Home Left

କୋହଲିଙ୍କଠାରୁ ଦ୍ରୁତତମ ବାବର ଆଜାମ

ବର୍ମିଂହାମ,୨୮।୬- ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ବାବର ଆଜାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିଜର ଆଇଡଲ ବୋଲି ମନେକରନ୍ତି। ହେଲେ ମାଇଲଷ୍ଟୋନ ସ୍ପର୍ଶ କରିବାରେ କୋହଲିଙ୍କଠାରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଦ୍ରୁତତମ। ବାବର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଅପରାଜିତ ଶତକ ଲଗାଇବା…

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେଶ୍‌ ସହାୟକ ହୋଇଛି। କିନ୍ତୁ ପାଣ୍ଡ୍ୟାଙ୍କ ବୋଲିଂ ଏବଂ ବ୍ୟାଟିଂ ସନ୍ତୁଷ୍ଟ ନାହାନ୍ତି…

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଟାପଢ଼ୋଲ ଫାଣ୍ଡି ଅଧିକାରୀ

ଅନୁଗୋଳ ଅଫିସ, ୨୮।୬: ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଟାପଢ଼ୋଲ ଫାଣ୍ଡି ଅଧିକାରୀ(ଆଇଏଏସ୍‌) ଗଜେନ୍ଦ୍ର ବେହେରା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଜେନ୍ଦ୍ର ଏକ ଏକ ମାର୍‌ପିଟ ମାମଲାର ରଫାଦଫା ପାଇଁ ଜଗନ୍ନାଥ ବେହେରାଙ୍କଠାରୁ ୫ ହଜାର…

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ ୭-୦ର ଅଗ୍ରଣୀ ହାସଲ କରିଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ଚଳିତ ବିଶ୍ୱକପ୍‌ରେ ପୁଣି ଥରେ…

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ କରିଥିଲେ ସୁଦ୍ଧା ପୁଣିଥରେ ପରମ୍ପରାନୁଯାୟୀ ବିବାହ କରିବେ। ଫ୍ରାନ୍ସରେ ଏହି ବିବାହ ଅନୁଷ୍ଠିତ ହେବ।…

ଖୋର୍ଦ୍ଧା ପୌରପରିଷଦ ବିରୋଧରେ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରୁଛନ୍ତି ଭାଜପା କର୍ମୀ

ଖୋର୍ଦ୍ଧା ଅଫିସ, ୨୮ା୬: ଖୋର୍ଦ୍ଧା ପୌରପରିଷଦର ଖାମଖିଆଲି ନୀତି, ବିଭିନ୍ନ ଦୁର୍ନୀତି, ଅପରିଣାମଦର୍ଶିତା, ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଓ ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ବ୍ୟାପକ ପାତର ଅନ୍ତର କରାଯାଉଥିବା ଭାଜପା ପକ୍ଷରୁ ଏକ ଅଭିଯୋଗପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଭାଜପାର ରାଜ୍ୟ…

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏବେ ରମଜାନ ଓ ଅମରନାଥ…

୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍‌ ଆସିଲା ୧.୫ ଲକ୍ଷ ଟଙ୍କା

ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍‌ ୧.୫ ଲକ୍ଷ ଟଙ୍କା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇତିମଧ୍ୟରେ ମିଟିଂରେ ସାମିଲ ଥିବା ତିନି…

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା ବେଳେ ଲୋକ ସମ୍ମୁଖକୁ ଆସିବାକୁ ଚାହୁଁନାହାନ୍ତି। ଚଳିତ ବର୍ଷ…

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର ୧୯୯ ବାଟେଲିୟନ ଓ ଛତିଶଗଡ଼ ପୋଲିସ ଆକସ୍ମିକ ଭାବେ ମାଓବାଦୀ ଲୁଚି ରହିଥିବା ଜାଣି…

ଅଜଣା ଗାଡ଼ିଧକ୍କାରେ ବ୍ୟକ୍ତିଙ୍କ ଜୀବନ ଗଲା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କେସିଙ୍ଗା,୨୮।୯: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୯ରେ ଅଜଣାଗାଡ଼ି ଧକ୍କାରେ ନିଳାମ୍ବର ବିଶି (୫୭) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତ ନିଳାମ୍ବରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଶୁକ୍ରବାର ମୃତଦେହ…

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା ବର୍ତ୍ତମାନ ଲଣ୍ଡନରେ ଚାଲିଥିବା କ୍ରିକେଟ ବିଶ୍ୱକପ୍‌କୁ ଫୁଲ୍‌ ଏନ୍‌ଜୟ କରୁଛନ୍ତି ଅନଷ୍କା। କିଛିଦିନ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?