୍ରୀନିବାସ ପ୍ରତିହାରୀ ୩୦୨/୧୨୦ ବି ଦଫା ସହିତ ବିଭିନ୍ନ ଦଫାରେ ମୁଖ୍ୟ ଅଭିଯୁକ୍ତ ଶ୍ୟାମସୁନ୍ଦର ପୃଷ୍ଟି,…

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି କିଛି ଯୁଦ୍ଧାସ୍ତ୍ର କମ୍‌ ଅଛି ତେବେ ସେଥିପାଇଁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?